Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gramesvara Temple
ଗ୍ରାମେଶ୍ୱର ମନ୍ଦିର ବିଷୟରେ
ग्रामेश्वर मंदिर के बारे में
Gramesvara Temple, Lataharana, Puri
ଗ୍ରାମେଶ୍ୱର ମନ୍ଦିର, ଲତାହରଣ, ପୁରୀ
ग्रामेश्वर मंदिर, लताहरण, पुरी
Gramesvara Temple is a historic Shiva temple located in the village of Lataharana in Kakatpur Block, Puri District, Odisha. It is officially listed as a State Protected Monument of Odisha, illustrating its value as part of the region’s medieval temple heritage. The Gramesvara Temple at Lataharana dates to approximately the 10th–11th century A.D., placing it within the early medieval phase of Odishan temple architecture. It is included in the Government of Odisha’s State Protected Monuments. The temple represents the mature brick temple building tradition of the Prachi Valley region, a culturally rich landscape with many early medieval monuments combining artistic beauty with historical depth. Within the temple complex, loose sculptures associated with Shaiva, Shakta, Saura, Vaishnava, and Jaina traditions have been found, indicating that the site served as a focal point for diverse religious groups in the past. The main shrine reflects classical Kalinga architectural sensibilities adapted in brick construction, which was a mature technique in the Prachi Valley around the medieval period.
ପୁରୀ ଜିଲ୍ଲା କାକଟପୁର ବ୍ଲକର ଲତାହରଣ ଗ୍ରାମରେ ଅବସ୍ଥିତ ଗ୍ରାମେଶ୍ୱର ମନ୍ଦିର ଏକ ପ୍ରାଚୀନ ଶିବ ମନ୍ଦିର। ଏହାକୁ ସରକାରୀ ଭାବରେ ଓଡ଼ିଶାର ରାଜ୍ୟ ସଂରକ୍ଷିତ ସ୍ମାରକୀ ତାଲିକାଭୁକ୍ତ କରାଯାଇଛି; ଯାହା ଏହି ଅଞ୍ଚଳର ମଧ୍ୟଯୁଗୀୟ ମନ୍ଦିର ଐତିହ୍ୟର ଅଂଶ ଭାବରେ ଏହାର ଗୁରୁତ୍ୱକୁ ଦର୍ଶାଏ। ଏହି ମନ୍ଦିର ପ୍ରାୟ ୧୦ମ-୧୧ଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ତେଣୁ ଏହା ଓଡ଼ିଶା ମନ୍ଦିର ସ୍ଥାପତ୍ୟର ପ୍ରାରମ୍ଭିକ ମଧ୍ୟଯୁଗୀୟ ପର୍ଯ୍ୟାୟ ମଧ୍ୟରେ ସ୍ଥାନିତ ହୋଇଛି। ମନ୍ଦିରରେ ପ୍ରାଚୀ ଉପତ୍ୟକା ଅଞ୍ଚଳରେ ମିଳୁଥିବା ପରିପକ୍ୱ ଇଟା ନିର୍ମିତ ମନ୍ଦିର ପରମ୍ପରା ପ୍ରତିଫଳିତ ହୁଏ। ଏହି ଉପତ୍ୟକା ସାଂସ୍କୃତିକ ଭାବେ ଅତ୍ୟନ୍ତ ସମୃଦ୍ଧ ଅଞ୍ଚଳ। ଏଠାରେ ଥିବା ପ୍ରାରମ୍ଭିକ ମଧ୍ୟଯୁଗର ଅନେକ ପ୍ରାଚୀନ ସ୍ମାରକୀରେ କଳାତ୍ମକ ସୌନ୍ଦର୍ଯ୍ୟ ସହ ସମୃଦ୍ଧ ଐତିହ୍ୟର ସମ୍ମିଳନ ଦେଖିବାକୁ ମିଳେ। ମନ୍ଦିର ପରିସରରେ ଶୈବ, ଶାକ୍ତ, ସୌର, ବୈଷ୍ଣବ ଏବଂ ଜୈନ ପରମ୍ପରା ସହ ଜଡ଼ିତ ମୂର୍ତ୍ତି ରହିଛି। ଏଥିରୁ ଅନୁମାନ କରାଯାଏ ଯେ, ଅତୀତରେ ଏହି ସ୍ଥାନଟି ବିଭିନ୍ନ ଧାର୍ମିକ ଗୋଷ୍ଠୀ ପାଇଁ ଏକ ପବିତ୍ର ପୂଜାସ୍ଥଳ ଥିଲା। ମୁଖ୍ୟ ମନ୍ଦିରରେ ପାରମ୍ପରିକ କଳିଙ୍ଗ ଶୈଳୀର ସ୍ଥାପତ୍ୟ ଦେଖିବାକୁ ମିଳିଥାଏ। ଏଥିରେ ଇଟା ନିର୍ମାଣ ପ୍ରଣାଳୀ ଅନୁକରଣ କରାଯାଇଛି; ଯାହା ମଧ୍ୟଯୁଗୀୟ ସମୟରେ ପ୍ରାଚୀ ଉପତ୍ୟକାରେ ଏକ ପରିପକ୍ୱ ନିର୍ମାଣ କୌଶଳ ଭାବେ ପରିଗଣିତ ହେଉଥିଲା।
ग्रामेश्वर मंदिर ओडिशा के पुरी जिले के काकटपुर ब्लॉक के लताहारणा गांव में स्थित एक ऐतिहासिक शिव मंदिर है। इसे ओडिशा राज्य के संरक्षित स्मारक के रूप में सूचीबद्ध किया गया है, जो इस क्षेत्र की मध्यकालीन मंदिर विरासत में इसके महत्व को दर्शाता है। लताहारणा स्थित ग्रामेश्वर मंदिर लगभग 10वीं-11वीं शताब्दी ईस्वी का है, जो इसे ओडिशा की मंदिर वास्तुकला के प्रारंभिक मध्यकालीन चरण में रखता है। यह ओडिशा सरकार के राज्य संरक्षित स्मारकों में शामिल है। यह मंदिर प्राची घाटी क्षेत्र की परिपक्व ईंट मंदिर निर्माण परंपरा का प्रतिनिधित्व करता है, जो एक सांस्कृतिक रूप से समृद्ध क्षेत्र है जिसमें कई प्रारंभिक मध्यकालीन स्मारक कलात्मक सुंदरता और ऐतिहासिक गहराई का संयोजन प्रस्तुत करते हैं। मंदिर परिसर में शैव, शाक्त, सौर, वैष्णव और जैन परंपराओं से संबंधित मूर्तियां मिली हैं, जो दर्शाती हैं कि यह स्थल अतीत में विभिन्न धार्मिक समूहों का केंद्र रहा है। मुख्य गर्भगृह ईंट निर्माण में अपनाई गई शास्त्रीय कलिंग वास्तुकला की शैली को दर्शाता है, जो मध्यकाल के आसपास प्राची घाटी में एक परिपक्व तकनीक थी।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

20th Jan 2021

୨୦ ଜାନୁଆରୀ ୨୦୨୧

20th Jan 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Lataharana

ଲତାହରଣ

लताहरण

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th–11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10th–11th C.A.D