Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Buddhist Monastery
ବୌଦ୍ଧ ମଠ ବିଷୟରେ
बौद्ध मठ के बारे में
Excavated site of Kuruma, Kuruma, Puri
ବୌଦ୍ଧ ମଠ, କୁରୁମା, ପୁରୀ
बौद्ध मठ, कुरुमा, पुरी
It is an ancient Buddhist archaeological site featuring remains of a Buddhist monastery (vihāra). The site was first noticed in the early 1970s by a local teacher, Brajabandhu Das, after he found a stone slab with an image of Gautama Buddha in bhūmisparśa (earth-touching) mudrā. Systematic excavations were conducted by the Odisha State Archaeology department between 1971 and 1975. Based on recovered materials and structural remains, the site dates roughly to the 9th–10th century CE, though some research suggests Buddhist activity here may be older. The unearthed remains represent a Buddhist monastery with: 12 cells for monks (three on each cardinal direction), arranged around a large open courtyard. A shrine chamber and spaces interpreted as meditation halls (chaitya) and other ancillary structures. The courtyard’s layout reportedly forms a swastika-like pattern when seen from above, a symbolic form in ancient Buddhist architecture.
ଏହା ଏକ ପ୍ରାଚୀନ ବୌଦ୍ଧ ପ୍ରତ୍ନତାତ୍ତ୍ୱିକ ସ୍ଥଳ; ଯେଉଁଥିରେ ଏକ ବୌଦ୍ଧ ମଠର ଅବଶେଷ ରହିଛି। ୧୯୭୦ ଦଶକର ପ୍ରାରମ୍ଭରେ ସ୍ଥାନୀୟ ଶିକ୍ଷକ ବ୍ରଜବନ୍ଧୁ ଦାସ ପ୍ରଥମେ ଏହି ସ୍ଥାନକୁ ଚିହ୍ନଟ କରିଥିଲେ; ଯେତେବେଳେ ସେ ଭୂମିସ୍ପର୍ଶ ମୁଦ୍ରାରେ ଗୌତମ ବୁଦ୍ଧଙ୍କ ପ୍ରତିଛବି ସହିତ ଏକ ପଥର ଫଳକ ପାଇଥିଲେ। ୧୯୭୧ ରୁ ୧୯୭୫ ମଧ୍ୟରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଏଠାରେ ପଦ୍ଧତିଗତ ଖନନ କରାଯାଇଥିଲା। ଉଦ୍ଧାର ସାମଗ୍ରୀ ଏବଂ ଗଠନାତ୍ମକ ଅବଶେଷ ଆଧାରରେ, ଏହି ସ୍ଥାନଟିକୁ ପ୍ରାୟ ୯ମ-୧୦ମ ଶତାବ୍ଦୀର ବୋଲି ଅନୁମାନ କରାଯାଏ। ଯଦିଓ କିଛି ଗବେଷଣାରୁ ଜଣାପଡେ ଯେ, ଏଠାରେ ବୌଦ୍ଧ କାର୍ଯ୍ୟକଳାପ ଆହୁରି ପୁରୁଣା ହୋଇପାରେ। ଖୋଳାଯାଇଥିବା ଅବଶେଷଗୁଡ଼ିକ ଏକ ବୌଦ୍ଧ ମଠକୁ ପ୍ରତିନିଧିତ୍ୱ କରେ। ଏଠାରେ ଏକ ବଡ ଖୋଲା ପ୍ରାଙ୍ଗଣ ଚାରିପାଖରେ ସନ୍ନ୍ୟାସୀଙ୍କ ପାଇଁ ୧୨ଟି କୋଠରୀ (ପ୍ରତ୍ୟେକ ଦିଗରେ ତିନୋଟି)ର ବ୍ୟବସ୍ଥା କରାଯାଇଥିଲା। ଏଥିସହିତ ଏକ ମନ୍ଦିର ପ୍ରକୋଷ୍ଠ (ପୂଜା କକ୍ଷ), ଧ୍ୟାନ କକ୍ଷ (ଚୈତ୍ୟ) ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଗଠନ ଥିବାର ସୂଚନା ମିଳେ। ଉପରୁ ଦେଖିଲେ ପ୍ରାଙ୍ଗଣଟି ଏକ ସ୍ୱସ୍ତିକ ପରି ଶୈଳୀର ଦେଖାଯାଏ; ଯାହା ପ୍ରାଚୀନ ବୌଦ୍ଧ ସ୍ଥାପତ୍ୟର ଏକ ପ୍ରତୀକାତ୍ମକ ରୂପ।
यह एक प्राचीन बौद्ध पुरातात्विक स्थल है जिसमें बौद्ध मठ (विहार) के अवशेष मौजूद हैं। इस स्थल की पहली खोज 1970 के दशक के आरंभ में एक स्थानीय शिक्षक, ब्रजबंधु दास ने की थी, जब उन्हें भूमिस्पर्श मुद्रा में गौतम बुद्ध की प्रतिमा वाली एक शिला मिली थी। ओडिशा राज्य पुरातत्व विभाग द्वारा 1971 से 1975 के बीच व्यवस्थित उत्खनन किया गया। प्राप्त सामग्री और संरचनात्मक अवशेषों के आधार पर, इस स्थल का काल लगभग 9वीं-10वीं शताब्दी ईस्वी है, हालांकि कुछ शोधों से पता चलता है कि यहां बौद्ध गतिविधियां इससे भी पुरानी हो सकती हैं। खुदाई में मिले अवशेष एक बौद्ध मठ को दर्शाते हैं जिसमें निम्नलिखित शामिल हैं: भिक्षुओं के लिए 12 कक्ष (प्रत्येक दिशा में तीन), जो एक बड़े खुले आंगन के चारों ओर व्यवस्थित हैं। एक पूजा कक्ष और ध्यान कक्ष (चैत्य) तथा अन्य सहायक संरचनाएं। बताया जाता है कि आंगन की बनावट ऊपर से देखने पर स्वास्तिक जैसी आकृति बनाती है, जो प्राचीन बौद्ध वास्तुकला में एक प्रतीकात्मक रूप है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th–10th

୯ମ-୧୦ମ ଖ୍ରୀଷ୍ଟାବ୍ଦ

9th–10th

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 9th–10th century CE
Longitude: 9th–10th century CE

ଅକ୍ଷାଂଶ: 9th–10th century CE
ଦ୍ରାଘିମାଂଶ: 9th–10th century CE

अक्षांश: 9th–10th century CE
देशांतर: 9th–10th century CE

Locality
ସ୍ଥାନ
स्थान

Kuruma

କୁରୁମା

कुरुमा

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

9th–10th century CE

୯ମ-୧୦ମ ଖ୍ରୀଷ୍ଟାବ୍ଦ

9th–10th century CE