Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Mangala Temple
ମା' ମଙ୍ଗଳା ମନ୍ଦିର ବିଷୟରେ
मंगला मंदिर के बारे में
Mangala Temple, Kakatpur, Puri
ମା' ମଙ୍ଗଳା ମନ୍ଦିର, କାକଟପୁର, ପୁରୀ
मंगला मंदिर, काकटपुर, पुरी
The Mangala Temple (Maa Mangala Mandir) at Kakatpur in Puri district, Odisha, is a famous 15th-century Hindu Shakti shrine(Shakti pithas) dedicated to Goddess Mangala, a powerful manifestation of the Mother Goddess (Shakti). It is one of the most revered temples in the region and is strongly linked with local spiritual customs and traditions. The temple is situated on the eastern bank of holy river Prachi which was named Saraswati before. Maa Mangala is a Hindu goddess who is one of the manifestations of Shakti. In ancient times, Buddhist monks used to symbolize Mangala as goddess Tara. Now the deity worshiped as one of manifestations of Hindu deity Durga in the hymn of the goddess Vanadurga. Maa Mangala is the symbol of qualities like of peace, power, happiness, love, purity, knowledge & truth.
ପୁରୀ ଜିଲ୍ଲା କାକଟପୁରରେ ଥିବା ମା’ ମଙ୍ଗଳା ମନ୍ଦିର ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ହିନ୍ଦୁ ଶକ୍ତି ପୀଠ। ୧୫ଶ ଶତାବ୍ଦୀର ଏହି ମନ୍ଦିର ଦେବୀ ମଙ୍ଗଳାଙ୍କୁ ଉତ୍ସର୍ଗୀକୃତ। ଏହା ଅଞ୍ଚଳର ସବୁଠାରୁ ପୂଜ୍ୟ ମନ୍ଦିର ମଧ୍ୟରୁ ଗୋଟିଏ ଏବଂ ସ୍ଥାନୀୟ ଆଧ୍ୟାତ୍ମିକ ରୀତି, ପରମ୍ପରା ସହିତ ଦୃଢ଼ ଭାବରେ ଜଡ଼ିତ। ଏହି ମନ୍ଦିର ପବିତ୍ର ପ୍ରାଚୀ ନଦୀର ପୂର୍ବ କୂଳରେ ଅବସ୍ଥିତ; ଯାହା ପୂର୍ବରୁ ସରସ୍ୱତୀ ନାମରେ ନାମିତ ହୋଇଥିଲା। ପ୍ରାଚୀନ କାଳରେ ବୌଦ୍ଧ ଭିକ୍ଷୁମାନେ ମା’ ମଙ୍ଗଳାଙ୍କୁ ଦେବୀ ତାରାଙ୍କ ପ୍ରତୀକ ଭାବରେ ମନେ କରୁଥିଲେ। ବର୍ତ୍ତମାନ ଦେବୀ ବନଦୁର୍ଗାଙ୍କ ସ୍ତୋତ୍ର ବର୍ଣ୍ଣିତ ହିନ୍ଦୁ ଦେବୀ ଦୁର୍ଗାଙ୍କ ରୂପ ଭାବେ ପୂଜା ପାଉଛନ୍ତି। ମା’ ମଙ୍ଗଳା ହେଉଛନ୍ତି ଶାନ୍ତି, ଶକ୍ତି, ସୁଖ, ପ୍ରେମ, ପବିତ୍ରତା, ଜ୍ଞାନ ଏବଂ ସତ୍ୟର ପ୍ରତୀକ।
ओडिशा के पुरी जिले के काकटपुर में स्थित मंगला मंदिर (मां मंगला मंदिर) 15वीं शताब्दी का एक प्रसिद्ध हिंदू शक्ति पीठ है, जो देवी मंगला को समर्पित है, जिन्हें मातृ शक्ति का एक शक्तिशाली रूप माना जाता है। यह क्षेत्र के सबसे पूजनीय मंदिरों में से एक है और स्थानीय आध्यात्मिक रीति-रिवाजों और परंपराओं से गहराई से जुड़ा हुआ है। यह मंदिर पवित्र प्राची नदी के पूर्वी तट पर स्थित है, जिसका नाम पहले सरस्वती था। मां मंगला हिंदू देवी हैं और शक्ति के विभिन्न रूपों में से एक हैं। प्राचीन काल में, बौद्ध भिक्षु मंगला को देवी तारा के रूप में पूजते थे। अब देवी वनदुर्गा के भजन में उन्हें हिंदू देवी दुर्गा के एक रूप के रूप में पूजा जाता है। मां मंगला शांति, शक्ति, सुख, प्रेम, पवित्रता, ज्ञान और सत्य जैसे गुणों का प्रतीक हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

26th Feb 2022

୨୬ ଫେବୃଆରୀ ୨୦୨୨

26th Feb 2022

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kakatpur

କାକଟପୁର

काकतपुर

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

18th-19th C.A.D

ଖ୍ରୀଷ୍ଟାବ୍ଦ ୧୮ଶ-୧୯ଶ ଶତାବ୍ଦୀ

18th-19th C.A.D