Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Buddhist Image
ବୌଦ୍ଧ ମୂର୍ତ୍ତି ବିଷୟରେ
बौद्ध मूर्ति के बारे में
Buddhist Image, Badatara, Gop, Puri
ବୌଦ୍ଧ ମୂର୍ତ୍ତି, ବଡ଼ତରା, ଗୋପ, ପୁରୀ
बौद्ध प्रतिमा, बदतारा, गोप, पुरी
Buddhist Image are seen in Badatara near Gop in Puri district. It is recorded as a Buddhist image dating to the 9th–10th century CE in official archaeological records from Odisha, associated with Buddhist iconography found in that locale. The 9th–10th century CE was a significant period for Buddhism in Odisha, with many Buddhist stupas, monasteries and sculptural figures known from coastal and central parts of the state dating to this era. Finds like this at Badatara suggest local Buddhist activity in and around Gop, a region that has yielded various historic remains, possibly linked to broader Buddhist cultural and religious networks in ancient Odisha. The general area around Gop is known for its historical Buddhist influence, with many ancient images sometimes worshipped in local Hindu temples as the ninth avatar of Lord Vishnu.
ପୁରୀ ଜିଲ୍ଲାର ଗୋପ ନିକଟ ବଡ଼ତରାରେ ଏହି ବୌଦ୍ଧ ମୂର୍ତ୍ତି ଦେଖିବାକୁ ମିଳେ। ଏହା ୯ମ-୧୦ମ ଶତାବ୍ଦୀର ଏକ ବୌଦ୍ଧ ମୂର୍ତ୍ତି ଭାବରେ ଓଡ଼ିଶାର ସରକାରୀ ପ୍ରତ୍ନତାତ୍ତ୍ୱିକ ରେକର୍ଡରେ ଲିବିବଦ୍ଧ ହୋଇଛି। ୯ମ-୧୦ମ ଶତାବ୍ଦୀ ଓଡ଼ିଶାରେ ବୌଦ୍ଧ ଧର୍ମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଥିଲା। ଏହି ସମୟରେ ରାଜ୍ୟର ଉପକୂଳ ଏବଂ କେନ୍ଦ୍ରୀୟ ଅଞ୍ଚଳରେ ଅନେକ ବୌଦ୍ଧ ସ୍ତୂପ, ମଠ ଏବଂ ମୂର୍ତ୍ତିକଳା ବେଶ ଜଣାଶୁଣା ଥିଲା। ବଡ଼ତରାରେ ଏହିପରି ସନ୍ଧାନ ଗୋପ ଏବଂ ଏହାର ଆଖପାଖରେ ସ୍ଥାନୀୟ ବୌଦ୍ଧ କାର୍ଯ୍ୟକଳାପକୁ ସୂଚିତ କରେ। ଏଠାରୁ ଅନେକ ଐତିହାସିକ ଅବଶେଷ ମିଳିଛି; ଯାହାକି ସମ୍ଭବତଃ ପ୍ରାଚୀନ ଓଡ଼ିଶାର ବ୍ୟାପକ ବୌଦ୍ଧ ସଂସ୍କୃତି ସହିତ ଜଡ଼ିତ। ଗୋପ ଆଖପାଖର ସାଧାରଣ ଅଞ୍ଚଳ ଏହାର ଐତିହାସିକ ବୌଦ୍ଧ ପ୍ରଭାବ ପାଇଁ ଜଣାଶୁଣା। ଅନେକ ସମୟରେ ପ୍ରାଚୀନ ବୌଦ୍ଧ ମୂର୍ତ୍ତିକୁ ସ୍ଥାନୀୟ ହିନ୍ଦୁ ମନ୍ଦିରଗୁଡ଼ିକରେ ଭଗବାନ ବିଷ୍ଣୁଙ୍କ ନବମ ଅବତାର ‘ବୁଦ୍ଧ’ ଭାବରେ ପୂଜା କରାଯାଉଥିଲା।
पुरी जिले के गोप के पास बदतारा में बौद्ध प्रतिमाएं देखी गई हैं। ओडिशा के आधिकारिक पुरातात्विक अभिलेखों में इसे 9वीं-10वीं शताब्दी ईस्वी की बौद्ध प्रतिमा के रूप में दर्ज किया गया है, जो उस क्षेत्र में पाई जाने वाली बौद्ध मूर्तिकला से संबंधित है। 9वीं-10वीं शताब्दी ईस्वी ओडिशा में बौद्ध धर्म के लिए एक महत्वपूर्ण काल ​​था, इस दौरान राज्य के तटीय और मध्य भागों से कई बौद्ध स्तूप, मठ और मूर्तियां मिली हैं। बदतारा में मिली ऐसी वस्तुएं गोप और उसके आसपास के क्षेत्र में स्थानीय बौद्ध गतिविधियों का संकेत देती हैं, यह क्षेत्र विभिन्न ऐतिहासिक अवशेषों से समृद्ध है, जो संभवतः प्राचीन ओडिशा के व्यापक बौद्ध सांस्कृतिक और धार्मिक नेटवर्क से जुड़े हुए हैं। गोप के आसपास का क्षेत्र अपने ऐतिहासिक बौद्ध प्रभाव के लिए जाना जाता है, जहां कई प्राचीन प्रतिमाओं को स्थानीय हिंदू मंदिरों में भगवान विष्णु के नौवें अवतार के रूप में पूजा जाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

5th March 2025

୫ ମାର୍ଚ୍ଚ ୨୦୨୫

5th March 2025

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Gop

ଗୋପ

गोप

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

9th–10th century CE

ଖ୍ରୀଷ୍ଟାବ୍ଦ ୯ମ-୧୦ମ ଶତାବ୍ଦୀ

9th–10th century CE