Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Raghunatha Temple
ରଘୁନାଥ ମନ୍ଦିର ବିଷୟରେ
रघुनाथ मंदिर के बारे में
Raghunatha Temple, Athagarh, cuttack
ରଘୁନାଥ ମନ୍ଦିର, ଆଠଗଡ଼, କଟକ
रघुनाथ मंदिर, अथागढ़, कटक
The Raghunatha Temple in Athagarh Town is an important 19th-century Hindu temple located at Gopabandhu Chowk in Athagarh, a historic township in cuttack district, Odisha. This temple is listed as a state-protected monument by the Odisha Government. The temple built in the late 19th century A.D., during the period of the princely state of Athgarh. The temple’s history is tied to the local tradition of temple building under rulers of the former Athgarh state. It has undergone repairs and renovations carried out by the Odisha State Archaeology department. The Raghunatha Temple exemplifies Kalinga style temple architecture, featuring key structural elements of traditional Odishan design: Rekha Vimana: The principal sanctum tower has the classic soaring curvilinear form typical of Odisha’s temple architecture. Pidha Jagamohana: A square-based assembly hall attached to the sanctum with tiered pyramidal roofs. Both the vimana and jagamohana reflect the Kalingan architectural order. The temple stands on a raised platform and faces east.
କଟକ ଜିଲ୍ଲାର ଐତିହାସିକ ଆଠଗଡ଼ ସହରର ଗୋପବନ୍ଧୁ ଛକ ନିକଟରେ ଅବସ୍ଥିତ ରଘୁନାଥ ମନ୍ଦିର ଊଣେଇଶ ଶତାବ୍ଦୀର ଏକ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର। ଏହାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟ ସଂରକ୍ଷିତ ସ୍ମାରକ ଭାବେ ଘୋଷଣା କରାଯାଇଛି। ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ଊଣେଇଶ ଶତାବ୍ଦୀର ଶେଷ ଭାଗରେ, ପୂର୍ବତନ ଆଠଗଡ଼ ରାଜ୍ୟର ଶାସନକାଳରେ ନିର୍ମିତ ହୋଇଥିଲା। ଏହାର ଇତିହାସ ପୂର୍ବତନ ଆଠଗଡ଼ ରାଜ୍ୟର ଶାସକମାନଙ୍କ ଦ୍ୱାରା ପ୍ରୋତ୍ସାହିତ ମନ୍ଦିର ନିର୍ମାଣ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପରବର୍ତ୍ତୀ ସମୟରେ ଓଡ଼ିଶା ରାଜ୍ୟ ପୁରାତତ୍ତ୍ୱ ବିଭାଗ ଦ୍ୱାରା ଏହି ମନ୍ଦିରର ମରାମତି ଓ ସଂରକ୍ଷଣ କାର୍ଯ୍ୟ କରାଯାଇଛି। ରଘୁନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ସୁନ୍ଦର ନିଦର୍ଶନ। ଏହାର ସ୍ଥାପତ୍ୟରେ ଓଡ଼ିଶାର ପାରମ୍ପରିକ ମନ୍ଦିର ନିର୍ମାଣ ଶୈଳୀର ପ୍ରମୁଖ ଉପାଦାନଗୁଡ଼ିକ ଦେଖିବାକୁ ମିଳେ ଯେଉଁଥିରେ ରେଖା ବିମାନ: ମୁଖ୍ୟ ଗର୍ଭଗୃହ ଉପରେ ଥିବା ଶିଖରଟି ଓଡ଼ିଶାର ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟର ବୈଶିଷ୍ଟ୍ୟପୂର୍ଣ୍ଣ ଶୈଳୀରେ ନିର୍ମିତ। ପୀଢ଼ା ଜଗମୋହନ: ଗର୍ଭଗୃହର ସମ୍ମୁଖରେ ଥିବା ବର୍ଗାକାର ଜଗମୋହନ ପର୍ଯ୍ୟାୟକ୍ରମେ ସଜାଯାଇଥିବା ପୀଢ଼ାକାର ଛାତ ଦ୍ୱାରା ନିର୍ମିତ। ବିମାନ ଓ ଜଗମୋହନ ଉଭୟରେ କଳିଙ୍ଗ ସ୍ଥାପତ୍ୟର ବିଭିନ୍ନ ଅଳଙ୍କାରିକ ଓ ପଥର ଖୋଦନର ସୁନ୍ଦର ନିଦର୍ଶନ ଦେଖିବାକୁ ମିଳେ। ମନ୍ଦିରଟି ଏକ ଉଚ୍ଚ ବେଦୀ ଉପରେ ନିର୍ମିତ ଏବଂ ପୂର୍ବାଭିମୁଖୀ, ଯାହା ଓଡ଼ିଶାର ପାରମ୍ପରିକ ମନ୍ଦିର ସ୍ଥାପତ୍ୟର ଏକ ବିଶେଷ ବୈଶିଷ୍ଟ୍ୟ।
अथागढ़ शहर में स्थित रघुनाथ मंदिर, ओडिशा के कटक जिले के ऐतिहासिक शहर अथागढ़ के गोपबंधु चौक पर स्थित एक महत्वपूर्ण 19वीं शताब्दी का हिंदू मंदिर है। यह मंदिर ओडिशा सरकार द्वारा राज्य-संरक्षित स्मारक के रूप में सूचीबद्ध है। इस मंदिर का निर्माण 19वीं शताब्दी ईस्वी के उत्तरार्ध में, अथागढ़ रियासत के काल में हुआ था। मंदिर का इतिहास पूर्व अथागढ़ राज्य के शासकों के अधीन मंदिर निर्माण की स्थानीय परंपरा से जुड़ा हुआ है। ओडिशा राज्य पुरातत्व विभाग द्वारा इसकी मरम्मत और जीर्णोद्धार किया गया है। रघुनाथ मंदिर कलिंग शैली की मंदिर वास्तुकला का उत्कृष्ट उदाहरण है, जिसमें पारंपरिक ओडिशाई डिजाइन के प्रमुख संरचनात्मक तत्व शामिल हैं: रेखा विमान: मुख्य गर्भगृह का शिखर ओडिशा की मंदिर वास्तुकला की विशिष्ट, ऊँची और घुमावदार आकृति का है। पिधा जगमोहन: गर्भगृह से जुड़ा एक वर्गाकार सभा कक्ष, जिसमें पिरामिडनुमा छतें हैं। विमान और जगमोहन दोनों ही कलिंग वास्तुकला शैली को दर्शाते हैं। यह मंदिर एक ऊंचे चबूतरे पर बना है और इसका मुख पूर्व दिशा की ओर है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Vaishnavite religious Center

ବୈଷ୍ଣବ ଧାର୍ମିକ କେନ୍ଦ୍ର

वैष्णव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

26th May 2006

26th May 2006

26th May 2006

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Athagarh

ଆଠଗଡ଼

अथागढ़

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

19th CE

19th CE

19th CE