Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhadrakali Temple
ଭଦ୍ରକାଳୀ ମନ୍ଦିର ବିଷୟରେ
भद्रकाली मंदिर के बारे में
A Timeless Abode of the Fierce & Compassionate Goddess
ଶକ୍ତିଶାଳୀ ଏବଂ କରୁଣାମୟୀ ଦେବୀଙ୍କର ଶାଶ୍ୱତ ଅବସ୍ଥାନ
प्रबल और करुणामय देवी का शाश्वत निवास
Bhadrakali temple is situated in the Village Bhadrakali in Bhadrak district. It is believed that the image was originally installed in Bhadrak town. When the invaders created vandalism in the area the priests arranged its removal to the present shrine. The temple erected for this deity is of very recent date and devoid of Odishan architectural tradition. The deity is usually kept under coverage of heavy costumes. It is a four-armed Goddess seated in lalita pose on a lotus pedestal. Her mount, the lion is placed on the pedestal. She carries a baby in the left lap and brandishes a sharp sword in one of her right hands. Attributes in her other two remaining hands are not distinct as they have undergone repair in a subsequent period. An inscription on a stone slab was recovered from this place. The purpose of the inscription is that in the 8th regal year of Maharaja Surasarma, a pious lady named Ranghali donated some objects to the Goddess Parnadevati by a special arrangement with Mahakulapati Agisarma.
ଭଦ୍ରକ ଜିଲ୍ଲାର ଭଦ୍ରକାଳୀ ଗ୍ରାମରେ ଅବସ୍ଥିତ ହୋଇଛି ମା’ ଭଦ୍ରକାଳୀ ମନ୍ଦିର। ବିଶ୍ୱାସ କରାଯାଏ ଯେ, ଏହି ପ୍ରତିମାଟି ପ୍ରଥମେ ଭଦ୍ରକ ସହରରେ ସ୍ଥାପିତ ହୋଇଥିଲା। ଯେତେବେଳେ ଆକ୍ରମଣକାରୀମାନେ ଏହି ଅଞ୍ଚଳରେ ଭଙ୍ଗାରୁଜା ସୃଷ୍ଟି କରିଥିଲେ, ସେତେବେଳେ ପୁରୋହିତମାନେ ଏହାକୁ ବର୍ତ୍ତମାନର ମନ୍ଦିରକୁ ସ୍ଥାନନ୍ତରଣ କରିଥିଲେ। ଏହି ମନ୍ଦିରଟି ଅତ୍ୟନ୍ତ ସାମ୍ପ୍ରତିକ କାଳର ଏବଂ ଓଡ଼ିଶା ସ୍ଥାପତ୍ୟ ପରମ୍ପରାର ଝଲକ ଏଠାରେ ଦେଖିବାକୁ ମିଳେ ନାହିଁ। ଏଠାରେ ଦେବୀ ମା’ ଭଦ୍ରକାଳୀଙ୍କୁ ଭାରୀ ପୋଷାକ ପିନ୍ଧାଇ ପୂଜା କରାଯାଏ। ପଦ୍ମ ବେଦୀ ଉପରେ ମା’ ଭଦ୍ରକାଳୀ ଚତୁର୍ଭୁଜା ଦେବୀ ଭାବେ ଲଳିତା ମୁଦ୍ରାରେ ଦର୍ଶନ ଦେଇଥାନ୍ତି। ତାଙ୍କର ରଥ ଏବଂ ବାହାନ ସିଂହକୁ ମଧ୍ୟ ବେଦୀରେ ରଖାଯାଇଛି। ସେ ବାମ କୋଳରେ ଏକ ଶିଶୁକୁ ଧରିଥିବା ବେଳେ ଡାହାଣ ହାତଗୁଡ଼ିକ ମଧ୍ୟରୁ ଗୋଟିଏରେ ଏକ ଧାରୁଆ ଖଣ୍ଡା ଧାରଣ କରିଛନ୍ତି। ଅନ୍ୟ ଦୁଇଟି ହାତର ଚିହ୍ନ ସ୍ପଷ୍ଟ ଭାବେ ଜଣାପଡେ ନାହିଁ, କାରଣ ପରବର୍ତ୍ତୀ ସମୟରେ ସେଗୁଡ଼ିକର ମରାମତି ହୋଇଥିବାରୁ ମୂଳ ଆକୃତି ବଦଳି ଯାଇଛି। ଏହି ସ୍ଥାନରୁ ଏକ ପଥର ଫଳକରେ ଲିଖିତ ଏକ ଶିଳାଲେଖ ମିଳିଛି। ଏହି ଶିଳାଲେଖଟି ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀର ବୋଲି କୁହାଯାଇ ଥାଏ। ଶିଳାଲେଖଟିରେ ମହାରାଜା ସୁରଶର୍ମାଙ୍କ ରାଜତ୍ଵର ଅଷ୍ଟମ ବର୍ଷରେ, ରଙ୍ଗାଲି ନାମକ ଜଣେ ଧର୍ମପରାୟଣା ମହିଳା, ମହାକୁଳପତି ଅଗିଶର୍ମାଙ୍କ ସହାୟତାରେ ଦେବୀ ପର୍ଣ୍ଣଦେବତୀଙ୍କୁ କିଛି ବସ୍ତୁ ଦାନ କରିଥିବା ବିଷୟରେ ଉଲ୍ଲେଖ ରହିଛି।
भद्रकाली मंदिर भद्रक जिले के भद्रकाली गांव में है। माना जाता है कि मूर्ति सबसे पहले भद्रक शहर में स्थापित की गई थी। जब हमलावरों ने इस इलाके में तोड़फोड़ की, तो पुजारियों ने इसे मौजूदा मंदिर में ले जाने का इंतज़ाम किया। यह मंदिर बहुत नया बना है और ओडिशा आर्किटेक्चरल परंपरा से अलग है। देवी को आमतौर पर भारी कपड़ों में विराजमान किया जाता है। वह कमल की मुद्रा में बैठी चार भुजाओं वाली देवी हैं। उनका रथ, एक शेर, आसन पर रखा है। वह अपने बाएं हाथ में एक बच्चे को लिए हुए हैं और अपने दाहिने हाथ में एक तेज तलवार पकड़े हुए हैं। इस जगह से एक पत्थर की पटिया पर एक शिलालेख मिला है। पैलियोग्राफिकल सबूतों के आधार पर, यह शिलालेख तीसरी सदी AD का बताया जाता है। पत्थर पर लिखे शिलालेख में लिखा है कि महाराजा सुरसरमा के आठवें शासनकाल में, रंगाली नाम की एक पवित्र महिला ने महाकुलपति अगिशर्मा के साथ देवी पर्णदेवी को कुछ चीजें दान की थीं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 5th May 1985.

୫ ମଇ ୧୯୮୫ରେ ଓଡ଼ିଶା ସରକାର ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ।

5 मई 1985 को ओडिशा सरकार द्वारा संरक्षित हिन्दू स्मारक घोषित।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 24° 17′ 24.81″ N
Longitude: 85° 8′ 58.99″ E

ଅକ୍ଷାଂଶ: 24° 17′ 24.81″ N
ଦ୍ରାଘିମାଂଶ: 85° 8′ 58.99″ E

अक्षांश: 24° 17′ 24.81″ N
देशांतर: 85° 8′ 58.99″ E

Locality
ସ୍ଥାନ
स्थान

Bhadrakali

ଭଦ୍ରକାଳୀ

भद्रकाली

District
ଜିଲ୍ଲା
जिला

Bhadrak

ଭଦ୍ରକ

भद्रक

Date / Period
ତାରିଖ / କାଳ
तिथि / काल

19th C.A.D

୧୯ଶ ଖ୍ରୀଷ୍ଟାବ୍ଦ

19वीं शताब्दी ईस्वी