Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Satabhauni Temple
ସାତଭଉଣୀ ମନ୍ଦିର ବିଷୟରେ
सतभौनी मंदिर के बारे में
A Timeless Center of Faith & Celebration
ଭକ୍ତି ଏବଂ ପର୍ବପାଳନର ଶାଶ୍ୱତ କେନ୍ଦ୍ର
आस्था और उत्सव का शाश्वत केंद्र
The Satabhauni Temple, located at Satabhauni Chhack near Arnapal/Bilabadi, Bhadrak, Odisha, is a significant Hindu shrine, often referred to as Maa Satabhauni Shakti Pitha, known for its spiritual importance, attracting devotees with its ancient origins (possibly 500 years old) and vibrant celebrations like Durga Puja, offering a glimpse into local faith and culture. This temple is now under the protection of Odisha State Archaeology. Various rituals and festivals like Durga Puja, Kali Puja, Shivratri, Kartik Purnima, Raja Sankranti, Jalasaya ceremony are observed here.
ଓଡ଼ିଶା ଭଦ୍ରକର ଅର୍ଣ୍ଣପାଳ/ବିଲାବାଡ଼ି ନିକଟସ୍ଥ ସାତଭଉଣୀ ଛକରେ ଅବସ୍ଥିତ ମା’ ସାତଭଉଣୀ ମନ୍ଦିର ଏକ ପ୍ରସିଦ୍ଧ ହିନ୍ଦୁ ତୀର୍ଥସ୍ଥଳ। ଏହାକୁ ପ୍ରାୟତଃ ମା’ ସାତଭଉଣୀ ଶକ୍ତି ପୀଠ ଭାବରେ ଜଣାଯାଏ। ମନ୍ଦିରଟି ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ପାଇଁ ଜଣାଶୁଣା, ଏହାର ପ୍ରାଚୀନ ଉତ୍ପତ୍ତି ସମ୍ଭବତଃ ୫୦୦ ବର୍ଷ ପୁରୁଣା। ଏଠାରେ ବହୁଆଡମ୍ବରରେ ପାଳନ ହେଉଥିବା ଦୁର୍ଗା ପୂଜା ଭକ୍ତମାନଙ୍କୁ ଆକର୍ଷିତ କରିଥାଏ; ଯାହା ସ୍ଥାନୀୟ ବିଶ୍ୱାସ ଏବଂ ସଂସ୍କୃତିର ଏକ ଝଲକ ପ୍ରଦାନ କରେ। ଏହି ମନ୍ଦିର ବର୍ତ୍ତମାନ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ସୁରକ୍ଷା ଅଧୀନରେ ରହିଛି। ଦୁର୍ଗା ପୂଜା, କାଳୀ ପୂଜା, ଶିବରାତ୍ରି, କାର୍ତ୍ତିକ ପୂର୍ଣ୍ଣିମା, ରଜ ସଂକ୍ରାନ୍ତି ଆଦି ଉତ୍ସବ ଭଳି ବିଭିନ୍ନ ରୀତିନୀତି ଏବଂ ପର୍ବ ଏହି ମନ୍ଦିରରେ ପାଳନ କରାଯାଏ।
ओडिशा के भद्रक में अर्नापाल/बिलाबाड़ी के पास सतभौनी चक में मौजूद सतभौनी मंदिर एक ज़रूरी हिंदू तीर्थस्थल है, जिसे अक्सर माँ सतभौनी शक्ति पीठ कहा जाता है। यह अपने आध्यात्मिक महत्व, अपनी पुरानी शुरुआत (शायद 500 साल पुरानी) और दुर्गा पूजा जैसे त्योहारों के लिए जाना जाता है, जो भक्तों को खींचते हैं, और स्थानीय मान्यताओं और संस्कृति की झलक दिखाते हैं। मंदिर अभी ओडिशा स्टेट आर्कियोलॉजिकल सर्वे के संरक्षण में है। यहाँ दुर्गा पूजा, काली पूजा, शिवरात्रि, कार्तिक पूर्णिमा, रज संक्रांति, उत्सव जैसे कई रीति-रिवाज और त्योहार मनाए जाते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 12th November 1984.

୨ ନଭେମ୍ବର ୧୯୮୪ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

12 नवंबर 1984 को ओडिशा सरकार द्वारा संरक्षित हिन्दू स्मारक घोषित।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 21.02073881194577
Longitude: 86.50523017198192

ଅକ୍ଷାଂଶ: 21.02073881194577
ଦ୍ରାଘିମାଂଶ: 86.50523017198192

अक्षांश: 21.02073881194577
देशांतर: 86.50523017198192

Locality
ସ୍ଥାନ
स्थान

Haripur

ହରିପୁର

हरिपुर

District
ଜିଲ୍ଲା
जिला

Bhadrak

ଭଦ୍ରକ

भद्रक

Date / Period
ତାରିଖ / କାଳ
तिथि / काल

19th C.A.D

ଖ୍ରୀଷ୍ଟାବ୍ଦ ୧୯ଶ ଶତାବ୍ଦୀ

19वीं शताब्दी ईस्वी