Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Khirachoraa Gopinatha Temple
କ୍ଷୀରଚୋରା ଗୋପୀନାଥ ମନ୍ଦିର ବିଷୟରେ
खिराचोरा गोपीनाथ मंदिर के बारे में
Khirachoraa Gopinatha Temple, Baleshwar
କ୍ଷୀରଚୋରା ଗୋପୀନାଥ ମନ୍ଦିର, ବାଲେଶ୍ୱର
खिरचोरा गोपीनाथ मंदिर, बालेश्वर
Khirachora Gopinatha Temple is one of the most revered Vaishnavite Hindu temples in Balasore district of Odisha, India, located in the historic village of Remuna, around 9 km from Balasore town. This sacred shrine, dedicated to Lord Krishna in his form as Gopinatha is famed for its spiritual heritage, ancient mythology, regional architecture, and the unique ritual offering of khira — sweet condensed milk — which gives the temple its distinctive name: “Khirachora Gopinatha” meaning “the Lord who stole the khira (sweet milk)”. A central legend associated with the temple explains its unique name. It tells of Madhavendra Puri, a prominent medieval Vaishnavite saint, who once visited the shrine. One day, when khira was prepared as an offering, the deity is said to have secretly stolen the pot of sweet and hidden it — only to reveal it later to the priest in a dream as a divine blessing for Madhavendra Puri. From this tale comes the epithet “Khirachora” (khira-stealer) for the Lord.
କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଓ ପବିତ୍ର ବୈଷ୍ଣବ ହିନ୍ଦୁ ମନ୍ଦିର। ଏହା ବାଲେଶ୍ୱର ସହରଠାରୁ ପ୍ରାୟ ୯ କି.ମି. ଦୂରରେ ଥିବା ଐତିହାସିକ ରେମୁଣା ଗ୍ରାମରେ ଅବସ୍ଥିତ। ଭଗବାନ ଶ୍ରୀକୃଷ୍ଣଙ୍କ ଗୋପୀନାଥ ରୂପରେ ପ୍ରଭୁଙ୍କୁ ଏହି ପବିତ୍ର ମନ୍ଦିରରେ ଆରାଧନା କରାଯାଏ। ଏହି ମନ୍ଦିର ଏହାର ଆଧ୍ୟାତ୍ମିକ ପରମ୍ପରା, ପ୍ରାଚୀନ ପୌରାଣିକ କଥା, ଆଞ୍ଚଳିକ ସ୍ଥାପତ୍ୟଶୈଳୀ ଏବଂ ସ୍ୱତନ୍ତ୍ର ‘କ୍ଷୀର’ ଭୋଗ ପରମ୍ପରା ପାଇଁ ବିଶେଷ ଭାବେ ପ୍ରସିଦ୍ଧ। ଏଠାରେ ପ୍ରସ୍ତୁତ ହେଉଥିବା ମିଠା ଘନ ଦୁଗ୍ଧର ଭୋଗ ପରିଚିତ। ଏହି ଖୀର ସହିତ ଜଡ଼ିତ ପ୍ରସିଦ୍ଧ କିମ୍ବଦନ୍ତୀରୁ ମନ୍ଦିରର ନାମ “ଖୀରଚୋରା ଗୋପୀନାଥ” ହୋଇଛି। “କ୍ଷୀରଚୋରା”ର ଅର୍ଥ ହେଉଛି “କ୍ଷୀର ଚୋରି କରିଥିବା ପ୍ରଭୁ”। ମନ୍ଦିର ସହିତ ଜଡ଼ିତ ଏକ ପ୍ରସିଦ୍ଧ କିମ୍ବଦନ୍ତୀ ଅନୁସାରେ, ମଧ୍ୟଯୁଗୀୟ ପ୍ରସିଦ୍ଧ ବୈଷ୍ଣବ ସନ୍ଥ ମାଧବେନ୍ଦ୍ର ପୁରୀ ଏକଦା ଏହି ପବିତ୍ର ସ୍ଥାନକୁ ଆସିଥିଲେ। ଦିନେ ଭଗବାନଙ୍କ ପାଇଁ ଖୀର ପ୍ରସ୍ତୁତ କରାଯାଇ ଭୋଗ ଲଗାଯାଇଥିଲା। କିମ୍ବଦନ୍ତୀ ଅନୁସାରେ, ମାଧବେନ୍ଦ୍ର ପୁରୀଙ୍କ ପାଇଁ ଦିବ୍ୟ ଆଶୀର୍ବାଦ ସ୍ୱରୂପ ପ୍ରଭୁ ଗୋପୀନାଥ ଗୋପନରେ ଗୋଟିଏ ପାତ୍ର କ୍ଷୀର ଚୋରି କରି ଲୁଚାଇ ରଖିଥିଲେ। ପରେ ସେହି ଖୀର ସମ୍ପର୍କରେ ପୁଜାରୀଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ ଜଣାଇଥିଲେ। ଏହି ଦିବ୍ୟ ଘଟଣାରୁ ପ୍ରଭୁ ଗୋପୀନାଥ “କ୍ଷୀରଚୋରା” ବା କ୍ଷୀର ଚୋରି କରିଥିବା ପ୍ରଭୁ ଭାବେ ପ୍ରସିଦ୍ଧ ହୋଇଥିଲେ।
भारत के ओडिशा राज्य के बालासोर जिले में स्थित खीराचोरा गोपीनाथ मंदिर, बालासोर शहर से लगभग 9 किलोमीटर दूर, ऐतिहासिक रेमुना गांव में स्थित सबसे पूजनीय वैष्णव हिंदू मंदिरों में से एक है। भगवान कृष्ण के गोपीनाथ रूप को समर्पित यह पवित्र मंदिर अपनी आध्यात्मिक विरासत, प्राचीन पौराणिक कथाओं, क्षेत्रीय वास्तुकला और खीर (मीठा गाढ़ा दूध) के अनूठे अर्पण के लिए प्रसिद्ध है, जिसके कारण मंदिर को "खीराचोरा गोपीनाथ" नाम मिला है, जिसका अर्थ है "वह भगवान जिसने खीर (मीठा दूध) चुराया"। मंदिर से जुड़ी एक प्रमुख कथा इसके अनोखे नाम की व्याख्या करती है। यह कथा मध्यकालीन वैष्णव संत माधवेंद्र पुरी की है, जिन्होंने एक बार इस मंदिर का दौरा किया था। एक दिन, जब खीर अर्पण के लिए तैयार किया जा रहा था, तो कहा जाता है कि देवता ने चुपके से खीर का बर्तन चुरा लिया और उसे छिपा दिया - और बाद में सपने में पुजारी को माधवेंद्र पुरी के लिए एक दिव्य आशीर्वाद के रूप में प्रकट किया। इसी कथा से भगवान को "खीराचोरा" (खीरा चुराने वाला) उपनाम मिला।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Vaishnavite religious Center

ବୈଷ୍ଣବ ଧାର୍ମିକ କେନ୍ଦ୍ର

वैष्णव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th January 2001

6th January 2001

6th January 2001

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Remuna

ରେମୁଣା

रेमुना

District
ଜିଲ୍ଲା
जिला

Baleshwar

ବାଲେଶ୍ୱର

बालेश्वर

Date / Period
ତାରିଖ / କାଳ
तिथि / काल

18th Century CE

18th Century CE

18th Century CE