Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Bhairavi Group Of Temples
ଭୈରବୀ ମନ୍ଦିରସମୂହ ବିଷୟରେ
भैरवी मंदिर समूह के बारे में
Bhairavi Group Of Temples, Nandapur, Koraput
ଭୈରବୀ ମନ୍ଦିରସମୂହ, ନନ୍ଦପୁର, କୋରାପୁଟ
भैरवी मंदिर समूह, नंदपुर, कोरापुट
The Bhairavi Group of Temples in Nandapur (Koraput district) refers to a cluster of small shrine ruins and temple remains associated with Goddess Bhairavi / Bhairava-related worship scattered around the Bhitaragarh area of the ancient Nandapur settlement. These form part of the broader archaeological and religious landscape of old Nandapur, once the capital region of the Jeypore kingdom. It revered as a place for Shakti worship and associated with the practice of tantra. The Bhairavi Group of Temples is listed in official heritage and disaster management records as dating to around the 19th century A.D. under that designation — indicating later temple construction or consolidation in the general historic temple area of Nandapur. Nandapur itself is notable for ancient temple ruins, Shaiva and Shakta shrines, and other archaeological vestiges from much earlier eras, reflecting its role as a significant religious and political centre centuries ago. The group is associated primarily with Goddess Bhairavi (a fierce form of Shakti) and Bhairava (a form of Shiva’s attendant aspect), reflecting local Shakta-Shaiva devotional practices. Locally this area contains ruined images and fragments associated with Bhairavi, Ganesh, Narasimha, and other deities showing how diverse devotional traditions were once interlinked at Nandapur.
କୋରାପୁଟ ଜିଲ୍ଲାର ନନ୍ଦପୁରଠାରେ ଅବସ୍ଥିତ ଭୈରବୀ ମନ୍ଦିରସମୂହ ପ୍ରାଚୀନ ନନ୍ଦପୁର ବସତିର ଭିତରଗଡ଼ ଅଞ୍ଚଳରେ ବିକ୍ଷିପ୍ତ ଭାବେ ରହିଥିବା କେତେକ କ୍ଷୁଦ୍ର ମନ୍ଦିରର ଧ୍ୱଂସାବଶେଷ ଓ ପ୍ରତ୍ନତାତ୍ତ୍ୱିକ ଅବଶେଷକୁ ସୂଚିତ କରେ। ଏହି ମନ୍ଦିରଗୁଡ଼ିକ ଦେବୀ ଭୈରବୀ ଏବଂ ଭୈରବ ସମ୍ପର୍କିତ ଉପାସନା ପରମ୍ପରା ସହିତ ଜଡ଼ିତ। ପ୍ରାଚୀନ ନନ୍ଦପୁରର ବ୍ୟାପକ ପ୍ରତ୍ନତାତ୍ତ୍ୱିକ ଓ ଧାର୍ମିକ ପରିଦୃଶ୍ୟର ଏହା ଏକ ଅଂଶ। ଏକଦା ନନ୍ଦପୁର ଜୟପୁର ରାଜ୍ୟର ଏକ ପ୍ରମୁଖ ରାଜଧାନୀ ଅଞ୍ଚଳ ଥିଲା। ନନ୍ଦପୁରର ଏହି ଅଞ୍ଚଳ ଶକ୍ତି ଉପାସନାର ଏକ ପ୍ରମୁଖ କେନ୍ଦ୍ର ଭାବେ ପୂଜିତ ହେଉଥିଲା ଏବଂ ତନ୍ତ୍ର ସାଧନାର ପରମ୍ପରା ସହିତ ମଧ୍ୟ ଏହାର ସମ୍ପର୍କ ଥିବା ମନେ କରାଯାଏ। ସରକାରୀ ଐତିହ୍ୟ ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଅଭିଲେଖରେ “ଭୈରବୀ ମନ୍ଦିରଗୋଷ୍ଠୀ” ପ୍ରାୟ ଖ୍ରୀଷ୍ଟାବ୍ଦ ୧୯ଶ ଶତାବ୍ଦୀର ବୋଲି ଉଲ୍ଲେଖ ରହିଛି। ଏହା ନନ୍ଦପୁରର ଐତିହାସିକ ମନ୍ଦିର ଅଞ୍ଚଳରେ ପରବର୍ତ୍ତୀ କାଳରେ ମନ୍ଦିର ନିର୍ମାଣ କିମ୍ବା ପୁନଃନିର୍ମାଣ/ସୁଦୃଢ଼ୀକରଣ ହୋଇଥିବାର ସୂଚନା ଦିଏ। ତେବେ, ନନ୍ଦପୁର ନିଜେ ବହୁ ପ୍ରାଚୀନ ମନ୍ଦିରର ଧ୍ୱଂସାବଶେଷ, ଶୈବ ଓ ଶାକ୍ତ ଉପାସନାସ୍ଥଳୀ ତଥା ବିଭିନ୍ନ ପ୍ରତ୍ନତାତ୍ତ୍ୱିକ ଅବଶେଷ ପାଇଁ ବିଶେଷ ଐତିହାସିକ ଗୁରୁତ୍ୱ ବହନ କରେ। ଏହି ଅବଶେଷଗୁଡ଼ିକ ଶତାବ୍ଦୀ ପୂର୍ବେ ନନ୍ଦପୁର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ରାଜନୈତିକ କେନ୍ଦ୍ର ଭାବେ ପରିଚିତ ଥିବାର ପ୍ରମାଣ ପ୍ରଦାନ କରେ। ଏହି ମନ୍ଦିରସମୂହର ପ୍ରମୁଖ ଆରାଧ୍ୟ ଦେବୀ ହେଉଛନ୍ତି ମା’ ଭୈରବୀ, ଯିଏ ଶକ୍ତିଙ୍କର ଏକ ଉଗ୍ର ରୂପ ଭାବେ ପରିଚିତ। ଏହା ସହିତ ଭୈରବ, ଯିଏ ଭଗବାନ ଶିବଙ୍କ ଏକ ରୂପ, ମଧ୍ୟ ଏହି ଉପାସନା ପରମ୍ପରାର ଅଂଶ। ଏହା ନନ୍ଦପୁରରେ ପ୍ରଚଳିତ ସ୍ଥାନୀୟ ଶାକ୍ତ-ଶୈବ ଭକ୍ତି ପରମ୍ପରାର ପ୍ରତିଫଳନ କରେ। ସ୍ଥାନୀୟ ଅଞ୍ଚଳରେ ଭୈରବୀ, ଗଣେଶ, ନୃସିଂହ ଓ ଅନ୍ୟାନ୍ୟ ଦେବଦେବୀଙ୍କ ସହ ସମ୍ପର୍କିତ ଭଗ୍ନ ମୂର୍ତ୍ତି, ପ୍ରତିମା ଓ ସ୍ଥାପତ୍ୟ ଖଣ୍ଡ ଦେଖିବାକୁ ମିଳେ। ଏହି ଅବଶେଷଗୁଡ଼ିକ ନନ୍ଦପୁରରେ ପ୍ରାଚୀନ କାଳରେ ବିଭିନ୍ନ ଧାର୍ମିକ ଓ ଉପାସନା ପରମ୍ପରା ପରସ୍ପର ସହିତ ସମ୍ପୃକ୍ତ ଥିବାର ପ୍ରମାଣ ପ୍ରଦାନ କରେ।
नंदपुर (कोरापुट जिला) में भैरवी मंदिर समूह प्राचीन नंदपुर बस्ती के भीतरागढ़ क्षेत्र में बिखरे हुए देवी भैरवी/भैरव की पूजा से जुड़े छोटे मंदिर खंडहरों और मंदिर अवशेषों का एक समूह है। ये प्राचीन नंदपुर के व्यापक पुरातात्विक और धार्मिक परिदृश्य का हिस्सा हैं, जो कभी जयपुर साम्राज्य की राजधानी था। इसे शक्ति पूजा के लिए एक पूजनीय स्थान माना जाता है और यह तंत्र साधना से जुड़ा हुआ है। भैरवी मंदिर समूह को आधिकारिक विरासत और आपदा प्रबंधन अभिलेखों में लगभग 19वीं शताब्दी ईस्वी के रूप में सूचीबद्ध किया गया है - जो नंदपुर के सामान्य ऐतिहासिक मंदिर क्षेत्र में बाद में मंदिर निर्माण या समेकन को दर्शाता है। नंदपुर स्वयं प्राचीन मंदिर खंडहरों, शैव और शाक्त मंदिरों और बहुत पहले के युगों के अन्य पुरातात्विक अवशेषों के लिए उल्लेखनीय है, जो सदियों पहले एक महत्वपूर्ण धार्मिक और राजनीतिक केंद्र के रूप में इसकी भूमिका को दर्शाते हैं। यह समूह मुख्य रूप से देवी भैरवी (शक्ति का एक उग्र रूप) और भैरव (शिव के सेवक का एक रूप) से जुड़ा है, जो स्थानीय शाक्त-शैव भक्ति प्रथाओं को दर्शाता है। स्थानीय स्तर पर इस क्षेत्र में भैरवी, गणेश, नरसिम्हा और अन्य देवी-देवताओं से जुड़ी खंडहर मूर्तियां और अवशेष मौजूद हैं, जो यह दर्शाते हैं कि नंदपुर में एक समय में विविध भक्ति परंपराएं आपस में जुड़ी हुई थीं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

4th August 2011

4th August 2011

4th August 2011

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Nandapur

ନନ୍ଦପୁର

नंदपुर

District
ଜିଲ୍ଲା
जिला

Koraput

କୋରାପୁଟ

कोरापुट

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE