Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Gambhira Radhakanta Math
ଗମ୍ଭୀରା ରାଧାକାନ୍ତ ମଠ ବିଷୟରେ
गंभीरा राधाकांत मठ के बारे में
Gambhira Radhakanta Math
ଗମ୍ଭୀରା ରାଧାକାନ୍ତ ମଠ, ବାଲିସାହି
गंभीरा राधाकांत मठ
Gambhira Radhakanta Math is commonly known as Sri Radhakanta Matha or Sri Gambhira is a highly revered matha (monastery) and pilgrimage site located in the Balisahi area of Puri, close to the famous Jagannath Temple. This site is historically important as the place where Sri Chaitanya Mahaprabhu, the 15th-century saint and founder of Gaudiya Vaishnavism lived in Puri after taking sannyasa (renunciation). The Gambhira itself refers to the specific room where Mahaprabhu resided and practiced devotion for many years. The Math preserves sacred relics associated with Mahaprabhu, including his staff (danda), water pot (kamandalu), bed, and sandals (padukas). The presiding deity is Radhakanta, a form of Lord Krishna which is said to have been brought from Kanchipuram by King Purushottama Deva. The interior also houses statues and worship spaces for other Vaishnava figures associated with Mahaprabhu’s tradition. It is very close to the Jagannath Temple, roughly a 5–10 minute walk from Swargadwar and near other historic mathas in the Puri temple circuit.
ଗମ୍ଭୀରା ରାଧାକାନ୍ତ ମଠ ସାଧାରଣତଃ ଶ୍ରୀ ରାଧାକାନ୍ତ ମଠ କିମ୍ବା ଶ୍ରୀ ଗମ୍ଭୀରା ଭାବେ ଜଣାଶୁଣା। ଏହା ପୁରୀର ବାଲିସାହି ଅଞ୍ଚଳରେ ଅବସ୍ଥିତ ଏକ ଅତ୍ୟନ୍ତ ପୂଜ୍ୟନୀୟ ମଠ ଏବଂ ତୀର୍ଥସ୍ଥଳ; ଯାହା ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ରହିଛି। ଏହି ସ୍ଥାନଟି ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ କାରଣ, ୧୫ଶ ଶତାବ୍ଦୀର ସନ୍ଥ ଏବଂ ଗୌଡ଼ୀୟ ବୈଷ୍ଣବ ଧର୍ମର ପ୍ରତିଷ୍ଠାତା ଶ୍ରୀ ଚୈତନ୍ୟ ମହାପ୍ରଭୁ ସନ୍ନ୍ୟାସ ଗ୍ରହଣ କରିବା ପରେ ପୁରୀର ଏହି ସ୍ଥାନରେ ବାସ କରିଥିଲେ। ଏହା ସେହି ନିର୍ଦ୍ଦିଷ୍ଟ କୋଠରୀକୁ ବୁଝାଏ; ଯେଉଁଠାରେ ସେ ବହୁ ବର୍ଷ ଧରି ବାସ କରି ଆରାଧନା କରିଥିଲେ। ମଠରେ ମହାପ୍ରଭୁଙ୍କ ସହ ଜଡ଼ିତ ପବିତ୍ର ଅବଶେଷ ସଂରକ୍ଷଣ କରାଯାଇଛି। ଏଠାରେ ତାଙ୍କର ଦଣ୍ଡ, କମଣ୍ଡଳୁ, ବିଛଣା ଏବଂ ପାଦୁକା ରଖା ଯାଇଛି। ଏହାର ମୁଖ୍ୟ ଦେବତା ହେଉଛନ୍ତି ରାଧାକାନ୍ତ; ଯିଏ କି ଭଗବାନ କୃଷ୍ଣଙ୍କ ଏକ ରୂପ। ଏହି ମୂର୍ତ୍ତିକୁ ରାଜା ପୁରୁଷୋତ୍ତମ ଦେବ କାଞ୍ଚିପୁରମରୁ ଆଣିଥିଲେ ବୋଲି କୁହାଯାଏ। ମଠର ଭିତର ଭାଗରେ ମହାପ୍ରଭୁଙ୍କ ପରମ୍ପରା ସହିତ ଜଡ଼ିତ ଅନ୍ୟ ବୈଷ୍ଣବ ମହାପୁରୁଷଙ୍କ ମୂର୍ତ୍ତି ଏବଂ ପୂଜା ସ୍ଥାନ ମଧ୍ୟ ରହିଛି। ଏହି ମଠ ଜଗନ୍ନାଥ ମନ୍ଦିରର ବହୁତ ନିକଟରେ ଅବସ୍ଥିତ। ଏହା ସ୍ୱର୍ଗଦ୍ୱାରରୁ ପ୍ରାୟ ୫-୧୦ ମିନିଟ୍ ଚାଲିବା ଦୂରତାରେ ଏବଂ ପୁରୀ ମନ୍ଦିର ସର୍କିଟରେ ଥିବା ଅନ୍ୟ ଐତିହାସିକ ମଠଗୁଡ଼ିକ ନିକଟରେ ଅବସ୍ଥିତ।
गंभीर राधाकांत मठ, जिसे आमतौर पर श्री राधाकांत मठ या श्री गंभीर के नाम से जाना जाता है, पुरी के बलिसाही क्षेत्र में स्थित एक अत्यंत पूजनीय मठ और तीर्थस्थल है, जो प्रसिद्ध जगन्नाथ मंदिर के निकट है। यह स्थल ऐतिहासिक रूप से महत्वपूर्ण है क्योंकि यहीं पर 15वीं शताब्दी के संत और गौड़ीय वैष्णव धर्म के संस्थापक श्री चैतन्य महाप्रभु ने संन्यास लेने के बाद पुरी में निवास किया था। गंभीर नाम उस विशेष कक्ष को संदर्भित करता है जहां महाप्रभु ने वर्षों तक निवास किया और भक्ति का अभ्यास किया। मठ में महाप्रभु से संबंधित पवित्र अवशेष संरक्षित हैं, जिनमें उनकी दंडा, कमंडलु, पलंग और पादुकाएं शामिल हैं। यहां के मुख्य देवता राधाकांत हैं, जो भगवान कृष्ण का एक रूप हैं और कहा जाता है कि इन्हें राजा पुरुषोत्तम देव द्वारा कांचीपुरम से लाया गया था। मठ के भीतर महाप्रभु की परंपरा से जुड़े अन्य वैष्णव व्यक्तित्वों की मूर्तियां और पूजा स्थल भी हैं। यह जगन्नाथ मंदिर के बहुत करीब है, स्वर्गद्वार से लगभग 5-10 मिनट की पैदल दूरी पर और पुरी मंदिर परिसर में अन्य ऐतिहासिक मठों के पास स्थित है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

16th C.A.D

୧୬ଶ ଖ୍ରୀଷ୍ଟାବ୍ଦ

16th C.A.D

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 19.80060420485974
Longitude: 85.81880029551778

ଅକ୍ଷାଂଶ: 19.80060420485974
ଦ୍ରାଘିମାଂଶ: 85.81880029551778

अक्षांश: 19.80060420485974
देशांतर: 85.81880029551778

Locality
ସ୍ଥାନ
स्थान

Balisahi

ବାଲିସାହି

बाली साही

District
ଜିଲ୍ଲା
जिला

Puri

ପୁରୀ

पुरी

Date / Period
ତାରିଖ / କାଳ
तिथि / काल

16th C.A.D

୧୬ଶ ଖ୍ରୀଷ୍ଟାବ୍ଦ

16th C.A.D