Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Uttaresvar Temple
ଉତ୍ତରେଶ୍ୱର ମନ୍ଦିର ବିଷୟରେ
उत्तरेश्वर मंदिर के बारे में
Uttaresvar Temple, Pitala, Ganjam
ଉତ୍ତରେଶ୍ୱର ମନ୍ଦିର, ପିତଳଠା, ଗଞ୍ଜାମ
उत्तरेश्वर मंदिर, पिटाला, गंजाम
The Uttaresvara Temple at Pitala, situated in Ganjam district of Odisha, is an important Shaiva shrine dedicated to Lord Shiva, worshipped here as Uttaresvara. The temple forms part of the dense sacred landscape of southern Odisha, where Shaivism has flourished alongside Vaishnavism from early medieval times onward. In the local religious life of Pitala and surrounding villages, the Uttaresvara Temple occupies a position of enduring spiritual and cultural importance. The Uttaresvara Temple is generally assigned to the medieval period, likely between the 18th and 19th centuries CE, on the basis of its architectural features and regional Shaiva traditions. During this period, Shaivism enjoyed strong patronage in Odisha under various ruling dynasties, and numerous temples dedicated to Shiva were established in both urban and rural settings. The name “Uttaresvara” (literally “the Lord of the North”) is significant in Shaiva geography and may indicate the temple’s ritual orientation or its position within a larger sacred network of Shiva shrines in the region. Local traditions associate the temple with long-standing worship practices. This temple is one of the state protected monuments of Odisha. The Odisha State Archaeology carries out its conservation work from time to time. From an archaeological and tourism point of view, the conservation and protection of this historical site is very important for the future generations.
ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପିତଳଠାରେ ଅବସ୍ଥିତ ଉତ୍ତରେଶ୍ୱର ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ ଏକ ପ୍ରମୁଖ ଶୈବ ଉପାସନା ପୀଠ। ଏଠାରେ ଭଗବାନ ଶିବଙ୍କୁ ଉତ୍ତରେଶ୍ୱର ନାମରେ ପୂଜା କରାଯାଏ। ଏହି ମନ୍ଦିର ଦକ୍ଷିଣ ଓଡ଼ିଶାର ସମୃଦ୍ଧ ଧାର୍ମିକ ପରିସରର ଏକ ଅଂଶ, ଯେଉଁଠାରେ ପ୍ରାଚୀନ ମଧ୍ୟଯୁଗରୁ ବୈଷ୍ଣବ ଧର୍ମ ସହିତ ଶୈବ ଧର୍ମ ମଧ୍ୟ ବିକଶିତ ହୋଇଆସିଛି। ପିତଳ ଓ ଏହାର ଆଖପାଖ ଗ୍ରାମଗୁଡ଼ିକର ସ୍ଥାନୀୟ ଧାର୍ମିକ ଜୀବନରେ ଉତ୍ତରେଶ୍ୱର ମନ୍ଦିରର ଦୀର୍ଘକାଳୀନ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ରହିଛି। ତଥାପି ମନ୍ଦିରର ସ୍ଥାପତ୍ୟଗତ ବୈଶିଷ୍ଟ୍ୟ ଓ ଆଞ୍ଚଳିକ ଶୈବ ପରମ୍ପରାକୁ ଆଧାର କରି ଏହାକୁ ସାଧାରଣତଃ ମଧ୍ୟଯୁଗୀୟ ସମୟରେ, ନିର୍ମିତ ବୋଲି ମନେ କରାଯାଏ। ଏହି ସମୟରେ ଓଡ଼ିଶାର ବିଭିନ୍ନ ରାଜବଂଶଙ୍କ ଶାସନାଧୀନରେ ଶୈବ ଧର୍ମକୁ ବ୍ୟାପକ ପୃଷ୍ଠପୋଷକତା ମିଳିଥିଲା ଏବଂ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଭଗବାନ ଶିବଙ୍କୁ ସମର୍ପିତ ଅନେକ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା। “ଉତ୍ତରେଶ୍ୱର” ନାମର ଆକ୍ଷରିକ ଅର୍ଥ ହେଉଛି “ଉତ୍ତର ଦିଗର ପ୍ରଭୁ”। ଶୈବ ଧାର୍ମିକ ଭୂଗୋଳରେ ଏହି ନାମର ବିଶେଷ ମହତ୍ତ୍ୱ ରହିଛି ଏବଂ ଏହା ମନ୍ଦିରର ଧାର୍ମିକ ଅଭିମୁଖୀକରଣ କିମ୍ବା ଏହି ଅଞ୍ଚଳର ଶିବ ମନ୍ଦିରଗୁଡ଼ିକୁ ନେଇ ଗଠିତ ବୃହତ୍ତର ପବିତ୍ର ଧାର୍ମିକ ନେଟୱର୍କରେ ଏହାର ଅବସ୍ଥିତିକୁ ସୂଚିତ କରିପାରେ। ସ୍ଥାନୀୟ ପରମ୍ପରା ଅନୁଯାୟୀ, ଏହି ମନ୍ଦିରରେ ଦୀର୍ଘକାଳ ଧରି ଚାଲିଆସୁଥିବା ଉପାସନା ପରମ୍ପରା ରହିଛି। ଏହି ମନ୍ଦିରଟି ଓଡ଼ିଶାର ରାଜ୍ୟ ସଂରକ୍ଷିତ ସ୍ମାରକୀ ମଧ୍ୟରୁ ଅନ୍ୟତମ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସମୟ ସମୟରେ ଏହାର ସଂରକ୍ଷଣ କାର୍ଯ୍ୟ କରିଥାଏ । ପ୍ରତ୍ନତାତ୍ତ୍ୱିକ ଓ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ଐତିହାସିକ ସ୍ଥଳୀର ସଂରକ୍ଷଣ ଓ ସୁରକ୍ଷା ଭବିଷ୍ୟତ ପିଢ଼ି ପାଇଁ ଅତ୍ୟନ୍ତ ଆବଶ୍ୟକ।
ओडिशा के गंजाम जिले में स्थित पिटाला का उत्तरेश्वर मंदिर, भगवान शिव को समर्पित एक महत्वपूर्ण शैव तीर्थस्थल है, जहाँ उनकी पूजा उत्तरेश्वर के रूप में की जाती है। यह मंदिर दक्षिणी ओडिशा के घने पवित्र भूभाग का हिस्सा है, जहाँ शैव धर्म और वैष्णव धर्म का विकास मध्यकाल से ही होता आ रहा है। पिटाला और आसपास के गाँवों के स्थानीय धार्मिक जीवन में उत्तरेश्वर मंदिर का आध्यात्मिक और सांस्कृतिक महत्व अटूट है। इसकी स्थापत्य विशेषताओं और क्षेत्रीय शैव परंपराओं के आधार पर, उत्तरेश्वर मंदिर को आमतौर पर मध्यकालीन माना जाता है, संभवतः 18वीं और 19वीं शताब्दी ईस्वी के बीच का। इस दौरान, ओडिशा में विभिन्न शासक राजवंशों के अधीन शैव धर्म को प्रबल संरक्षण प्राप्त था और शहरी और ग्रामीण दोनों क्षेत्रों में शिव को समर्पित कई मंदिर स्थापित किए गए थे। "उत्तरेश्वर" (जिसका शाब्दिक अर्थ है "उत्तर के स्वामी") नाम शैव भूगोल में महत्वपूर्ण है और यह मंदिर के अनुष्ठानिक महत्व या क्षेत्र में शिव मंदिरों के एक बड़े पवित्र नेटवर्क में इसकी स्थिति को इंगित करता है। स्थानीय परंपराएँ इस मंदिर को लंबे समय से चली आ रही पूजा पद्धतियों से जोड़ती हैं। यह मंदिर ओडिशा राज्य के संरक्षित स्मारकों में से एक है। ओडिशा राज्य पुरातत्व विभाग समय-समय पर इसका संरक्षण करता है। पुरातत्व और पर्यटन की दृष्टि से, भावी पीढ़ियों के लिए इस ऐतिहासिक स्थल का संरक्षण और सुरक्षा अत्यंत महत्वपूर्ण है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Shaivite religious centre

ଶୈବ ଧାର୍ମିକ କେନ୍ଦ୍ର

शैव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

17th November 2020

17th November 2020

17th November 2020

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Pitala

ପିତଳଠା

पिटाला

District
ଜିଲ୍ଲା
जिला

Ganjam

ଗଞ୍ଜାମ

गंजाम

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE