Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Baladev Jew Temple
ବଳଦେବ ଜିଉ ମନ୍ଦିର ବିଷୟରେ
बलदेव यहूदी मंदिर के बारे में
Baladev Jew Temple, Kendrapara.
ବଳଦେବ ଜିଉ ମନ୍ଦିର, କେନ୍ଦ୍ରାପଡ଼ା
बालादेव यहूदी मंदिर, केंद्रपाड़ा।
Baladev Jew Temple (also Sri Baladevjew Temple) is one of the most important Hindu pilgrimage sites in Kendrapara district, Odisha, dedicated to Lord Baladeva (Balabhadra) — the elder brother of Lord Jagannath. It is located in Ichhapur (also called Tulasi Kshetra), about 5 km from Kendrapara town. It is believed that Khan-I-Duran, the subedar of Odisha during the Mughal Emperor Aurangzeb's reign demolished the original temple of Baladevjew in 1661 and built a mosque on the remains of the temple. Devotees took the deity in disguise in a boat through the river Govari and kept him in a secret place near Baranga (Chhedara) Jungle. Afterwards it was shifted to Balarampur village near Luna river at Sakhi Bata. Later it was transferred to the present day Icchapur temple.
ବଳଦେବ ଜିଉ ମନ୍ଦିର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୁଖ ହିନ୍ଦୁ ତୀର୍ଥସ୍ଥଳ। ଏହି ମନ୍ଦିର ଭଗବାନ ଜଗନ୍ନାଥଙ୍କ ଜ୍ୟେଷ୍ଠ ଭ୍ରାତା ଭଗବାନ ବଳଦେବ (ବଳଭଦ୍ର)ଙ୍କୁ ସମର୍ପିତ। ଏହା କେନ୍ଦ୍ରାପଡ଼ା ସହରଠାରୁ ପ୍ରାୟ ୫ କି.ମି. ଦୂରରେ ଥିବା ଇଚ୍ଛାପୁରଠାରେ ଅବସ୍ଥିତ, ଯାହା ତୁଳସୀ କ୍ଷେତ୍ର ନାମରେ ମଧ୍ୟ ପରିଚିତ। ପ୍ରଚଳିତ ମତାନୁସାରେ, ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଶାସନକାଳରେ ଓଡ଼ିଶାର ସୁବେଦାର ଖାନ୍-ଇ-ଦୁରାନ୍ ୧୬୬୧ ମସିହାରେ ବଳଦେବଜିଉଙ୍କ ପ୍ରାଚୀନ ମନ୍ଦିରକୁ ଧ୍ୱଂସ କରି ଏହାର ଅବଶେଷ ଉପରେ ଏକ ମସଜିଦ ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଏ। ଏହି ସମୟରେ ଭକ୍ତମାନେ ଦେବବିଗ୍ରହଙ୍କୁ ଛଦ୍ମବେଶରେ ଏକ ଡଙ୍ଗାରେ ଗୋବରୀ ନଦୀ ଦେଇ ନେଇଯାଇ ଜଙ୍ଗଲ ନିକଟସ୍ଥ ଏକ ଗୁପ୍ତ ସ୍ଥାନରେ ରଖିଥିଲେ। ପରବର୍ତ୍ତୀ ସମୟରେ ଦେବବିଗ୍ରହଙ୍କୁ ସାଖୀବଟ ନିକଟସ୍ଥ ଲୁଣା ନଦୀ କୂଳର ବଳରାମପୁର ଗ୍ରାମକୁ ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ ବର୍ତ୍ତମାନର ଇଚ୍ଛାପୁରସ୍ଥିତ ମନ୍ଦିରକୁ ଅଣାଯାଇଥିଲା।
बलदेव ज्यू मंदिर (श्री बलदेवज्यू मंदिर के नाम से भी जाना जाता है) ओडिशा के केंद्रपाड़ा जिले में स्थित प्रमुख हिंदू तीर्थ स्थलों में से एक है। यह मंदिर भगवान जगन्नाथ के बड़े भाई भगवान बलदेव (बलभद्र) को समर्पित है। यह मंदिर केंद्रपाड़ा शहर से लगभग 5 किमी दूर इच्छापुर (जिसे तुलसी क्षेत्र भी कहा जाता है) में स्थित है। ऐसा माना जाता है कि मुगल सम्राट औरंगजेब के शासनकाल में ओडिशा के सूबेदार खान-ए-दुरान ने 1661 में बलदेवज्यू मंदिर के मूल मंदिर को ध्वस्त कर दिया और उसके अवशेषों पर एक मस्जिद का निर्माण करवाया। भक्तों ने मूर्ति को भेष बदलकर नाव से गोवारी नदी के पार ले जाकर बरंगा (छेदरा) जंगल के पास एक गुप्त स्थान पर रखा। बाद में इसे सखी बाटा में लूना नदी के पास बलरामपुर गांव में स्थानांतरित कर दिया गया। फिर इसे वर्तमान इच्छापुर मंदिर में स्थापित किया गया।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th June 2003

6th June 2003

6th June 2003

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kendrapara

କେନ୍ଦ୍ରାପଡ଼ା

केंद्रपाड़ा

District
ଜିଲ୍ଲା
जिला

Kendrapara

କେନ୍ଦ୍ରାପଡ଼ା

केंद्रपाड़ा

Date / Period
ତାରିଖ / କାଳ
तिथि / काल

18th-19th Century CE

18th-19th Century CE

18th-19th Century CE