Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Buddhist archaeological
ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ସ୍ଥଳ ବିଷୟରେ
बौद्ध पुरातात्विक स्थल के बारे में
Buddhist Structures, Aragada Hill, Puri
ବୌଦ୍ଧ ସ୍ଥାପତ୍ୟ, ଆରଗଡ଼ ପାହାଡ଼, ପୁରୀ
बौद्ध संरचनाएं, अरगड़ा पहाड़ी, पुरी
Aragada Hill is an important historical Buddhist archaeological site in the Puri district, featuring the ruins of an ancient stupa, a double-storied chaitya (temple) with a rock-cut cave, and various Buddhist sculptures and relics dating primarily from the 1st century BCE to the 11th century CE. Many Buddhist Structures are there on Aragada Hill, such as - A double-storey stone structure identified as a Buddhist chaitya (prayer hall/shrine). Secondly Columns have ornate carvings, including Nāga (serpent) maidens (Nāga Kanyas) and gaja-simha (elephant-lion) motifs — typical decorative symbols in early Buddhist and related temple art. And the upper chamber likely served as the shrine space, while the lower floor was used by monks or visitors.
ଆରଗଡ଼ ପାହାଡ଼ ପୁରୀ ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ସ୍ଥାନ। ଏଥିରେ ଏକ ପ୍ରାଚୀନ ସ୍ତୂପର ଧ୍ୱଂସାବଶେଷ, ପଥର କଟା ଗୁମ୍ଫା, ଏକ ଦ୍ୱିତଳ ଚୈତ୍ୟ (ମନ୍ଦିର) ଏବଂ ମୁଖ୍ୟତଃ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରୁ ୧୧ଶ ଶତାବ୍ଦୀର ବିଭିନ୍ନ ବୌଦ୍ଧ ମୂର୍ତ୍ତି ଏବଂ ଅବଶେଷ ରହିଛି। ଆରଗଡ଼ ପାହାଡ଼ରେ ଅନେକ ବୌଦ୍ଧ ଗଠନ ଅଛି; ଯେପରିକି - ବୌଦ୍ଧ ଚୈତ୍ୟ (ପ୍ରାର୍ଥନା କକ୍ଷ/ମନ୍ଦିର) ଭାବରେ ଚିହ୍ନଟ ଏକ ଦ୍ୱିତଳ ପଥର ଗଠନ। ଦ୍ୱିତୀୟତଃ ସ୍ତମ୍ଭଗୁଡ଼ିକରେ ଆଳଙ୍କାରିକ କାରୁକାର୍ଯ୍ୟ ରହିଛି; ଯେଉଁଥିରେ ନାଗ (ସର୍ପ), କନ୍ୟା (ନାଗ କନ୍ୟା) ଏବଂ ଗଜ-ସିଂହ (ହାତୀ-ସିଂହ) କାରୁକାର୍ଯ୍ୟ ଅନ୍ତର୍ଭୁକ୍ତ। ଏଗୁଡ଼ିକ ପ୍ରାରମ୍ଭିକ ବୌଦ୍ଧ ଏବଂ ସମ୍ବନ୍ଧିତ ମନ୍ଦିର କଳାରେ ସାଧାରଣ ସାଜସଜ୍ଜାର ପ୍ରତୀକ। ଏହାର ଉପର କୋଠରୀ ସମ୍ଭବତଃ ମନ୍ଦିର ଭାବରେ କାର୍ଯ୍ୟ କରୁଥିଲା ଏବଂ ତଳ ମହଲା ଭିକ୍ଷୁ କିମ୍ବା ପରିଦର୍ଶକଙ୍କ ଦ୍ୱାରା ବ୍ୟବହୃତ ହେଉଥିଲା।
पुरी जिले में स्थित अरगड़ा पहाड़ी एक महत्वपूर्ण ऐतिहासिक बौद्ध पुरातात्विक स्थल है, जिसमें एक प्राचीन स्तूप के अवशेष, एक दो मंजिला चैत्य (मंदिर) जिसमें एक चट्टान काटकर बनाई गई गुफा है, और विभिन्न बौद्ध मूर्तियां और अवशेष मौजूद हैं, जो मुख्य रूप से पहली शताब्दी ईसा पूर्व से लेकर 11वीं शताब्दी ईस्वी तक के हैं। अरगड़ा पहाड़ी पर कई बौद्ध संरचनाएं हैं, जैसे - एक दो मंजिला पत्थर की संरचना जिसे बौद्ध चैत्य (प्रार्थना कक्ष/मंदिर) के रूप में पहचाना जाता है। दूसरे, स्तंभों पर अलंकृत नक्काशी है, जिसमें नाग कन्याओं और गजसिंह (हाथी-सिंह) के रूपांकन शामिल हैं - जो प्रारंभिक बौद्ध और संबंधित मंदिर कला में विशिष्ट सजावटी प्रतीक हैं। ऊपरी कक्ष संभवतः पूजा स्थल के रूप में उपयोग किया जाता था, जबकि निचला तल भिक्षुओं या आगंतुकों द्वारा उपयोग किया जाता था।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8 March 2026

୮ ମାର୍ଚ୍ଚ ୨୦୨୬

8 March 2026

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Aragada Hill

ଆରଗଡ଼ ପାହାଡ଼

अरागाडा हिल

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

9th-10th C.A.D

ପ୍ରାୟ ୯ମ-୧୦ମ ଖ୍ରୀଷ୍ଟାବ୍ଦ

9th-10th C.A.D