Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jagannatha Temple
ଜଗନ୍ନାଥ ମନ୍ଦିର ବିଷୟରେ
जगन्नाथ मंदिर के बारे में
Jagannatha Temple, Kulada, Bhanjanagar, Ganjam
ଜଗନ୍ନାଥ ମନ୍ଦିର,କୁଲାଡ଼,ଭଞ୍ଜନଗର, ଗଞ୍ଜାମ
जगन्नाथ मंदिर, कुलदा, भंजनगर, गंजम
The Jagannatha Temple at Kulada, located in the Bhanjanagar subdivision of Ganjam district, Odisha, is an important Vaishnava shrine deeply associated with the historical and cultural heritage of southern Odisha. Kulada, also known historically as Kulada Garh, was once the capital of the Ghumusar (Ghumsur) princely state, and the Jagannatha Temple formed a central component of its religious and royal landscape. The temple is traditionally attributed to the Bhanja rulers of Ghumusar, who were staunch patrons of Jagannatha worship. The cult of Lord Jagannatha, which originated at Puri, spread widely across Odisha from the medieval period onward, often with strong royal support. At Kulada, the temple symbolised the political legitimacy and religious authority of the Ghumusar rulers, who regarded Lord Jagannatha as the supreme deity and protector of the state. Historical traditions suggest that the temple was constructed or significantly patronised during the late medieval to early modern period (around the 17th–18th century CE), when Kulada functioned as an important administrative and military centre. The presence of the fort, palace remains, and other temples in the vicinity reinforces Kulada’s status as a royal town. The presiding deity of the temple is Lord Jagannatha, worshipped along with Balabhadra and Subhadra, following the standard Jagannatha triad. For the local population, the temple is the principal centre of Vaishnava worship, playing a crucial role in daily rituals, annual festivals, and community life.
ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ଅବସ୍ଥିତ କୁଲାଡ଼ର ଜଗନ୍ନାଥ ମନ୍ଦିର ଏକ ପ୍ରମୁଖ ବୈଷ୍ଣବ ଉପାସନାସ୍ଥଳୀ, ଯାହା ଦକ୍ଷିଣ ଓଡ଼ିଶାର ଐତିହାସିକ ଓ ସାଂସ୍କୃତିକ ଐତିହ୍ୟ ସହିତ ଗଭୀର ଭାବେ ସମ୍ପୃକ୍ତ। କୁଲାଡ଼, ଐତିହାସିକ ଭାବେ କୁଲାଡ଼ ଗଡ଼ ନାମରେ ମଧ୍ୟ ପରିଚିତ ଥିଲା ଏବଂ ଏକଦା ଏହା ଘୁମୁସର (ଘୁମସୁର) ଗଡ଼ଜାତ ରାଜ୍ୟର ରାଜଧାନୀ ଥିଲା। ସେହି ସମୟରେ ଜଗନ୍ନାଥ ମନ୍ଦିର ଏହାର ଧାର୍ମିକ ଓ ରାଜକୀୟ ପରିଦୃଶ୍ୟର ଏକ ପ୍ରମୁଖ ଅଂଶ ଥିଲା। ଏହି ମନ୍ଦିରକୁ ପାରମ୍ପରିକ ଭାବେ ଘୁମୁସରର ଭଞ୍ଜ ରାଜାମାନଙ୍କ ସହିତ ସମ୍ପୃକ୍ତ କରାଯାଏ। ଭଞ୍ଜ ରାଜାମାନେ ଶ୍ରୀଜଗନ୍ନାଥଙ୍କ ଉପାସନାର ଦୃଢ଼ ପୃଷ୍ଠପୋଷକ ଥିଲେ। ପୁରୀରୁ ଉଦ୍ଭବ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଉପାସନା ପରମ୍ପରା ମଧ୍ୟଯୁଗରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା ଏବଂ ଏଥିରେ ରାଜାମାନଙ୍କର ବିଶେଷ ପୃଷ୍ଠପୋଷକତା ରହିଥିଲା। କୁଲାଡ଼ରେ ଏହି ମନ୍ଦିର ଘୁମୁସର ରାଜାମାନଙ୍କର ରାଜନୈତିକ ବୈଧତା ଓ ଧାର୍ମିକ କର୍ତ୍ତୃତ୍ୱର ପ୍ରତୀକ ଭାବେ ପରିଗଣିତ ହେଉଥିଲା। ସେମାନେ ଶ୍ରୀଜଗନ୍ନାଥଙ୍କୁ ରାଜ୍ୟର ସର୍ବୋଚ୍ଚ ଦେବତା ଓ ରକ୍ଷକ ଭାବେ ମାନ୍ୟତା ଦେଉଥିଲେ। ଐତିହାସିକ ପରମ୍ପରା ଅନୁଯାୟୀ, ଏହି ମନ୍ଦିରଟି ମଧ୍ୟଯୁଗର ଶେଷଭାଗରୁ ପ୍ରାରମ୍ଭିକ ଆଧୁନିକ ଯୁଗ (ପ୍ରାୟ ୧୭ଶ–୧୮ଶ ଶତାବ୍ଦୀ) ମଧ୍ୟରେ ନିର୍ମିତ କିମ୍ବା ବିଶେଷ ଭାବେ ପୃଷ୍ଠପୋଷିତ ହୋଇଥିବା ମନେ କରାଯାଏ। ସେହି ସମୟରେ କୁଲାଡ଼ା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଓ ସାମରିକ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିଲା। ମନ୍ଦିର ନିକଟରେ ଥିବା ଦୁର୍ଗ, ରାଜପ୍ରାସାଦର ଧ୍ୱଂସାବଶେଷ ଏବଂ ଅନ୍ୟାନ୍ୟ ମନ୍ଦିର କୁଲାଡ଼ାର ଏକ ରାଜକୀୟ ନଗର ଭାବେ ଥିବା ମହତ୍ତ୍ୱକୁ ଆହୁରି ସୁଦୃଢ଼ କରେ। ମନ୍ଦିରର ଅଧିଷ୍ଠାତା ଦେବତା ପ୍ରଭୁ ଜଗନ୍ନାଥ। ଏଠାରେ ପ୍ରଭୁ ଜଗନ୍ନାଥଙ୍କ ସହ ବଳଭଦ୍ର ଓ ସୁଭଦ୍ରାଙ୍କୁ ମଧ୍ୟ ପୂଜା କରାଯାଏ, ଯାହା ପୁରୀ ଶ୍ରୀମନ୍ଦିରର ପାରମ୍ପରିକ ଜଗନ୍ନାଥ ତ୍ରିମୂର୍ତ୍ତି ପରମ୍ପରାକୁ ପ୍ରତିଫଳିତ କରେ। ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଏହି ମନ୍ଦିର ବୈଷ୍ଣବ ଉପାସନାର ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ଦୈନନ୍ଦିନ ପୂଜାନୀତି, ବାର୍ଷିକ ପର୍ବପର୍ବାଣୀ ଏବଂ ସାମୂହିକ ଧାର୍ମିକ ଜୀବନରେ ଏହି ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ओडिशा के गंजाम जिले के भंजनगर उपखंड में स्थित कुलाड़ा का जगन्नाथ मंदिर, दक्षिणी ओडिशा की ऐतिहासिक और सांस्कृतिक विरासत से गहराई से जुड़ा एक महत्वपूर्ण वैष्णव तीर्थस्थल है। कुलाड़ा, जिसे ऐतिहासिक रूप से कुलाड़ा गढ़ के नाम से भी जाना जाता है, कभी घुमुसर (घुमसुर) रियासत की राजधानी था, और जगन्नाथ मंदिर इसके धार्मिक और शाही परिदृश्य का एक केंद्रीय हिस्सा था। यह मंदिर परंपरागत रूप से घुमुसर के भंज शासकों से जुड़ा हुआ है, जो जगन्नाथ पूजा के प्रबल संरक्षक थे। भगवान जगन्नाथ की पूजा, जिसकी उत्पत्ति पुरी में हुई थी, मध्यकाल से लेकर आगे तक ओडिशा में व्यापक रूप से फैली, अक्सर शाही समर्थन के साथ। कुलाड़ा में, यह मंदिर घुमुसर शासकों की राजनीतिक वैधता और धार्मिक अधिकार का प्रतीक था, जो भगवान जगन्नाथ को सर्वोच्च देवता और राज्य का रक्षक मानते थे। ऐतिहासिक परंपराओं के अनुसार, मंदिर का निर्माण या महत्वपूर्ण संरक्षण मध्यकाल के उत्तरार्ध से आधुनिक काल के प्रारंभ (लगभग 17वीं-18वीं शताब्दी ईस्वी) के दौरान हुआ था, जब कुलाड़ा एक महत्वपूर्ण प्रशासनिक और सैन्य केंद्र के रूप में कार्य करता था। किले, महल के अवशेषों और आसपास के अन्य मंदिरों की उपस्थिति कुलाड़ा के शाही नगर होने की पुष्टि करती है। मंदिर के मुख्य देवता भगवान जगन्नाथ हैं, जिनकी पूजा बलभद्र और सुभद्रा के साथ की जाती है, जो जगन्नाथ त्रिमूर्ति का मानक रूप है। स्थानीय लोगों के लिए, यह मंदिर वैष्णव पूजा का प्रमुख केंद्र है, जो दैनिक अनुष्ठानों, वार्षिक उत्सवों और सामुदायिक जीवन में महत्वपूर्ण भूमिका निभाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Vaishnavite religious center

ବୈଷ୍ଣବ ଧାର୍ମିକ କେନ୍ଦ୍ର

वैष्णव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

10th July 2019

10th July 2019

10th July 2019

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Bhanjanagar

ଭଞ୍ଜନଗର

भंजनगर

District
ଜିଲ୍ଲା
जिला

Ganjam

गंजम

ଗଞ୍ଜାମ

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE