Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Dhavalesvara Temple
ଧବଳେଶ୍ୱର ମନ୍ଦିର ବିଷୟରେ
धबलेश्वर मंदिर के बारे में
A Sacred Hilltop Shrine of Shiva in the Timeless Kalinga Tradition
କଳିଙ୍ଗ ପରମ୍ପରାରେ ପର୍ବତ ଉପରେ ଶିବଙ୍କ ଏକ ପବିତ୍ର ଧାମ
कालिंग परंपरा में शिव का पवित्र पर्वत-शिखर धाम
Dhabaleswar temple is located on top of a hill named Dhaulagiri in Dhauli. It is situated on the other side of the famous Shanti Stupa. The temple belongs to the 14th century CE and was built by the Ganga rulers. Dhabaleswar temple has a rekha vimana and pidha Jagamohana. The vimana is pancha ratha on plan. The interior of the east facing temple is plain. The temple is a living temple and enshrines Shiva Linga named as Dhabaleswar. The Parsvadevta images of Ganesha, Kartikeya and eight armed Durga are found around the main shrine.Unlike other Kalingan temples, where Parvati is found as a niche idol, in this temple Durga is found.
ଧବଳେଶ୍ୱର ମନ୍ଦିର ଧଉଳି ସ୍ଥିତ ଧଉଳିଗିରି ନାମକ ଏକ ପାହାଡ଼ ଉପରେ ଅବସ୍ଥିତ। ଏହା ପ୍ରସିଦ୍ଧ ଶାନ୍ତିସ୍ତୂପର ଅନ୍ୟ ପାର୍ଶ୍ୱରେ ରହିଛି। ମନ୍ଦିରଟି ଖ୍ରୀଷ୍ଟାବ୍ଦ ୧୪ଶହ ଶତାବ୍ଦୀ ଏବଂ ଗଙ୍ଗ ଶାସକମାନଙ୍କ ଦ୍ୱାରା ନିର୍ମିତ। ମୁଖ୍ୟ ମନ୍ଦିର ଏକ ରେଖା ମନ୍ଦିର ଏବଂ ଜଗମୋହନ ଏକ ପିଢା ମନ୍ଦିର ଶୈଳୀରେ ନିର୍ମାଣ କରାଯାଇଛି। ମନ୍ଦିରର ବିମାନ ପଞ୍ଚରଥ ଶୈଳୀ ବିଶିଷ୍ଟ। ମନ୍ଦିରଟି ଏକ ଜୀବନ୍ତ ମନ୍ଦିର; ଯେଉଁଠାରେ ଧବଳେଶ୍ୱର ନାମରେ ଶିବ ଲିଙ୍ଗ ପୂଜା ପାଉଛନ୍ତି। ମୁଖ୍ୟ ମନ୍ଦିର ଚାରିପାଖରେ ଗଣେଶ, କାର୍ତ୍ତିକେୟ ଏବଂ ଅଷ୍ଟଭୁଜା ମା’ ଦୁର୍ଗାଙ୍କ ପ୍ରତିମା ରହିଛି। ଏହା ଅନ୍ୟ କଳିଙ୍ଗ ଶୈଳୀର ମନ୍ଦିର ପରି ନୁହେଁ; ଯେଉଁଠାରେ ମାତା ପାର୍ବତୀଙ୍କ ସ୍ୱତନ୍ତ୍ର ମୂର୍ତ୍ତି ଦେଖିବାକୁ ମିଳେ। ଏହି ମନ୍ଦିରରେ ମାତା ପାର୍ବତୀଙ୍କ ପରିବର୍ତ୍ତେ ମା’ ଦୁର୍ଗାଙ୍କ ମୂର୍ତ୍ତି ରହିଛି।
धबलेश्वर मंदिर धौली में धौलागिरी नाम की पहाड़ी पर है। यह मशहूर शांति स्तूप के दूसरी तरफ है। यह मंदिर 14वीं सदी का है और इसे गंगा शासकों ने बनवाया था। मुख्य मंदिर एक रेखा मंदिर है और जगमोहन एक पीढ़ा मंदिर शैली का है। मंदिर पंचरथ शैली में बना है। यह मंदिर एक जीवित मंदिर है और इसमें शिव लिंग धबलेश्वर नामसे पूजे जाते है। मुख्य मंदिर के चारों ओर गणेश, कार्तिकेय और आठ भुजाओं वाली दुर्गा की मूर्तियां हैं। दूसरे कलिंग मंदिरों के उलट, जहां पार्वती को एक अलग मूर्ति के रूप में देखा जाता है, इस मंदिर में दुर्गा को देखा जाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिन्दू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

Declared as a State Protected Hindu Monument by the Government of Odisha.

ଓଡ଼ିଶା ସରକାରଙ୍କ ଦ୍ୱାରା ଏହାକୁ ରାଜ୍ୟ ସୁରକ୍ଷିତ ହିନ୍ଦୁ ସ୍ମାରକ ଭାବେ ଘୋଷଣା କରାଯାଇଛି।

ओडिशा सरकार द्वारा इसे राज्य संरक्षित हिन्दू स्मारक घोषित किया गया है

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude: 20.23833305218995
Longitude: 85.83589314526161

ଅକ୍ଷାଂଶ: 20.23833305218995
ଦ୍ରାଘିମାଂଶ: 85.83589314526161

अक्षांश: 20.23833305218995
देशांतर: 85.83589314526161

Locality
ସ୍ଥାନ
स्थान

Garedipanchana

ଧଉଳି

गरेड़ीपंचना

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

19th C.A.D

୧୯ଶ ଖ୍ରୀଷ୍ଟାବ୍ଦ

10वीं–11वीं शताब्दी ईस्वी