Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Paschimesvara Temple
ପଶ୍ଚିମେଶ୍ୱର ମନ୍ଦିର ବିଷୟରେ
पश्चिमेश्वर मंदिर के बारे में
Paschimesvara Temple, Amangei Kuda, Kandarpur, cuttack
ପଶ୍ଚିମେଶ୍ୱର ମନ୍ଦିର, ଅମଙ୍ଗେଇକୁଦ, କନ୍ଦରପୁର, କଟକ
पश्चिमेश्वर मंदिर, अमांगी कुडा, कंदरपुर, कटक
The Paschimesvara Temple is an ancient Hindu shrine dedicated to Lord Shiva, situated on a small river island (“Kuda”) called Amangeikuda in the Mahanadi River, near Kandarpur village in the Athagarh subdivision of Cuttack district, Odisha. The name Amangeikuda itself is derived from the presiding Goddess Amangei, who is worshipped alongside Lord Shiva here. This picturesque island temple lies approximately 35 km from Cuttack city, accessible by road to Athagarh then a short boat ride across the river — a journey that enhances its serene and somewhat secluded character. The Paschimesvara Temple has considerable antiquity. Based on architectural features and stylistic studies, scholars generally date its core structure to the 8th–9th century AD. The temple exemplifies traditional Kalinga (Odishan) architectural principles — characterized by a vimana (sanctum tower) with decorative sculptural motifs, though much of the superstructure has suffered damage over time. Three parsva devatas (side deities) are also worshipped around the main shrine, and Goddess Amangei is enshrined to its right, blending Saivaite and Shakta traditions.
ପଶ୍ଚିମେଶ୍ୱର ମନ୍ଦିର ହେଉଛି ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ପ୍ରାଚୀନ ହିନ୍ଦୁ ମନ୍ଦିର। ଏହା ଓଡ଼ିଶାର କଟକ ଜିଲ୍ଲାର ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ କନ୍ଦରପୁର ନିକଟରେ ମହାନଦୀର ମଝିରେ ଥିବା ଅମଙ୍ଗେଇକୁଦ ନାମକ ଏକ କ୍ଷୁଦ୍ର ନଦୀଦ୍ୱୀପ (କୁଦ) ଉପରେ ଅବସ୍ଥିତ। ଅମଙ୍ଗେଇକୁଦ ନାମଟି ଏଠାରେ ପୂଜିତ ଅଧିଷ୍ଠାତ୍ରୀ ଦେବୀ ଅମଙ୍ଗେଇଙ୍କ ନାମରୁ ଉତ୍ପନ୍ନ ହୋଇଛି। ଭଗବାନ ଶିବଙ୍କ ସହ ଦେବୀ ଅମଙ୍ଗେଇ ମଧ୍ୟ ଏହି ପୀଠରେ ପୂଜା ପାଇଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରା ଏହି ଦ୍ୱୀପସ୍ଥ ମନ୍ଦିରଟି କଟକ ସହରଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅବସ୍ଥିତ। ଆଠଗଡ଼ ପର୍ଯ୍ୟନ୍ତ ସଡ଼କପଥରେ ପହଞ୍ଚିବା ପରେ ଅଳ୍ପ ଦୂର ନୌକା ଯୋଗେ ମହାନଦୀ ପାର ହୋଇ ମନ୍ଦିରରେ ପହଞ୍ଚିବାକୁ ହୁଏ। ଏହି ଯାତ୍ରା ମନ୍ଦିରର ଶାନ୍ତ, ନିର୍ଜନ ଓ ମନୋରମ ପରିବେଶକୁ ଆହୁରି ଆକର୍ଷଣୀୟ କରିଥାଏ। ପଶ୍ଚିମେଶ୍ୱର ମନ୍ଦିରର ଐତିହ୍ୟ ଅତ୍ୟନ୍ତ ପ୍ରାଚୀନ। ଏହାର ସ୍ଥାପତ୍ୟ ବୈଶିଷ୍ଟ୍ୟ ଓ ଶୈଳୀଗତ ବିଶ୍ଳେଷଣ ଆଧାରରେ ପଣ୍ଡିତମାନେ ଏହାର ମୂଳ ନିର୍ମାଣକୁ ଖ୍ରୀଷ୍ଟାବ୍ଦ ଅଷ୍ଟମ–ନବମ ଶତାବ୍ଦୀର ବୋଲି ମତ ଦେଇଥାନ୍ତି। ଏହି ମନ୍ଦିରଟି ପାରମ୍ପରିକ କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏକ ସୁନ୍ଦର ନିଦର୍ଶନ। ଏହାର ବିମାନ ବିଭିନ୍ନ ଅଳଙ୍କାରିକ ଶିଳ୍ପଖୋଦନରେ ସୁସଜ୍ଜିତ ଥିଲେ ମଧ୍ୟ, ସମୟର ପ୍ରଭାବରେ ଏହାର ଉପରି ଅଂଶର କିଛି ଭାଗ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟ ମନ୍ଦିରର ଚାରିପାଖରେ ତିନିଜଣ ପାର୍ଶ୍ୱଦେବତା ପୂଜା ପାଇଥାନ୍ତି ଏବଂ ମନ୍ଦିରର ଡାହାଣ ପାର୍ଶ୍ୱରେ ଦେବୀ ଅମଙ୍ଗେଇଙ୍କ ବିଗ୍ରହ ଅଧିଷ୍ଠିତ ଅଛି। ଏହି ବ୍ୟବସ୍ଥା ଶୈବ ଓ ଶାକ୍ତ ପରମ୍ପରାର ସୁନ୍ଦର ସମନ୍ୱୟକୁ ପ୍ରତିଫଳିତ କରେ, ଯାହା ଓଡ଼ିଶାର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଏକ ବିଶେଷ ବୈଶିଷ୍ଟ୍ୟ।
पश्चिमेश्वर मंदिर भगवान शिव को समर्पित एक प्राचीन हिंदू तीर्थस्थल है, जो ओडिशा के कटक जिले के अथागढ़ उपखंड के कंदरपुर गांव के पास महानदी नदी में स्थित अमंगेइकुडा नामक एक छोटे से नदी द्वीप ("कुडा") पर स्थित है। अमंगेइकुडा नाम स्वयं अधिष्ठाता देवी अमंगेई से लिया गया है, जिनकी पूजा यहां भगवान शिव के साथ की जाती है। यह सुरम्य द्वीप मंदिर कटक शहर से लगभग 35 किमी दूर स्थित है, जहां अथागढ़ तक सड़क मार्ग से पहुंचा जा सकता है और फिर नदी के पार एक छोटी नाव यात्रा करनी पड़ती है - यह यात्रा इसकी शांत और एकांत प्रकृति को और भी बढ़ा देती है। पश्चिमेश्वर मंदिर अत्यंत प्राचीन है। स्थापत्य विशेषताओं और शैलीगत अध्ययनों के आधार पर, विद्वान आमतौर पर इसकी मूल संरचना को 8वीं-9वीं शताब्दी ईस्वी का मानते हैं। यह मंदिर पारंपरिक कलिंग (ओडिशा) स्थापत्य सिद्धांतों का उदाहरण है - जिसमें सजावटी मूर्तिकला रूपांकनों से सुसज्जित विमान (गर्भगृह) है, हालांकि समय के साथ इसके ऊपरी ढांचे को काफी नुकसान पहुंचा है। मुख्य मंदिर के चारों ओर तीन पार्श्व देवताओं (सहायक देवताओं) की भी पूजा की जाती है, और देवी अमांगेई को इसके दाहिनी ओर स्थापित किया गया है, जो शैव और शाक्त परंपराओं का मिश्रण है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Shaivite religious center

ଶୈବ ଧାର୍ମିକ କେନ୍ଦ୍ର

शैव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

20th June 2001

20th June 2001

20th June 2001

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Amangei Kuda, Kandarpur

ଅମଙ୍ଗେଇକୁଦ, କନ୍ଦରପୁର

ଅମଙ୍ଗେଇକୁଦ, କନ୍ଦରପୁର

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

10th Century CE

10th Century CE

10th Century CE