Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Dhavalesvara Temple
ଧବଳେଶ୍ୱର ମନ୍ଦିର ବିଷୟରେ
धवलेश्वर मंदिर के बारे में
Dhavalesvara and Chandi Temple, Mohangiri, Kalahandi
ଧବଳେଶ୍ୱର ମନ୍ଦିର, ମୋହନଗିରି, କଳାହାଣ୍ଡି
धवलेश्वर और चंडी मंदिर, मोहनगिरि, कालाहांडी
Dhabaleswar Temple in Mohangiri, Kalahandi, is a significant, ancient (8th Century CE) Shiva temple, known as one of Odisha's oldest, featuring large stone blocks from ruins and a present temple with a black chlorite Shiva Lingam, surrounded by natural beauty and spiritual importance in Kalahandi's landscape, attracting pilgrims and heritage lovers. Believed to be Odisha's oldest surviving Shiva temple, predating famous temples like Lingaraj, showcasing early Kalinga architecture. Architectural Features: The site contains remnants of ancient temples, including large stone blocks with carvings, with the current temple housing a prominent black chlorite Shiva Lingam. Spiritual Importance: A major pilgrimage site, especially during festivals like Maha Shivaratri, attracting devotees seeking blessings and spiritual solace.
କଳାହାଣ୍ଡି ଜିଲ୍ଲାର ମୋହନଗିରିଠାରେ ଅବସ୍ଥିତ ଧବଳେଶ୍ୱର ମନ୍ଦିର ଏକ ପ୍ରାଚୀନ ଓ ଐତିହାସିକ ଶିବ ମନ୍ଦିର। ଏହାକୁ ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀର ମନ୍ଦିର ବୋଲି ବିବେଚନା କରାଯାଏ ଏବଂ ଓଡ଼ିଶାର ପ୍ରାଚୀନତମ ଶିବ ମନ୍ଦିରଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ। ଏଠାରେ ପ୍ରାଚୀନ ମନ୍ଦିରର ଧ୍ୱଂସାବଶେଷ ସ୍ୱରୂପ ବୃହତ୍‌ ପଥର ଖଣ୍ଡ ଦେଖିବାକୁ ମିଳେ। ବର୍ତ୍ତମାନର ମନ୍ଦିରରେ ଏକ କଳା କ୍ଲୋରାଇଟ୍ ପଥରର ଶିବଲିଙ୍ଗ ପୂଜିତ ହେଉଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ଆସ୍ଥା ଓ ଆଧ୍ୟାତ୍ମିକ ମହତ୍ତ୍ୱରେ ସମୃଦ୍ଧ ଏହି ସ୍ଥଳ କଳାହାଣ୍ଡିର ଐତିହ୍ୟ ପରିଦୃଶ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହା ତୀର୍ଥଯାତ୍ରୀ ଓ ଐତିହ୍ୟପ୍ରେମୀମାନଙ୍କୁ ଆକର୍ଷିତ କରିଥାଏ। ଧବଳେଶ୍ୱର ମନ୍ଦିରକୁ ଓଡ଼ିଶାର ସର୍ବପ୍ରାଚୀନ ଜୀବନ୍ତ ଶିବ ମନ୍ଦିର ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଏହା ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରଠାରୁ ମଧ୍ୟ ପ୍ରାଚୀନ ବୋଲି ମତ ରହିଛି ଏବଂ ଏହାର ସ୍ଥାପତ୍ୟରେ ପ୍ରାରମ୍ଭିକ କଳିଙ୍ଗ ସ୍ଥାପତ୍ୟ ଶୈଳୀର ବୈଶିଷ୍ଟ୍ୟ ପ୍ରତିଫଳିତ ହୋଇଛି। ସ୍ଥାପତ୍ୟଗତ ବୈଶିଷ୍ଟ୍ୟ: ଏହି ପ୍ରତ୍ନସ୍ଥଳରେ ପ୍ରାଚୀନ ମନ୍ଦିରଗୁଡ଼ିକର ଧ୍ୱଂସାବଶେଷ ଦେଖିବାକୁ ମିଳେ। ବିଭିନ୍ନ କାରୁକାର୍ଯ୍ୟଯୁକ୍ତ ବୃହତ୍‌ ପଥର ଖଣ୍ଡ ଏହି ପ୍ରାଚୀନ ସ୍ଥାପତ୍ୟର ଗୁରୁତ୍ୱକୁ ସୂଚିତ କରେ। ବର୍ତ୍ତମାନର ମନ୍ଦିରରେ ଏକ ପ୍ରମୁଖ କଳା କ୍ଲୋରାଇଟ୍ ପଥରର ଶିବଲିଙ୍ଗ ବିରାଜମାନ ଅଛନ୍ତି। ଆଧ୍ୟାତ୍ମିକ ମହତ୍ତ୍ୱ: ଧବଳେଶ୍ୱର ମନ୍ଦିର ଏକ ପ୍ରମୁଖ ତୀର୍ଥସ୍ଥଳ ଭାବେ ପରିଚିତ। ବିଶେଷକରି ମହାଶିବରାତ୍ରି ଭଳି ପର୍ବପର୍ବାଣି ସମୟରେ ଏଠାକୁ ବହୁ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥାଏ। ଭକ୍ତମାନେ ଭଗବାନ ଶିବଙ୍କ ଆଶୀର୍ବାଦ ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ନିମନ୍ତେ ଏଠାକୁ ଆସିଥାନ୍ତି।
कालाहांडी के मोहनगिरी में स्थित धबलेश्वर मंदिर एक महत्वपूर्ण, प्राचीन (8वीं शताब्दी ईस्वी) शिव मंदिर है, जिसे ओडिशा के सबसे पुराने मंदिरों में से एक माना जाता है। इसमें खंडहरों से प्राप्त बड़े-बड़े पत्थर के शिलाखंड और वर्तमान मंदिर में काले क्लोराइट से बना शिवलिंग है। कालाहांडी के प्राकृतिक सौंदर्य और आध्यात्मिक महत्व से घिरा यह मंदिर तीर्थयात्रियों और विरासत प्रेमियों को आकर्षित करता है। माना जाता है कि यह ओडिशा का सबसे पुराना जीवित शिव मंदिर है, जो लिंगराज जैसे प्रसिद्ध मंदिरों से भी पुराना है और प्रारंभिक कलिंग वास्तुकला का उदाहरण प्रस्तुत करता है। वास्तुकला की विशेषताएं: इस स्थल पर प्राचीन मंदिरों के अवशेष मौजूद हैं, जिनमें नक्काशीदार बड़े-बड़े पत्थर के शिलाखंड शामिल हैं। वर्तमान मंदिर में काले क्लोराइट से बना एक भव्य शिवलिंग है। आध्यात्मिक महत्व: यह एक प्रमुख तीर्थ स्थल है, विशेष रूप से महाशिवरात्रि जैसे त्योहारों के दौरान, जो आशीर्वाद और आध्यात्मिक शांति की तलाश में आने वाले भक्तों को आकर्षित करता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

10th July 2001

10th July 2001

10th July 2001

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Mohangiri

ମୋହନଗିରି

मोहनगिरी

District
ଜିଲ୍ଲା
जिला

Kalahandi

କଳାହାଣ୍ଡି

कालाहांडी

Date / Period
ତାରିଖ / କାଳ
तिथि / काल

8th-9th Century CE

8th-9th Century CE

8th-9th Century CE