Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Khilesvara Temple
ଖିଲେଶ୍ୱର ମନ୍ଦିର ବିଷୟରେ
खिलेश्वर मंदिर के बारे में
Khilesvara Temple, Khilaur, Puri
ଖିଲେଶ୍ୱର ମନ୍ଦିର, ଖିଲାଉର, ପୁରୀ
खिलेश्वर मंदिर, खिलौर, पुरी
The Khilesvara Temple is a historic Shiva temple located in Khilaur in Puri district, Odisha. It is officially listed among the state-protected monuments in Odisha’s archaeological and cultural heritage records. This temple dates back to the 12th century A.D., placing it in the early medieval period of Odishan temple construction and linking it to the broader traditions of Kalinga architecture. It appears in the Government of Odisha’s lists of protected monuments under the Archaeology and Museums Department, which means it is recognized for both historical and architectural value. The temple is dedicated to Lord Shiva, worshipped locally in the form of a Shivalinga in the sanctum (garbhagriha). This temple typically observe traditional rituals such as abhisheka (ritual bathing of the lingam), arati, and yearly festivals like Mahashivaratri.
ପୁରୀ ଜିଲ୍ଲାର ଖିଲାଉର ଗ୍ରାମରେ ଥିବା ଖିଲେଶ୍ୱର ମନ୍ଦିର ଏକ ଐତିହାସିକ ଶିବ ମନ୍ଦିର। ଏହା ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଏବଂ ସାଂସ୍କୃତିକ ଐତିହ୍ୟ ତାଲିକାରେ ରାଜ୍ୟ ସଂରକ୍ଷିତ ସ୍ମାରକୀ ଭାବରେ ସ୍ଥାନ ପାଇଛି। ଏହି ମନ୍ଦିର ୧୨ଶ ଶତାବ୍ଦୀର ବୋଲି ଇତିହାସରୁ ଜଣାଯାଏ। ମନ୍ଦିରଟି ଓଡ଼ିଶାର ପ୍ରାରମ୍ଭିକ ମଧ୍ୟଯୁଗୀୟ ମନ୍ଦିର ନିର୍ମାଣ ପରମ୍ପରା ଓ କଳିଙ୍ଗ ଶୈଳୀର ସ୍ଥାପତ୍ୟ ସହ ସାମଞ୍ଜସ୍ୟ ରଖେ। ଓଡ଼ିଶା ସରକାରଙ୍କ ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗ ଅଧୀନସ୍ଥ ସଂରକ୍ଷିତ ସ୍ମାରକୀ ତାଲିକାରେ ସ୍ଥାନ ପାଇଥିବାରୁ ଏହାର ଐତିହାସିକ ଏବଂ ସ୍ଥାପତ୍ୟ ମୂଲ୍ୟ ପ୍ରତିପାଦିତ ହୋଇଥାଏ। ଏହି ମନ୍ଦିର ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ; ଯିଏକି ଗର୍ଭଗୃହରେ ଏକ ଶିବଲିଙ୍ଗ ରୂପରେ ପୂଜା ପାଉଛନ୍ତି। ଏଠାରେ ସାଧାରଣତଃ ଅଭିଷେକ, ଆରତି ଏବଂ ମହାଶିବରାତ୍ରି ଭଳି ଉତ୍ସବ ମହା ଆଡ଼ମ୍ବରରେ ପାଳନ କରାଯାଏ।
खिलेश्वर मंदिर ओडिशा के पुरी जिले के खिलौर में स्थित एक ऐतिहासिक शिव मंदिर है। यह ओडिशा के पुरातत्व और सांस्कृतिक विरासत अभिलेखों में राज्य-संरक्षित स्मारकों में आधिकारिक रूप से सूचीबद्ध है। यह मंदिर 12वीं शताब्दी ईस्वी पूर्व का है, जो इसे ओडिशा के मंदिर निर्माण के प्रारंभिक मध्ययुगीन काल में रखता है और इसे कलिंग वास्तुकला की व्यापक परंपराओं से जोड़ता है। यह ओडिशा सरकार के पुरातत्व और संग्रहालय विभाग के अंतर्गत संरक्षित स्मारकों की सूची में शामिल है, जिसका अर्थ है कि इसे ऐतिहासिक और स्थापत्य दोनों दृष्टियों से महत्व दिया जाता है। यह मंदिर भगवान शिव को समर्पित है, जिनकी स्थानीय रूप से गर्भगृह में शिवलिंग के रूप में पूजा की जाती है। इस मंदिर में अभिषेक (शिवलिंग को स्नान कराना), आरती और महाशिवरात्रि जैसे वार्षिक त्योहारों जैसे पारंपरिक अनुष्ठान किए जाते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th Aug 2014

୯ ଅଗଷ୍ଟ ୨୦୧୪

9th Aug 2014

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Khilaur

ଖିଲାଉର

खिलौर

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

12th C.A.D

୧୨ଶ ଖ୍ରୀଷ୍ଟାବ୍ଦ

12th C.A.D