Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Baladeva Jew Temple
ବଳଦେବ ଜୀଉ ମନ୍ଦିର ବିଷୟରେ
बलदेवजियु मंदिर के बारे में
Divine Heritage of Lord Balarama – Where Devotion, Architecture, and Tradition Meet
ଭଗବାନ ବଳରାମଙ୍କର ଦିବ୍ୟ ଧରୋହର – ଯେଉଁଠାରେ ଭକ୍ତି, ସ୍ଥାପତ୍ୟ ଏବଂ ପରମ୍ପରା ଏକାଠି ହୋଇଛି
भगवान बलराम की दिव्य विरासत – जहाँ भक्ति, स्थापत्य और परंपरा मिलती हैं
The Baladevjew Temple in Manjuri, near Bhandaripokhari, Bhadrak, is a significant Vaishnavite shrine dedicated to Lord Balarama, part of the famous Baladevjew complex primarily located in Kendrapara (Tulasi Khetra) but with local presence in Bhadrak, known for its Kalinga architecture, Brahma Taladhwaja Rath (world's largest chariot), and the sweet Rasabali offering. The Manjuri temple is part of this tradition, featuring intricate stone carvings, multiple sub-shrines (Lakshmi, Bhairabi, Navagraha, Shiva), and distinct rituals focused on Lord Balarama, Lord Jagannath, and Devi Subhadra.
ଭଦ୍ରକର ଭଣ୍ଡାରିପୋଖରୀ ନିକଟସ୍ଥ ମଞ୍ଜୁରୀରେ ଥିବା ବଳଦେବ ଜୀଉ ମନ୍ଦିର ହେଉଛି ପ୍ରଭୁ ବଳରାମଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ପ୍ରମୁଖ ବୈଷ୍ଣବ ମନ୍ଦିର। ଏହା ମୁଖ୍ୟତଃ କେନ୍ଦ୍ରାପଡ଼ା(ତୁଳସୀ କ୍ଷେତ୍ର)ରେ ଅବସ୍ଥିତ ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିର ପରମ୍ପରାର ଏକ ଅଂଶ। ଏହି ମନ୍ଦିର କଳିଙ୍ଗ ଶୈଳୀର ସ୍ଥାପତ୍ୟ, ବ୍ରହ୍ମ ତାଳଧ୍ୱଜ ରଥ (ବିଶ୍ୱର ସର୍ବବୃହତ ରଥ) ଏବଂ ପ୍ରସିଦ୍ଧ ମିଠା ରସାବଳୀ ଭୋଗ ପାଇଁ ଜଣାଶୁଣା। ମଞ୍ଜୁରୀର ଏହି ମନ୍ଦିରଟି ଏକ ସମୃଦ୍ଧ ପରମ୍ପରାର ଅଂଶ, ଏଠାରେ ସୁନ୍ଦର ଏବଂ ସୂକ୍ଷ୍ମ ପଥର ଶିଳ୍ପ କଳା ଦେଖିବାକୁ ମିଳିଥାଏ। ଏଥିସହିତ ମନ୍ଦିର ପରିସରରେ ଲକ୍ଷ୍ମୀ, ଭୈରବୀ, ନବଗ୍ରହ ଓ ଶିବଙ୍କର ଅନେକ ଉପ ମନ୍ଦିର ରହିଛି। ଏଠାରେ ଭଗବାନ ବଳରାମ, ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଉପରେ କେନ୍ଦ୍ରିତ ସ୍ୱତନ୍ତ୍ର ରୀତିନୀତି ଅନୁଷ୍ଠିତ ହୋଇଥାଏ।
भद्रक में भंडारीपोखरी के पास मंजुरी में बलदेवजियु मंदिर भगवान बलराम को समर्पित एक वैष्णव मंदिर है। यह मशहूर बलदेवजियुवा मंदिर का हिस्सा है जो केंद्रपाड़ा (तुलसी क्षेत्र) में है, लेकिन भद्रक में भी इसकी मौजूदगी है, जो अपने कलिंग वास्तुकला, ब्रह्म तलध्वज रथ (दुनिया का सबसे बड़ा रथ) और रसाबलि के प्रसाद के लिए जाना जाता है। मंजुरी मंदिर इसी परंपरा का हिस्सा है, जिसमें पत्थर पर बारीक नक्काशी, कई सब-श्रिंप (लक्ष्मी, भैरवी, नवग्रह, शिव) और बलराम, जगन्नाथ और सुभद्रा पर आधारित खास रस्में होती हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ଥଳ/ମନ୍ଦିର

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a protected Hindu monument by the Government of Odisha on 15th August 1980.

୧୫ ଅଗଷ୍ଟ ୧୯୮୦ରେ ଓଡ଼ିଶା ସରକାରଙ୍କ ଦ୍ୱାରା ସଂରକ୍ଷିତ ହିନ୍ଦୁ ସ୍ଥଳ ଘୋଷିତ

15 अगस्त 1980 को ओडिशा सरकार द्वारा संरक्षित हिन्दू स्मारक घोषित

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.4847° N
Longitude: 86.4391° E

ଅକ୍ଷାଂଶ: 20.4847° N
ଦ୍ରାଘିମାଂଶ: 86.4391° E

अक्षांश: 20.4847° N
देशांतर: 86.4391° E

Locality
ସ୍ଥାନ
स्थान

Manjuri

ମଞ୍ଜୁରୀ

मंजुरी

District
ଜିଲ୍ଲା
जिला

Bhadrak

ଭଦ୍ରକ

भद्रक

Date / Period
ତାରିଖ / କାଳ
तिथि / काल

18th C.A.D

୧୮ଶ ଖ୍ରୀଷ୍ଟାବ୍ଦ

18वीं शताब्दी ईस्वी