Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Chandramauli Temple
ଚନ୍ଦ୍ରମୌଳି ମନ୍ଦିର ବିଷୟରେ
चंद्रमौली मंदिर के बारे में
Chandramauli Temple, Chandananagar, Pattamundei, Kendrapara
ଚନ୍ଦ୍ରମୌଳି ମନ୍ଦିର, ଚନ୍ଦନ ନଗର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା
चंद्रमौली मंदिर, चंदननगर, पट्टामुंडेई, केंद्रपाड़ा
The Chandramouli Temple in Chandan Nagar, near Pattamundai, Kendrapara, Odisha, is an ancient, revered Lord Shiva temple known for its traditional Kalinga architecture, detailed carvings, and spiritual ambiance, a significant religious site for devotees, especially during Maha Shivratri, offering a blend of history and divinity. The temple is devoted to Lord Shiva, worshipped here as Chandramouli — a revered form of Shiva often associated with the “Garland of the Moon” on his matted locks (chandra-mouli literally means “one who wears the moon”). Devotees visit regularly for darshan, puja, and prayers, particularly during Shivaratri, when congregational worship and special rituals are performed. About 33 km from Kendrapara town; Pattamundai is the nearest bus stop. This temple is one of the state protected monuments of Odisha. The Odisha State Archaeology carries out its conservation work from time to time. From an archaeological and tourism point of view, the conservation and protection of this historical site is very important for the future generations.
ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟସ୍ଥ ଚନ୍ଦନ ନଗରରେ ଅବସ୍ଥିତ ଚନ୍ଦ୍ରମୌଳି ମନ୍ଦିର ଏକ ପ୍ରାଚୀନ ଓ ଶ୍ରଦ୍ଧାଭକ୍ତିର ପବିତ୍ର ଶୈବପୀଠ ଅଟେ । ପାରମ୍ପରିକ କଳିଙ୍ଗ ମନ୍ଦିର ସ୍ଥାପତ୍ୟଶୈଳୀ, ସୂକ୍ଷ୍ମ କାରୁକାର୍ଯ୍ୟ ଏବଂ ଆଧ୍ୟାତ୍ମିକ ପରିବେଶ ଏହି ମନ୍ଦିରର ପ୍ରମୁଖ ବୈଶିଷ୍ଟ୍ୟ। ଭକ୍ତମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ, ବିଶେଷକରି ମହାଶିବରାତ୍ରି ଅବସରରେ ଏଠାରେ ବିଶେଷ ଭକ୍ତସମାଗମ ହୋଇଥାଏ। ମନ୍ଦିରଟି ଐତିହ୍ୟ ଓ ଆଧ୍ୟାତ୍ମିକତାର ଏକ ସୁନ୍ଦର ସମନ୍ୱୟ ପ୍ରଦର୍ଶନ କରେ। ଏହି ମନ୍ଦିରର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବ, ଯିଏ ଏଠାରେ ଚନ୍ଦ୍ରମୌଳି ନାମରେ ପୂଜିତ। ‘ଚନ୍ଦ୍ରମୌଳି’ ଶବ୍ଦର ଅର୍ଥ ହେଉଛି ‘ଯିଏ ନିଜ ଜଟାରେ ଚନ୍ଦ୍ରକୁ ଧାରଣ କରନ୍ତି’। ଭଗବାନ ଶିବଙ୍କ ଜଟାରେ ଚନ୍ଦ୍ରଧାରଣର ଏହି ରୂପ ସହ ଚନ୍ଦ୍ରମୌଳି ନାମଟି ସମ୍ପୃକ୍ତ। ଭକ୍ତମାନେ ନିୟମିତ ଭାବେ ଏଠାକୁ ଦର୍ଶନ, ପୂଜା ଓ ପ୍ରାର୍ଥନା ପାଇଁ ଆସିଥାନ୍ତି। ବିଶେଷତଃ ମହାଶିବରାତ୍ରି ଅବସରରେ ସମୂହ ପୂଜା ଓ ବିଭିନ୍ନ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ଅନୁଷ୍ଠିତ ହୋଇଥାଏ। ଚନ୍ଦ୍ରମୌଳି ମନ୍ଦିରଟି କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୩୩ କିଲୋମିଟର ଦୂରରେ ଅବସ୍ଥିତ। ଏହାର ନିକଟତମ ବସ୍‌ଷ୍ଟପ୍‌ ହେଉଛି ପଟ୍ଟାମୁଣ୍ଡାଇ। ଏହି ମନ୍ଦିରଟି ଓଡ଼ିଶାର ରାଜ୍ୟ ସଂରକ୍ଷିତ ସ୍ମାରକୀ ମଧ୍ୟରୁ ଅନ୍ୟତମ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସମୟ ସମୟରେ ଏହାର ସଂରକ୍ଷଣ କାର୍ଯ୍ୟ କରିଥାଏ । ପ୍ରତ୍ନତାତ୍ତ୍ୱିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ଐତିହାସିକ ସ୍ଥଳୀର ସଂରକ୍ଷଣ ଓ ସୁରକ୍ଷା ଭବିଷ୍ୟତ ପିଢ଼ି ପାଇଁ ଅତ୍ୟନ୍ତ ଆବଶ୍ୟକ।
ओडिशा के केंद्रपाड़ा जिले के पट्टामुंडई के पास चंदन नगर में स्थित चंद्रमौली मंदिर, भगवान शिव का एक प्राचीन और पूजनीय मंदिर है। यह मंदिर अपनी पारंपरिक कलिंग वास्तुकला, बारीक नक्काशी और आध्यात्मिक वातावरण के लिए प्रसिद्ध है। यह भक्तों के लिए, विशेष रूप से महाशिवरात्रि के दौरान, एक महत्वपूर्ण धार्मिक स्थल है, जो इतिहास और दिव्यता का अनूठा संगम प्रस्तुत करता है। यह मंदिर भगवान शिव को समर्पित है, जिनकी पूजा चंद्रमौली के रूप में की जाती है - शिव का एक पूजनीय रूप जो अक्सर उनकी जटाओं पर "चंद्रमा की माला" से जुड़ा होता है (चंद्रमौली का शाब्दिक अर्थ है "चंद्रमा धारण करने वाला")। भक्त नियमित रूप से दर्शन, पूजा और प्रार्थना के लिए आते हैं, विशेष रूप से शिवरात्रि के दौरान, जब सामूहिक पूजा और विशेष अनुष्ठान किए जाते हैं। केंद्रपाड़ा शहर से लगभग 33 किमी दूर, पट्टामुंडई निकटतम बस स्टॉप है। यह मंदिर ओडिशा के राज्य संरक्षित स्मारकों में से एक है। ओडिशा राज्य पुरातत्व विभाग समय-समय पर इसका संरक्षण कार्य करता है। पुरातात्विक और पर्यटन की दृष्टि से, इस ऐतिहासिक स्थल का संरक्षण और सुरक्षा भावी पीढ़ियों के लिए अत्यंत महत्वपूर्ण है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8th May 2019

8th May 2019

8th May 2019

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Pattamundei

ପଟ୍ଟାମୁଣ୍ଡାଇ

पट्टामुंडेई

District
ଜିଲ୍ଲା
जिला

Kendrapara

କେନ୍ଦ୍ରାପଡ଼ା

केंद्रपाड़ा

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE