Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Chandi Temple
ଚଣ୍ଡୀ ମନ୍ଦିର ବିଷୟରେ
चंडी मंदिर के बारे में
Chandi Temple, Kenduli, Khordha
ଚଣ୍ଡୀ ମନ୍ଦିର, କେନ୍ଦୁଲି, ଖୋର୍ଦ୍ଧା
चंडी मंदिर, केंदुली, खोरधा
This is a historic temple located in Kenduli (also written as Kendubilwa) village in Balianta block, Khordha district of Odisha. It’s dedicated to Goddess Chandi, a form of the Divine Mother (Shakti). The temple site contains relics and ruins from earlier periods, indicating it was an important religious site possibly dating back to the 10th–11th century A.D.. The modern structure has been rebuilt on the older temple’s plinth and is protected by the Odisha State Archaeology Department. Kenduli is more widely known as the birthplace of the celebrated poet Jayadeva, author of the Gita Govinda, and has other ancient temples and archaeological remains of Saiva, Vaishnava and Sakta cults. Local sources mention there is a Maa Chandi temple at this heritage spot, often visited by devotees and tourists exploring the Jayadeva heritage site
ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର କେନ୍ଦୁଲି ଗ୍ରାମରେ ଅବସ୍ଥିତ ଏହା ଏକ ଐତିହାସିକ ମନ୍ଦିର। ଏହା ଦିବ୍ୟ ମାତା (ଶକ୍ତି)ଙ୍କ ଏକ ରୂପ, ଦେବୀ ଚଣ୍ଡୀଙ୍କୁ ଉତ୍ସର୍ଗୀକୃତ। ମନ୍ଦିର ସ୍ଥଳରେ ପୂର୍ବ ସମୟର କୀର୍ତ୍ତି ଏବଂ ଭଗ୍ନାବଶେଷ ରହିଛି; ଯାହା ଏହାକୁ ସମ୍ଭବତଃ ଖ୍ରୀଷ୍ଟାବ୍ଦ ଦଶମ-ଏକାଦଶ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ଭାବେ ସୂଚିତ କରେ। ପୁରୁଣା ମନ୍ଦିରର ମୂଳଦୁଆରେ ଆଧୁନିକ ଗଠନ ପୁନଃନିର୍ମାଣ କରାଯାଇଛି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏହା ସୁରକ୍ଷିତ। କେନ୍ଦୁଲି ଗୀତଗୋବିନ୍ଦର ଲେଖକ ପ୍ରସିଦ୍ଧ କବି ଜୟଦେବଙ୍କ ଜନ୍ମସ୍ଥାନ ଭାବରେ ଅଧିକ ଜଣାଶୁଣା ଏବଂ ଏଥିରେ ଅନ୍ୟାନ୍ୟ ପ୍ରାଚୀନ ମନ୍ଦିର ଏବଂ ଶୈବ, ବୈଷ୍ଣବ ଏବଂ ଶାକ୍ତ ସଂପ୍ରଦାୟର ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଛି। ସ୍ଥାନୀୟ ଲୋକେ କହନ୍ତି ଯେ, ଏହି ଐତିହ୍ୟ ସ୍ଥାନରେ ଏକ ମା' ଚଣ୍ଡୀଙ୍କ ମନ୍ଦିର ଅଛି; ଯାହାକୁ ପ୍ରାୟତଃ ଭକ୍ତ ଏବଂ ପର୍ଯ୍ୟଟକମାନେ ଜୟଦେବ ଐତିହ୍ୟ ସ୍ଥାନ ଭାବେ ଅନୁସନ୍ଧାନ କରି ପରିଦର୍ଶନ କରନ୍ତି।
यह ऐतिहासिक मंदिर ओडिशा के खुर्दा जिले के बलिआंता ब्लॉक के केंडुली (जिसे केंडुबिलवा भी लिखा जाता है) गांव में स्थित है। यह मंदिर देवी चंडी को समर्पित है, जो दिव्य माता (शक्ति) का एक रूप हैं। मंदिर परिसर में प्राचीन काल के अवशेष और खंडहर मौजूद हैं, जो यह दर्शाते हैं कि यह एक महत्वपूर्ण धार्मिक स्थल था, संभवतः 10वीं-11वीं शताब्दी ईस्वी पूर्व का। आधुनिक संरचना पुराने मंदिर के आधार पर पुनर्निर्मित की गई है और ओडिशा राज्य पुरातत्व विभाग द्वारा संरक्षित है। केंडुली को गीता गोविंद के रचयिता, प्रसिद्ध कवि जयदेव की जन्मभूमि के रूप में अधिक जाना जाता है, और यहां शैव, वैष्णव और शाक्त संप्रदायों के अन्य प्राचीन मंदिर और पुरातात्विक अवशेष भी हैं। स्थानीय सूत्रों के अनुसार, इस धरोहर स्थल पर एक मां चंडी मंदिर भी है, जहां जयदेव धरोहर स्थल का भ्रमण करने वाले श्रद्धालु और पर्यटक अक्सर दर्शन करने आते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8th May 2018

୮ ମଇ ୨୦୧୮

8th May 2018

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kenduli

କେନ୍ଦୁଲି

केंदुली

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

10th–11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10th–11th C.A.D