Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gopinatha Temple
ଗୋପୀନାଥ ମନ୍ଦିର ବିଷୟରେ
गोपीनाथ मंदिर के बारे में
Gopinatha Temple, Fulaalasa, Satyabadi-Sakhigopal, Puri
ଗୋପୀନାଥ ମନ୍ଦିର, ଫୁଲାଲସା, ସତ୍ୟବାଦୀ-ସାକ୍ଷୀଗୋପାଳ, ପୁରୀ
गोपीनाथ मंदिर, फुलालासा, सत्यबाड़ी, सखीगोपाल, पुरी
The Gopinatha Temple is in the Satyabadi-Sakhigopal area of Puri district, Odisha is a historic local shrine dedicated to Lord Gopinatha. It is officially listed among the State Protected Monuments of Odisha under the Puri district, indicating its cultural and heritage significance. Temples dedicated to Gopinatha are local centres of Krishna devotion and often serve as focal points for bhakti festivals, prayers, and rituals led by village communities or temple priests.The Gopinatha Temple at Phulasa is recorded in the Government of Odisha’s heritage registry. It is attributed broadly to the 18th–19th century A.D., making it a later medieval/early modern period shrine in the temple landscape of coastal Odisha.
ଗୋପୀନାଥ ମନ୍ଦିରଟି ପୁରୀ ଜିଲ୍ଲାର ସତ୍ୟବାଦୀ-ସାକ୍ଷୀଗୋପାଳ ଅଞ୍ଚଳର ଫୁଲାଲସାରେ ଅବସ୍ଥିତ। ଭଗବାନ ଗୋପୀନାଥଙ୍କୁ ସମର୍ପିତ ଏହା ଏକ ଐତିହାସିକ ମନ୍ଦିର। ଏହି ମନ୍ଦିରଟି ରାଜ୍ୟ ସଂରକ୍ଷିତ ସ୍ମାରକୀ ଭାବେ ସରକାରୀ ତାଲିକାଭୁକ୍ତ; ଯାହା ଏହାର ସାଂସ୍କୃତିକ ଏବଂ ଐତିହାସିକ ଗୁରୁତ୍ୱକୁ ସୂଚିତ କରେ। ଗୋପୀନାଥଙ୍କୁ ସମର୍ପିତ ମନ୍ଦିରଗୁଡ଼ିକ ସାଧାରଣତଃ କୃଷ୍ଣ ଭକ୍ତିର ଆଞ୍ଚଳିକ ପୂଜାସ୍ଥଳ ଭାବେ ପରିଚିତ। ଏପରି ମନ୍ଦିର ଗ୍ରାମବାସୀ କିମ୍ବା ପୂଜାରୀଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହା ଭକ୍ତିର ଉତ୍ସବ, ପ୍ରାର୍ଥନା ଏବଂ ରୀତିନୀତିର କେନ୍ଦ୍ରବିନ୍ଦୁ ଭାବରେ କାର୍ଯ୍ୟ କରେ। ଏହି ମନ୍ଦିର ୧୮ଶ-୧୯ଶ ଶତାବ୍ଦୀର ବୋଲି ଜଣାଯାଏ। ସେଥିପାଇଁ ଏହା ଉପକୂଳ ଓଡ଼ିଶାର ମନ୍ଦିର ପରମ୍ପରାରେ ପରବର୍ତ୍ତୀ ମଧ୍ୟଯୁଗ/ପ୍ରାରମ୍ଭିକ ଆଧୁନିକ ସମୟର ବୋଲି ସୂଚିତ ହୋଇଥାଏ।
ओडिशा के पुरी जिले के सत्यबाड़ी-सखीगोपाल क्षेत्र में स्थित गोपीनाथ मंदिर, भगवान गोपीनाथ को समर्पित एक ऐतिहासिक स्थानीय तीर्थस्थल है। यह आधिकारिक तौर पर पुरी जिले के अंतर्गत ओडिशा के राज्य संरक्षित स्मारकों में सूचीबद्ध है, जो इसके सांस्कृतिक और विरासत महत्व को दर्शाता है। गोपीनाथ को समर्पित मंदिर कृष्ण भक्ति के स्थानीय केंद्र होते हैं और अक्सर ग्राम समुदायों या मंदिर के पुजारियों द्वारा आयोजित भक्ति उत्सवों, प्रार्थनाओं और अनुष्ठानों के लिए प्रमुख स्थान के रूप में कार्य करते हैं। फुलासा स्थित गोपीनाथ मंदिर ओडिशा सरकार के विरासत रजिस्टर में दर्ज है। इसे मोटे तौर पर 18वीं-19वीं शताब्दी ईस्वी का माना जाता है, जो इसे तटीय ओडिशा के मंदिर परिदृश्य में उत्तर मध्यकालीन/प्रारंभिक आधुनिक काल का तीर्थस्थल बनाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th June 2025

୯ ଜୁନ ୨୦୨୫

9th June 2025

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Satyabadi

ସତ୍ୟବାଦୀ

सत्यबादी

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

18th–19th C.A.D

୧୮ଶ-୧୯ଶ ଖ୍ରୀଷ୍ଟାବ୍ଦ

18th–19th C.A.D