Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Kichakesvari Temple
କିଚକେଶ୍ୱରୀ ମନ୍ଦିର ବିଷୟରେ
किचकेश्वरी मंदिर के बारे में
Kichakesvari Temple, Khiching, Mayurbhanj
କିଚକେଶ୍ୱରୀ ମନ୍ଦିର, ଖିଚିଂ, ମୟୂରଭଞ୍ଜ
किचकेश्वरी मंदिर, खिचिंग, मयूरभंज
Kichakeshwari Temple is a temple of Hindu Goddess Chamunda located in Khiching, which was the ancient capital of the Bhanja rulers, located about 205 km from Balasore and 150 km from Baripada in the Mayurbhanj district of north Odisha, India. The largest temple of the town is dedicated to Goddess Kichakeswari. The original temple dates back to 7th or 8th Century, with repairs done over the centuries. The original temple was built somewhere in the 7th or the 8th century and was in bad shape as it had been vandalized. The erstwhile and last ruler of Princely State of Mayurbhanj, Maharaja Pratap Chandra Bhanj Deo was appalled at its state. He rehabilitated and reconstructed the temple and taking care not to disturb original sculptures of Parasvadevatas, the Chaitya arches, the amorous couples, the scroll works and the arabesques, which can still be seen in the original portions of the temple.
କିଚକେଶ୍ୱରୀ ମନ୍ଦିର ହେଉଛି ହିନ୍ଦୁ ଦେବୀ ଚାମୁଣ୍ଡାଙ୍କୁ ସମର୍ପିତ ଏକ ପ୍ରାଚୀନ ମନ୍ଦିର । ଦେବୀ ଚାମୁଣ୍ଡା ଯିଏ କାଳୀ ନାମରେ ମଧ୍ୟ ପରିଚିତ । ଏହା ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଖିଚିଂଠାରେ ଅବସ୍ଥିତ। ଖିଚିଂ ପ୍ରାଚୀନ କାଳରେ ଭଞ୍ଜ ରାଜବଂଶର ରାଜଧାନୀ ଥିଲା। ଏହା ବାଲେଶ୍ୱରଠାରୁ ପ୍ରାୟ ୨୦୫ କିଲୋମିଟର ଏବଂ ବାରିପଦାଠାରୁ ପ୍ରାୟ ୧୫୦ କିଲୋମିଟର ଦୂରରେ ଅବସ୍ଥିତ। ଖିଚିଂ ସହରର ସବୁଠାରୁ ବୃହତ୍ତମ ମନ୍ଦିର ହେଉଛି ଦେବୀ କିଚକେଶ୍ୱରୀଙ୍କ ମନ୍ଦିର। ଏହି ମନ୍ଦିରର ମୂଳ ନିର୍ମାଣ ୭ମ କିମ୍ବା ୮ମ ଶତାବ୍ଦୀରେ ହୋଇଥିବା ବିଶ୍ୱାସ କରାଯାଏ। ପରବର୍ତ୍ତୀ କାଳରେ ଶତାବ୍ଦୀ ଧରି ଏହାର ବିଭିନ୍ନ ସମୟରେ ମରାମତି ଓ ପୁନରୁଦ୍ଧାର କରାଯାଇଛି। ମୂଳ ମନ୍ଦିରଟି ୭ମ କିମ୍ବା ୮ମ ଶତାବ୍ଦୀରେ ନିର୍ମିତ ହୋଇଥିଲା। କାଳକ୍ରମେ ମନ୍ଦିରଟି ଭଙ୍ଗାରୁଜା ଓ ଅବହେଳାର ଶିକାର ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଥିଲା। ମୟୂରଭଞ୍ଜ ଦେଶୀୟ ରାଜ୍ୟର ତତ୍କାଳୀନ ତଥା ଶେଷ ଶାସକ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ମନ୍ଦିରର ଏହି ଅବସ୍ଥା ଦେଖି ଗଭୀର ଭାବେ ମର୍ମାହତ ହୋଇଥିଲେ। ସେ ମନ୍ଦିରର ପୁନରୁଦ୍ଧାର ଓ ପୁନର୍ନିର୍ମାଣ କରାଇଥିଲେ। ପୁନର୍ନିର୍ମାଣ ସମୟରେ ମନ୍ଦିରର ମୂଳ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପ୍ରତି ବିଶେଷ ଯତ୍ନ ନିଆଯାଇଥିଲା। ବିଶେଷତଃ ପାର୍ଶ୍ୱଦେବତାଙ୍କ ମୂର୍ତ୍ତି, ଚୈତ୍ୟ ତୋରଣ, ଯୁଗଳ ମୂର୍ତ୍ତି, ଲତାପତ୍ର ଅଳଙ୍କରଣ ଶୈଳୀର ଅଳଙ୍କାରଗୁଡ଼ିକୁ ଅକ୍ଷୁଣ୍ଣ ରଖାଯାଇଥିଲା। ଏହି ପ୍ରାଚୀନ ଶିଳ୍ପକଳା ଓ ଭାସ୍କର୍ଯ୍ୟର ନିଦର୍ଶନଗୁଡ଼ିକ ଆଜି ମଧ୍ୟ ମନ୍ଦିରର ମୂଳ ଅଂଶଗୁଡ଼ିକରେ ଦେଖିବାକୁ ମିଳେ ।
किचकेश्वरी मंदिर हिंदू देवी चामुंडा का मंदिर है, जो खिचिंग में स्थित है। खिचिंग प्राचीन भंजा शासकों की राजधानी थी और यह उत्तरी ओडिशा के मयूरभंज जिले में बालासोर से लगभग 205 किमी और बारीपाड़ा से 150 किमी दूर स्थित है। शहर का सबसे बड़ा मंदिर देवी किचकेश्वरी को समर्पित है। मूल मंदिर 7वीं या 8वीं शताब्दी का है, जिसकी समय-समय पर मरम्मत की गई है। मूल मंदिर का निर्माण 7वीं या 8वीं शताब्दी में हुआ था और तोड़फोड़ के कारण इसकी हालत खराब हो गई थी। मयूरभंज रियासत के तत्कालीन और अंतिम शासक, महाराजा प्रताप चंद्र भंज देव, इसकी दयनीय स्थिति देखकर व्याकुल हो गए। उन्होंने मंदिर का जीर्णोद्धार और पुनर्निर्माण करवाया और पार्श्वदेवताओं की मूल मूर्तियों, चैत्य मेहराबों, प्रेम-चित्रों, नक्काशी और अरबी कला के प्रति कोई क्षति न होने का विशेष ध्यान रखा, जो आज भी मंदिर के मूल भागों में देखे जा सकते हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

11th January 2020

11th January 2020

11th January 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Khiching

ଖିଚିଂ

खिचिंग

District
ଜିଲ୍ଲା
जिला

Mayurbhanj

ମୟୂରଭଞ୍ଜ

मयूरभान

Date / Period
ତାରିଖ / କାଳ
तिथि / काल

7th-8th Century

7th-8th Century

7th-8th Century