Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Jagannath Temple
ଶ୍ରୀଜଗନ୍ନାଥ ମନ୍ଦିର ବିଷୟରେ
जगन्नाथ मंदिर के बारे में
Jagannath Temple, Nilagiri, Baleshwar
ଶ୍ରୀଜଗନ୍ନାଥ ମନ୍ଦିର, ନୀଳଗିରି, ବାଲେଶ୍ୱର
जगन्नाथ मंदिर, नीलगिरि, बालेश्वर
The temple is situated at Nilagiri gadjat area of Balasore District. The site is close proximity to Kuldiha sanctuary, Panchalingeswar Shiva Temple and BhudharChandi Temple. The temples are in Pidha order. It is a living temple and performed all sorts of vaisnavite rituals as similar to Jaganath temple, Puri. The temple is belongs to 18th CE. Although temple is in good state of preservation. The ancillary structure such as Rosa ghara(Kitchen Block), Bhandar ghara (Store room) and mandapa are inside the premises. Both cultural and Tourism point of view the site is very rich. This temple is one of the state protected monuments of Odisha. The Odisha State Archaeology periodically carries out its conservation work here.
ଏହି ମନ୍ଦିରଟି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳରେ ଅବସ୍ଥିତ। ଏହି ସ୍ଥଳଟି କୁଲଡିହା ଅଭୟାରଣ୍ୟ, ପଞ୍ଚଲିଙ୍ଗେଶ୍ୱର ଶିବ ମନ୍ଦିର ଏବଂ ଭୁଦାରଚଣ୍ଡୀ ମନ୍ଦିରର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ମନ୍ଦିରଗୁଡ଼ିକ ପୀଢ଼ା ଦେଉଳ ଶୈଳୀରେ ନିର୍ମିତ। ଏହା ଏକ ଜୀବନ୍ତ ମନ୍ଦିର, ଯେଉଁଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରା ସହ ସାଦୃଶ୍ୟ ରଖି ବିଭିନ୍ନ ପ୍ରକାରର ବୈଷ୍ଣବୀୟ ରୀତିନୀତି ଓ ପୂଜାପଦ୍ଧତି ପାଳନ କରାଯାଏ। ଏହି ମନ୍ଦିରର ନିର୍ମାଣକାଳ ଖ୍ରୀଷ୍ଟାବ୍ଦ ଅଷ୍ଟାଦଶ ଶତାବ୍ଦୀର ବୋଲି ମନେ କରାଯାଏ। ଏହି ମନ୍ଦିରର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ସମ୍ପର୍କ ରହିଛି । ଏହି ସ୍ଥାନୀୟ ଧାର୍ମିକ ପରମ୍ପରା ମନ୍ଦିରଟିର ଐତିହାସିକ ଓ ଧାର୍ମିକ ଗୁରୁତ୍ୱକୁ ଆହୁରି ବୃଦ୍ଧି କରିଛି। ବର୍ତ୍ତମାନ ମନ୍ଦିରର ମୁଖ୍ୟ ସଂରଚନା ଭଲ ଅବସ୍ଥାରେ ସଂରକ୍ଷିତ ରହିଛି। ତେବେ ଏହାର ଅନୁସଙ୍ଗିକ ଗୃହ, ଯଥା ମଣ୍ଡପ, ରୋଷେଇ ଘର ଏବଂ ଭଣ୍ଡାର ଘର ମଧ୍ୟ ରହିଛି। ସାଂସ୍କୃତିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଏହି ସ୍ଥଳର ଗୁରୁତ୍ୱ ଅତ୍ୟନ୍ତ ଅଧିକ। ଧାର୍ମିକ ପରମ୍ପରା, ସ୍ଥାପତ୍ୟ ଐତିହ୍ୟ ଓ ପ୍ରାକୃତିକ ପରିବେଶର ସମନ୍ୱୟ ଏହି ସ୍ଥଳକୁ ଏକ ଆକର୍ଷଣୀୟ ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରିଛି। ଏହି ମନ୍ଦିରଟି ଓଡ଼ିଶାର ରାଜ୍ୟ ସଂରକ୍ଷିତ ସ୍ମାରକୀ ମଧ୍ୟରୁ ଅନ୍ୟତମ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ସମୟ ସମୟରେ ଏହାର ସଂରକ୍ଷଣ କାର୍ଯ୍ୟ କରିଥାଏ ।
यह मंदिर बालासोर जिले के नीलगिरी गजत क्षेत्र में स्थित है। यह स्थल कुलदिहा अभयारण्य, पंचलिंगेश्वर शिव मंदिर और भूधरचंडी मंदिर के निकट है। ये सभी मंदिर पिधा शैली में बने हैं। यह एक जीवंत मंदिर है और पुरी के जगन्नाथ मंदिर की तरह ही यहाँ सभी प्रकार के वैष्णव अनुष्ठान किए जाते हैं। यह मंदिर 18वीं शताब्दी का है और अच्छी स्थिति में संरक्षित है। इसके परिसर में रोसाघर (रसोईघर), भंडारघर (भंडार कक्ष) और मंडप जैसी सहायक संरचनाएं भी हैं। सांस्कृतिक और पर्यटन दोनों दृष्टियों से यह स्थल अत्यंत समृद्ध है। यह मंदिर ओडिशा के राज्य संरक्षित स्मारकों में से एक है। ओडिशा राज्य पुरातत्व विभाग समय-समय पर यहाँ संरक्षण कार्य करता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Kalingan style Temple Architecture

କଳିଙ୍ଗ ଶୈଳୀର ମନ୍ଦିର ସ୍ଥାପତ୍ୟ

कलिंगन शैली मंदिर वास्तुकला

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

8th April 2006

8th April 2006

8th April 2006

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Nilagiri

ନୀଳଗିରି

नीलगिरि

District
ଜିଲ୍ଲା
जिला

Baleshwar

ବାଲେଶ୍ୱର

बालेश्वर

Date / Period
ତାରିଖ / କାଳ
तिथि / काल

18th-19th Century CE

18th-19th Century CE

18th-19th Century CE