Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Nrusinghanathaswami Temple
ନୃସିଂହନାଥସ୍ୱାମୀ ମନ୍ଦିର ବିଷୟରେ
नृसिंहनाथस्वामी मंदिर के बारे में
Nrusinghanathaswami Temple, Baragaon, Ganjam
ନୃସିଂହନାଥସ୍ୱାମୀ ମନ୍ଦିର, ବରଗାଁ, ଗଞ୍ଜାମ
नृसिंघनाथस्वामी मंदिर, बड़ागांव, गंजम
The Nrusinghanathaswami Temple at Baragaon, situated in Ganjam district of Odisha, is an important Panchayatana type Shiva Temple. The temple occupies a significant place in the religious landscape of southern Odisha. Particularly under the influence of the Gajapati rulers, who actively patronised Vishnu and his incarnations. The temple at Baragaon appears to be part of this broader sacred geography, serving the spiritual needs of rural communities while aligning with pan-regional Vaishnava traditions.
ବରଗାଁର ନୃସିଂହନାଥସ୍ୱାମୀ ମନ୍ଦିର, ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତନ ଶୈବ ମନ୍ଦିର। ଏହି ମନ୍ଦିର ଦକ୍ଷିଣ ଓଡ଼ିଶାର ଧାର୍ମିକ ପରିଦୃଶ୍ୟରେ ଏକ ବିଶେଷ ସ୍ଥାନ ଅଧିକାର କରିଛି ଏବଂ ଏହା ଶୈବ ଉପାସନାର ସୁଦୀର୍ଘ ପରମ୍ପରାକୁ ପ୍ରତିଫଳିତ କରେ, ଯାହା ପ୍ରାରମ୍ଭିକ ମଧ୍ୟଯୁଗରୁ ଏହି ଅଞ୍ଚଳରେ ବେଶ୍ ଲୋକପ୍ରିୟ ରହିଆସିଛି। ଯଦିଓ ଏହି ସ୍ଥଳୀରୁ ଏପର୍ଯ୍ୟନ୍ତ କୌଣସି ଶିଳାଲେଖୀୟ ପ୍ରମାଣ ମିଳିନାହିଁ, ତଥାପି ବରଗାଁର ନୃସିଂହସ୍ୱାମୀ ମନ୍ଦିରର ଉତ୍ପତ୍ତି ସାଧାରଣତଃ ମଧ୍ୟଯୁଗୀୟ କାଳ, ସମ୍ଭବତଃ ଖ୍ରୀଷ୍ଟାବ୍ଦ ଅଷ୍ଟମରୁ ନବମ ଶତାବ୍ଦୀ ମଧ୍ୟରେ ହୋଇଥିବା ବୋଲି ମନେ କରାଯାଏ। ଏହି ସମୟ ଓଡ଼ିଶାରେ ଶୈବ ଏବଂ ବୈଷ୍ଣବ ଧର୍ମର ବ୍ୟାପକ ପ୍ରସାର ସହିତ ସମ୍ପୃକ୍ତ, ବିଶେଷକରି ଗଜପତି ରାଜାମାନଙ୍କ ପୃଷ୍ଠପୋଷକତାରେ ବିଷ୍ଣୁ ଓ ତାଙ୍କର ବିଭିନ୍ନ ଅବତାରଙ୍କ ଉପାସନା ବିଶେଷ ଭାବେ ପ୍ରସାର ଲାଭ କରିଥିଲା। ବରଗାଁର ଏହି ମନ୍ଦିର ମଧ୍ୟ ଏହି ବ୍ୟାପକ ପବିତ୍ର ଧାର୍ମିକ ଭୂଗୋଳର ଏକ ଅଂଶ ଭାବେ ପରିଗଣିତ ହୋଇପାରେ। ଏହା ଗ୍ରାମୀଣ ସମୁଦାୟର ଆଧ୍ୟାତ୍ମିକ ଆବଶ୍ୟକତା ପୂରଣ କରିବା ସହିତ ଆଞ୍ଚଳିକ ଶୈବ ଧାର୍ମିକ ପରମ୍ପରା ସହିତ ମଧ୍ୟ ସମନ୍ୱୟ ସ୍ଥାପନ କରିଆସିଛି।
ओडिशा के गंजाम जिले में स्थित बारागाँव का नृसिंहनाथस्वामी मंदिर एक महत्वपूर्ण पंचायतन शैली का शिव मंदिर है। यह मंदिर दक्षिणी ओडिशा के धार्मिक परिदृश्य में विशेष स्थान रखता है, विशेष रूप से गजपति शासकों के प्रभाव में, जिन्होंने विष्णु और उनके अवतारों को सक्रिय रूप से संरक्षण दिया। बारागाँव का यह मंदिर इस व्यापक पवित्र क्षेत्र का एक हिस्सा प्रतीत होता है, जो ग्रामीण समुदायों की आध्यात्मिक आवश्यकताओं की पूर्ति करते हुए अखिल क्षेत्रीय वैष्णव परंपराओं के अनुरूप है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Panchayatana Temple

ପଞ୍ଚାୟତନ ମନ୍ଦିର

पंचायतन मंदिर

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

28th August 2011

28th August 2011

28th August 2011

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Baragaon

ବରଗାଁ

बारागॉंव

District
ଜିଲ୍ଲା
जिला

Ganjam

ଗଞ୍ଜାମ

गंजम

Date / Period
ତାରିଖ / କାଳ
तिथि / काल

8th-9th Century CE

8th-9th Century CE

8th-9th Century CE