Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Paramahansa Temple
ପରମହଂସନାଥ ମନ୍ଦିର ବିଷୟରେ
परमहंसा मंदिर के बारे में
Paramahansa Temple, Paramahansa, cuttack
ପରମହଂସନାଥ ମନ୍ଦିର, କଟକ, ପରମହଂସ
परमहंस मंदिर, परमहंस, कटक
The Paramahansanath Temple is a historic Hindu temple dedicated to Lord Shiva located in the Paramahansa / Biribati area in Cuttack district, Odisha. It is considered one of the notable Shiva temples near Cuttack. The Paramahansanath Temple is considered one of the oldest Shiva temples in Odisha, with local traditions dating its origins to around the 15th century CE. Many visitors and regional guides describe it as built around the 11th century, though some sources also link its development or renovations to later periods such as during the rule of Gajapati King Prataprudra Deva. The name Paramahansanath connects symbolically with the idea of spiritual liberation (Paramahansa referring to a high spiritual practitioner), aligning with Shiva’s role as the patron of ascetics and yogis. The Principal Deity: Lord Shiva, worshipped here as Paramahansanath. The temple is east facing orientation aligns with common sacred site traditions in Odisha.
କଟକ ଜିଲ୍ଲାର ପରମହଂସ ଅଞ୍ଚଳରେ ଅବସ୍ଥିତ ପରମହଂସନାଥ ମନ୍ଦିର ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ପ୍ରାଚୀନ ଐତିହାସିକ ହିନ୍ଦୁ ମନ୍ଦିର। ଏହା କଟକ ଅଞ୍ଚଳର ଅନ୍ୟତମ ପ୍ରମୁଖ ଶୈବ ତୀର୍ଥ ଭାବେ ପରିଚିତ। ସ୍ଥାନୀୟ ପରମ୍ପରା ଅନୁଯାୟୀ, ଏହି ମନ୍ଦିରର ପ୍ରତିଷ୍ଠା ଖ୍ରୀଷ୍ଟାବ୍ଦ ପଞ୍ଚଦଶ ଶତାବ୍ଦୀ ସମୟରେ ହୋଇଥିବା ବୋଲି ବିଶ୍ୱାସ କରାଯାଏ। ତେବେ ଅନେକ ପର୍ଯ୍ୟଟକ ଏବଂ ଆଞ୍ଚଳିକ ଇତିହାସବିଦ୍‌ମାନେ ଏହାର ନିର୍ମାଣକାଳକୁ ଖ୍ରୀଷ୍ଟାବ୍ଦ ଏକାଦଶ ଶତାବ୍ଦୀ ବୋଲି ମତ ପ୍ରକାଶ କରିଛନ୍ତି। କେତେକ ଐତିହାସିକ ସୂତ୍ର ଅନୁସାରେ, ଗଜପତି ରାଜା ପ୍ରତାପରୁଦ୍ର ଦେବଙ୍କ ଶାସନକାଳରେ ଏହି ମନ୍ଦିରର ବିକାଶ କିମ୍ବା ସଂସ୍କାର କାର୍ଯ୍ୟ ହୋଇଥିଲା। ‘ପରମହଂସନାଥ’ ନାମଟି ଆଧ୍ୟାତ୍ମିକ ମୁକ୍ତି ଏବଂ ପରମ ଜ୍ଞାନର ପ୍ରତୀକ ‘ପରମହଂସ’ ଧାରଣା ସହ ସମ୍ପୃକ୍ତ। ଏହା ଭଗବାନ ଶିବଙ୍କୁ ଯୋଗୀ, ତପସ୍ୱୀ ଓ ସନ୍ନ୍ୟାସୀମାନଙ୍କ ଆରାଧ୍ୟ ଦେବତା ଭାବେ ପ୍ରତିପାଦିତ କରେ। ଏହି ମନ୍ଦିରର ପ୍ରଧାନ ଆରାଧ୍ୟ ଦେବତା ଭଗବାନ ଶିବ, ଯିଏ ଏଠାରେ ପରମହଂସନାଥ ନାମରେ ପୂଜିତ ହୁଅନ୍ତି। ମନ୍ଦିରର ପ୍ରବେଶଦ୍ୱାର ଓ ଅନ୍ୟାନ୍ୟ ସ୍ଥାପତ୍ୟ ଅଂଶରେ ପୌରାଣିକ ଚରିତ୍ର, ଦ୍ୱାରପାଳ ଏବଂ ବିଭିନ୍ନ ଅଳଙ୍କାରିକ ଶିଳ୍ପଖୋଦନ ଦେଖିବାକୁ ମିଳେ, ଯାହା ଏହାର କଳାତ୍ମକ ଐଶ୍ୱର୍ଯ୍ୟକୁ ପ୍ରକାଶ କରେ। ଧାର୍ମିକ, ଐତିହାସିକ ଏବଂ ସ୍ଥାପତ୍ୟ ଦୃଷ୍ଟିରୁ ପରମହଂସନାଥ ମନ୍ଦିର ଓଡ଼ିଶାର ଶୈବ ଐତିହ୍ୟର ଏକ ମହତ୍ୱପୂର୍ଣ୍ଣ ସମ୍ପଦ।
परमहंसनाथ मंदिर ओडिशा के कटक जिले के परमहंसा/बिरिबाती क्षेत्र में स्थित भगवान शिव को समर्पित एक ऐतिहासिक हिंदू मंदिर है। इसे कटक के आसपास के प्रमुख शिव मंदिरों में से एक माना जाता है। परमहंसनाथ मंदिर को ओडिशा के सबसे प्राचीन शिव मंदिरों में से एक माना जाता है, स्थानीय परंपराओं के अनुसार इसकी उत्पत्ति लगभग 15वीं शताब्दी ईस्वी में हुई थी। कई पर्यटक और क्षेत्रीय मार्गदर्शक इसे लगभग 11वीं शताब्दी का बताते हैं, हालांकि कुछ स्रोत इसके विकास या जीर्णोद्धार को बाद के काल से भी जोड़ते हैं, जैसे कि गजपति राजा प्रतापरुद्र देव के शासनकाल के दौरान। परमहंसनाथ नाम आध्यात्मिक मुक्ति के प्रतीक से जुड़ा है (परमहंसा का अर्थ है एक उच्च आध्यात्मिक साधक), जो तपस्वियों और योगियों के संरक्षक के रूप में शिव की भूमिका के अनुरूप है। मुख्य देवता: भगवान शिव, जिनकी यहां परमहंसनाथ के रूप में पूजा की जाती है। मंदिर का मुख पूर्व दिशा की ओर है, जो ओडिशा में प्रचलित पवित्र स्थलों की परंपराओं के अनुरूप है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Shaivite religious center

ଶୈବ ଧାର୍ମିକ କେନ୍ଦ୍ର

शैव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

24th April 2006

24th April 2006

24th April 2006

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Paramahansa

ପରମହଂସ

परमहंस

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

15th Century CE

15th Century CE

15th Century CE