Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Svarnajalesvar Temple
ସ୍ୱର୍ଣ୍ଣଜଲେଶ୍ୱର ମନ୍ଦିର ବିଷୟରେ
स्वर्णजलेश्वर मंदिर के बारे में
Svarnajalesvar Temple, Old Town, Bhubaneswar
ସ୍ୱର୍ଣ୍ଣଜଲେଶ୍ୱର ମନ୍ଦିର,ପୁରୁଣା ସହର, ଭୁବନେଶ୍ୱର
स्वर्णजलेश्वर मंदिर,पुराना शहर, भुवनेश्वर
The Swarnajaleswar Temple in Bhubaneswar's Old Town is a significant 7th-century sandstone shrine, built by the Sailodbhava Kings, known for its Kalinga Triratha architecture, exquisite carvings depicting Ramayana scenes, and being one of the city's earliest temples, located near the Parasurameswar Temple. Its detailed sculptures of deities like Parvati, Kartikeya, and Ganesha, along with narrative panels, make it a valuable historical and artistic site which restored by the State Archaeology Department. Famous for detailed sculptures from the Ramayana, Shiva's marriage, elephant hunts, and depictions of deities.
ଭୁବନେଶ୍ୱରର ପୁରୁଣା ସହରରେ ଥିବା ସ୍ୱର୍ଣ୍ଣଜଲେଶ୍ୱର ମନ୍ଦିର ହେଉଛି ୭ମ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ମନ୍ଦିର, ଯାହା ଶୈଳୋଦ୍ଭବ ରାଜାମାନଙ୍କ ଦ୍ୱାରା ନିର୍ମିତ, ଯାହା ଏହାର କଳିଙ୍ଗ ତ୍ରିରଥ ସ୍ଥାପତ୍ୟ, ରାମାୟଣ ଦୃଶ୍ୟକୁ ଚିତ୍ରଣ କରୁଥିବା ଉତ୍କୃଷ୍ଟ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ। ଏହା ପର୍ଶୁରାମେଶ୍ଵର ମନ୍ଦିର ନିକଟରେ ଅବସ୍ଥିତ ସହରର ପ୍ରାଚୀନ ମନ୍ଦିର ମଧ୍ୟରୁ ଗୋଟିଏ। ଏଠାରେ ପାର୍ବତୀ, କାର୍ତ୍ତିକେୟ ଏବଂ ଗଣେଶଙ୍କ ବିସ୍ତୃତ ମୂର୍ତ୍ତି ଶୋଭା ପାଏ । ଏହାକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ପୁନରୁଦ୍ଧାର କରାଯାଇଛି । ଏହା ରାମାୟଣର ବିସ୍ତୃତ ଭାସ୍କର୍ଯ୍ୟ, ଶିବଙ୍କ ବିବାହ ଏବଂ ଦେବତାଙ୍କ ଚିତ୍ରଣ ପାଇଁ ପ୍ରସିଦ୍ଧ।
भुवनेश्वर के पुराने शहर में स्थित स्वर्णजलेश्वर मंदिर, शैलोद्भव राजाओं द्वारा निर्मित सातवीं शताब्दी का एक महत्वपूर्ण बलुआ पत्थर का मंदिर है। यह मंदिर अपनी कलिंग त्रिरथ वास्तुकला, रामायण के दृश्यों को दर्शाने वाली उत्कृष्ट नक्काशी और शहर के सबसे प्राचीन मंदिरों में से एक होने के लिए प्रसिद्ध है। यह परशुरामेश्वर मंदिर के निकट स्थित है। पार्वती, कार्तिकेय और गणेश जैसे देवताओं की विस्तृत मूर्तियां और कथात्मक पैनल इसे एक मूल्यवान ऐतिहासिक और कलात्मक स्थल बनाते हैं, जिसका राज्य पुरातत्व विभाग द्वारा जीर्णोद्धार किया गया है। यह मंदिर रामायण, शिव विवाह, हाथी शिकार और देवी-देवताओं के चित्रण से संबंधित विस्तृत मूर्तियों के लिए प्रसिद्ध है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

10th Nov 2021

10th Nov 2021

10th Nov 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Old Town

ପୁରୁଣା ସହର

पुराना शहर

District
ଜିଲ୍ଲା
जिला

Bhubaneswar

ଭୁବନେଶ୍ୱର

भुवनेश्वर

Date / Period
ତାରିଖ / କାଳ
तिथि / काल

7th CE

7th CE

7th CE