Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Lakshmaneswar Group Of Temples
ଲକ୍ଷ୍ମଣେଶ୍ୱର ମନ୍ଦିର ସମୂହ ବିଷୟରେ
लक्ष्मणेश्वर मंदिर समूह के बारे में
The Earliest Echo of Kalinga’s Sacred Architecture
କଳିଙ୍ଗର ପ୍ରାଚୀନ ପବିତ୍ର ସ୍ଥାପତ୍ୟର ପ୍ରଥମ ପ୍ରତିଧ୍ୱନି
कालिंगा की प्राचीन पवित्र वास्तुकला की पहली प्रतिध्वनि
The three magnificent temples, commonly known as Lakshmaṇeśvara, Bhara- teśvara and Satrughneśvara, standing in a row opposite the much later Rāmeśvara temple by the side of the road leading to the Lingarāja temple. These three temples have generally been regarded as the earliest temples, being assigned to the closing of the sixth or the beginning of the seventh century A.D. The scheme of decoration of the front rähä with two chaitya-windows containing Rāvaṇānugraha-mūrti and Naṭarāja, above which is a seated figure of Lakulisa. The marriage-procession of Śiva depicted on the northern side. The central piece of the composition have seated figures of Śiva and Pārvati, with their attendants by their sides. The extant side have different forms of Siva, like Naṭarāja, Hari-Hara and the dancing Ardhanariśvara.
ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଏବଂ ଶତ୍ରୁଘ୍ନେଶ୍ୱର ନାମରେ ଜଣାଶୁଣା ତିନୋଟି ମହାନ ମନ୍ଦିର; ଯାହା ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ରାସ୍ତା ପାର୍ଶ୍ୱରେ ରହିଥିବା ରାମେଶ୍ୱର ମନ୍ଦିର ବିପକ୍ଷରେ ଗୋଟିଏ ଧାଡିରେ ଅବସ୍ଥିତ। ଏହି ତିନୋଟି ମନ୍ଦିର ଯାହା ଖ୍ରୀଷ୍ଟାବ୍ଦ ଷଷ୍ଠ କିମ୍ବା ସପ୍ତମ ଶତାବ୍ଦୀର ଆରମ୍ଭରେ ନିର୍ମିତ ହୋଇଥିଲା। ତାହାକୁ ସାଧାରଣତଃ କଳିଙ୍ଗ ନିର୍ମାଣ ଶୈଳୀର ପ୍ରାରମ୍ଭିକ ମନ୍ଦିର ଭାବରେ ବିବେଚନା କରାଯାଇଛି। ମନ୍ଦିରର ସମ୍ମୁଖ ଭାଗରେ ଥିବା ‘ରହା’ ଅଞ୍ଚଳରେ ଚୈତ୍ୟ ଆକୃତିର ଦୁଇଟି ଝରକା ରହିଛି; ଯେଉଁଥିରେ ରାବଣାନୁଗ୍ରହ-ମୂର୍ତ୍ତି ଏବଂ ନଟରାଜ ମୂର୍ତ୍ତି ଖୋଦେଇ ହୋଇଛି। ଏହାର ଉପର ଭାଗରେ ଲକୁଳିଶଙ୍କ ଉପବିଷ୍ଟ ପ୍ରତିମା ରହିଛି। ଉତ୍ତର ପାର୍ଶ୍ୱରେ ଶିବଙ୍କ ବିବାହ-ଯାତ୍ରା ଚିତ୍ରିତ ହୋଇଛି। ଏହି ରଚନାର ମଧ୍ୟଭାଗରେ ଶିବ ଏବଂ ପାର୍ବତୀଙ୍କ ଉପବିଷ୍ଟ ପ୍ରତିମା ଅଛି ଏବଂ ପାର୍ଶ୍ଵରେ ସେମାନଙ୍କ ପରିଚାରିକାମାନେ ରହିଛନ୍ତି। ଅନ୍ୟ ପାର୍ଶ୍ୱରେ ଶିବଙ୍କ ବିଭିନ୍ନ ରୂପ; ଯେପରିକି ନଟରାଜ, ହରି-ହର ଏବଂ ନୃତ୍ୟ କରୁଥିବା ଅର୍ଦ୍ଧନାରୀଶ୍ୱରଙ୍କୁ ଦେଖିବାକୁ ମିଳିଥାଏ।
लक्ष्मणेश्वर, भरतेश्वर और शत्रुघ्नेश्वर नाम के तीन बड़े मंदिर, लिंगराज मंदिर की ओर जाने वाली सड़क पर, बहुत बाद में बने रामेश्वर मंदिर के सामने एक लाइन में हैं। इन तीन मंदिरों को आम तौर पर शुरुआती मंदिर माना जाता है, जो 6वीं या 7वीं सदी की शुरुआत में बने थे। सामने के हिस्से का सजावटी प्लान दो चैत्य-झरक के साथ है जिसमें रावणानुग्रह-मूर्ति और नटराज हैं, जिसके ऊपर लकुलीश की बैठी हुई मूर्ति है। उत्तरी तरफ शिव की बारात दिखाई गई है। रचना के बीच में शिव और पार्वती की बैठी हुई मूर्तियाँ हैं, जिनके दोनों ओर उनके सेवक हैं। पूर्वी तरफ शिव के अलग-अलग रूप हैं, जैसे नटराज, हरि-हर और नाचते हुए अर्धनारीश्वर।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 18th July 1980.

୧୮ ଜୁଲାଇ ୧୯୮୦ରେ ଓଡ଼ିଶା ସରକାର ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ

18 जुलाई 1980 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20° 14' 33" N
Longitude: 85° 50' 17" E

ଅକ୍ଷାଂଶ: 20° 14' 33" N
ଦ୍ରାଘିମାଂଶ: 85° 50' 17" E

अक्षांश: 20° 14' 33" N
देशांतर: 85° 50' 17" E

Locality
ସ୍ଥାନ
स्थान

Bhubaneswar

ଭୁବନେଶ୍ୱର

भुवनेश्वर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

6th C.A.D

୬ଷ୍ଠ ଖ୍ରୀଷ୍ଟାବ୍ଦ

6वीं शताब्दी ईस्वी