Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Kuntesvara Mahadeva Temple
କୁନ୍ତେଶ୍ୱର ମହାଦେବ ମନ୍ଦିର ବିଷୟରେ
कुन्तेश्वर महादेव मंदिर के बारे में
Kuntesvara Mahadeva Temple, Aragada, Puri
କୁନ୍ତେଶ୍ୱର ମହାଦେବ ମନ୍ଦିର, ଆରଗଡ଼, ପୁରୀ
कुंतेश्वर महादेव मंदिर, अरगडा, पुरी
Kunteshwar Mahadev Temple in Aragada, Puri, Odisha, is a significant Shiva shrine linked to the Mahabharata, where devotees believe Goddess Kunti worshipped the Shiva Lingam with Parijat flowers, a practice continued today, with the temple known for fulfilling wishes and mysterious phenomena like the spontaneous showering of golden champak flowers (Swarna Champaka Varsha). It's a place of deep faith, attracting many visitors seeking blessings, and stands out for its unique spiritual aura and ancient legends. Devotees hold strong belief that the temple fulfills wishes, attracting people from far and wide.
ପୁରୀ ଜିଲ୍ଲାର ଆରଗଡ଼ରେ ଥିବା କୁନ୍ତେଶ୍ୱର ମହାଦେବ ମନ୍ଦିର ମହାଭାରତ ସହ ସମ୍ପର୍କ ରଖୁଥିବା ଏକ ପ୍ରମୁଖ ଶିବ ମନ୍ଦିର। ଭକ୍ତମାନେ ବିଶ୍ୱାସ କରନ୍ତି ଯେ, ଏଠାରେ ଦେବୀ କୁନ୍ତୀ ପାରିଜାତ ଫୁଲରେ ଶିବଲିଙ୍ଗଙ୍କୁ ପୂଜା କରିଥିଲେ। ଏହି ପ୍ରଥା ଆଜି ମଧ୍ୟ ପ୍ରଚଳିତ ହେଉଛି। ମନ୍ଦିରଟି ମନୋକମନା ପୂରଣ ଏବଂ ଅନେକ ରହସ୍ୟମୟୀ ଘଟଣା; ଯେପରିକି ସ୍ଵର୍ଣ୍ଣ ଚମ୍ପକ ବର୍ଷା ପାଇଁ ଜଣାଶୁଣା। ଏହା ଗଭୀର ବିଶ୍ୱାସର ସ୍ଥାନ ହୋଇଥିବାରୁ ଭଗବାନଙ୍କ ଆଶୀର୍ବାଦ ପାଇଁ ଅନେକ ଭକ୍ତ ଏଠାକୁ ଆସିଥାନ୍ତି। ମନ୍ଦିରଟି ନିଜର ଅନନ୍ୟ ଆଧ୍ୟାତ୍ମିକ ପରିବେଶ ଏବଂ ପ୍ରାଚୀନ କିମ୍ବଦନ୍ତୀ ପାଇଁ ସ୍ୱତନ୍ତ୍ର। ଏଠାରେ ମନୋକମନା ପୂରଣ ହୋଇଥାଏ ବୋଲି ଭକ୍ତମାନଙ୍କର ଦୃଢ଼ ବିଶ୍ୱାସ ରହିଛି। ତେଣୁ ଦୂର ଦୂରାନ୍ତର ଲୋକଙ୍କୁ ଏହି ମନ୍ଦିର ଆକର୍ଷିତ କରିଥାଏ।
ओडिशा के पुरी जिले के अरगड़ा में स्थित कुन्तेश्वर महादेव मंदिर, महाभारत से जुड़ा एक महत्वपूर्ण शिव तीर्थ है। भक्तों का मानना ​​है कि देवी कुंती ने यहां पारिजात के फूलों से शिवलिंग की पूजा की थी, जो आज भी जारी है। यह मंदिर मनोकामना पूर्ति और स्वर्ण चंपक के फूलों की स्वतः वर्षा (स्वर्ण चंपक वर्ष) जैसी रहस्यमय घटनाओं के लिए प्रसिद्ध है। यह एक आस्था का केंद्र है, जहां आशीर्वाद प्राप्त करने के लिए अनेक श्रद्धालु आते हैं और अपनी अनूठी आध्यात्मिक आभा और प्राचीन कथाओं के लिए जाना जाता है। भक्तों का दृढ़ विश्वास है कि यह मंदिर मनोकामनाएं पूरी करता है, जिसके कारण दूर-दूर से लोग यहां दर्शन के लिए आते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

22nd July 2021

୨୨ ଜୁଲାଇ ୨୦୨୧

22nd July 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Aragada

ଆରଗଡ଼

अरगडा

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

10th-11th C.A.D

୧୦ମ-୧୧ଶ ଖ୍ରୀଷ୍ଟାବ୍ଦ

10th-11th C.A.D