Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Mohini Temple
ମୋହିନୀ ମନ୍ଦିର ବିଷୟରେ
मोहिनी मंदिर के बारे में
A Sacred Shakti Shrine of Tantric Power and Ancient Kalinga Heritage
ତାନ୍ତ୍ରିକ ଶକ୍ତି ଓ ପ୍ରାଚୀନ କଳିଙ୍ଗ ଐତିହ୍ୟର ପବିତ୍ର ପୀଠ
तांत्रिक शक्ति और प्राचीन कालिंग विरासत का पवित्र धाम
Mohini Temple is a beautiful temple located on the southern banks of Bindu Sagar pond in Bhubaneswar. It is one of the most popular temples of Shakti cult in Bhubaneswar. The temple is dedicated to ten armed Chamundi Devi. The temple was built by Mohini Devi, the Queen of Bhauma King Sivakara Deva II, in 687 CE, hence the temple is called Mohini Temple. Standing to a height of about 9.45 m. The sanctum sanctorum has rekha type vimana and Jagamohana is pidha type. The temple is tri ratha on plan and tri anga bada in elevation.The presiding deity image is terrific and is depicted in tantric form in sunken belly, wearing garlands of skulls and standing on a corpse. In the same sanctum there is an idol of a six-armed image of Mahishasuramardini lying on the floor.
ମୋହିନୀ ମନ୍ଦିର ହେଉଛି ଭୁବନେଶ୍ୱରର ବିନ୍ଦୁ ସାଗର ପୁଷ୍କରିଣୀର ଦକ୍ଷିଣ କୂଳରେ ଅବସ୍ଥିତ ଏକ ସୁନ୍ଦର ମନ୍ଦିର। ଏହା ଭୁବନେଶ୍ୱରରେ ଥିବା ଶକ୍ତି ଉପାସନାର ସବୁଠୁ ଲୋକପ୍ରିୟ ମନ୍ଦିର ମଧ୍ୟରୁ ଗୋଟିଏ। ଏହି ମନ୍ଦିର ଦଶଭୁଜା ଚାମୁଣ୍ଡି ଦେବୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହି ମନ୍ଦିର ଭୌମ ରାଜା ଶିବକର ଦେବ ଦ୍ୱିତୀୟଙ୍କ ରାଣୀ ମୋହିନୀ ଦେବୀଙ୍କ ଦ୍ୱାରା ୬୮୭ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା, ତେଣୁ ଏହି ମନ୍ଦିରକୁ ମୋହିନୀ ମନ୍ଦିର କୁହାଯାଏ। ପ୍ରାୟ ୯.୪୫ ମିଟର ଉଚ୍ଚତାରେ ଏହା ଅବସ୍ଥିତ। ମନ୍ଦିରର ଗର୍ଭଗୃହରେ ରେଖା ଦେଉଳ ଶୈଳୀର ବିମାନ ରହିଥିବାବେଳେ ଏବଂ ଜଗମୋହନଟି ପିଢା ଶୈଳୀର। ମନ୍ଦିରର ଯୋଜନାରେ ତ୍ରିରଥ ଏବଂ ଉଚ୍ଚତାରେ ତ୍ରିଅଙ୍ଗ ବାଡ଼ ରହିଛି। ମୁଖ୍ୟ ଦେବୀ ପ୍ରତିମାଟି ଭୟଙ୍କର ତାନ୍ତ୍ରିକ ରୂପରେ ଚିତ୍ରିତ ହୋଇଛି। ଏଥିରେ ଦେବୀଙ୍କ ପେଟ ଅବନତ ଆକୃତିର ହୋଇଥିବାବେଳେ ଗଳାରେ ମୁଣ୍ଡମାଳା ପିନ୍ଧି ସେ ଏକ ଶବ ଉପରେ ଠିଆ ହୋଇଛନ୍ତି। ସେହି ଗର୍ଭଗୃହରେ ଷଡ଼ଭୁଜା ମହିଷାସୁରମର୍ଦ୍ଦିନୀଙ୍କ ମଧ୍ୟ ପ୍ରତିମା ରହିଛି।
मोहिनी मंदिर भुवनेश्वर में बिंदु सागर तालाब के दक्षिणी किनारे पर बना एक सुंदर मंदिर है। यह भुवनेश्वर में शक्ति संप्रदाय के सबसे मशहूर मंदिरों में से एक है। यह मंदिर दस भुजाओं वाली चामुंडी देवी को समर्पित है। यह मंदिर ६८७ AD में भूमा राजा शिवकर देव II की रानी मोहिनी देवी ने बनवाया था, इसलिए इसका नाम मोहिनी मंदिर पड़ा। यह लगभग 9.45 मीटर ऊंचा है। गर्भगृह विवाह की रेखा और जगमोहन पीड़ा टाइप का है। मंदिर प्लान में त्रिरथ और ऊंचाई में तिकोना है। मुख्य देवी को तांत्रिक रूप में एक भयंकर और धंसे हुए पेट के साथ दिखाया गया है, उनके माथे पर माला है और वे एक लाश पर खड़ी हैं। गर्भगृह में महिषासुरमर्दिनी की छह भुजाओं वाली मूर्ति है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a State Protected Hindu Monument by the Government of Odisha under the Odisha Ancient Monuments Preservation Act.

ଓଡ଼ିଶା ପ୍ରାଚୀନ ସ୍ମାରକ ସଂରକ୍ଷଣ ଆଇନ ଅନୁସାରେ ଓଡ଼ିଶା ସରକାରଙ୍କ ଦ୍ୱାରା ଘୋଷିତ ରାଜ୍ୟ ସୁରକ୍ଷିତ ହିନ୍ଦୁ ସ୍ମାରକୀ।

ओडिशा प्राचीन स्मारक संरक्षण अधिनियम के अंतर्गत ओडिशा सरकार द्वारा इसे राज्य संरक्षित हिन्दू स्मारक घोषित किया गया है।

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.24081002609449
Longitude: 85.83392626268177

ଅକ୍ଷାଂଶ: 20.24081002609449
ଦ୍ରାଘିମାଂଶ: 85.83392626268177

अक्षांश: 20.24081002609449
देशांतर: 85.83392626268177

Locality
ସ୍ଥାନ
स्थान

Old Town

ପୁରୁଣା ଭୁବନେଶ୍ଵର

पुराना शहर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

9th C.A.D

୯ମ ଖ୍ରୀଷ୍ଟାବ୍ଦ

9वीं शताब्दी ईस्वी