Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Nilamadhava and Trivikrama Vishnu image
ନୀଳମାଧବ ଓ ତ୍ରିବିକ୍ରମ ବିଷ୍ଣୁଙ୍କ ମୂର୍ତ୍ତି ବିଷୟରେ
नीलमाधव और त्रिविक्रम विष्णु छवि के बारे में
Nilamadhava and Trivikrama Vishnu image, Gobindapur, cuttack
ନୀଳମାଧବ ଓ ତ୍ରିବିକ୍ରମ ବିଷ୍ଣୁଙ୍କ ମୂର୍ତ୍ତି, ଗୋବିନ୍ଦପୁର, କଟକ
नीलमाधव और त्रिविक्रम विष्णु छवि, गोबिंदपुर, कटक
The Nilamadhava and Trivikrama Vishnu image from Sasanapada village of Gobindapur area in Cuttack district represents an important sculptural evidence of Vaishnava worship in coastal Odisha during the 13th CE. The image is significant both from religious and art-historical perspectives, reflecting the mature phase of Odishan stone sculpture belongs to the Eastern Ganga period. Historical and Religious Context is that, The 13th century was a formative period for Vaishnavism in Odisha, particularly under the patronage of the Eastern Ganga dynasty, when Jagannath cult and Vishnu worship flourished across the Mahanadi delta. Nilamadhava holds special importance in Odisha’s religious history, being traditionally associated with tribal and early classical worship. The depiction of Trivikrama Vishnu — the cosmic form of Vishnu who measured the universe in three strides — emphasizes Vishnu’s supreme, all-pervading nature, a popular theme in medieval Vaishnava iconography.
କଟକ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳର ଶାସନପଦା ଗ୍ରାମରୁ ପ୍ରାପ୍ତ ନୀଳମାଧବ ଓ ତ୍ରିବିକ୍ରମ ବିଷ୍ଣୁଙ୍କ ମୂର୍ତ୍ତି ଉପକୂଳ ଓଡ଼ିଶାରେ ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀର ବୈଷ୍ଣବ ଉପାସନାର ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପକଳାତ୍ମକ ନିଦର୍ଶନ। ଧାର୍ମିକ ଆସ୍ଥା ଓ କଳା–ଇତିହାସ ଉଭୟ ଦୃଷ୍ଟିରୁ ଏହି ମୂର୍ତ୍ତିର ବିଶେଷ ଗୁରୁତ୍ୱ ରହିଛି। ଏହା ପୂର୍ବ ଗଙ୍ଗ ବଂଶର ଶାସନକାଳରେ ଓଡ଼ିଶାର ପଥର ମୂର୍ତ୍ତିକଳାର ପରିପକ୍ୱ ପର୍ଯ୍ୟାୟକୁ ସୁନ୍ଦର ଭାବରେ ପ୍ରତିଫଳିତ କରେ। ଐତିହାସିକ ଓ ଧାର୍ମିକ ଦୃଷ୍ଟିରୁ ଖ୍ରୀଷ୍ଟାବ୍ଦ ତ୍ରୟୋଦଶ ଶତାବ୍ଦୀ ଓଡ଼ିଶାରେ ବୈଷ୍ଣବ ଧର୍ମର ବିକାଶର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଥିଲା। ପୂର୍ବ ଗଙ୍ଗ ବଂଶର ପୃଷ୍ଠପୋଷକତାରେ ମହାନଦୀ ଉପତ୍ୟକାରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ବିଷ୍ଣୁ ଉପାସନା ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ନୀଳମାଧବ ଓଡ଼ିଶାର ଧାର୍ମିକ ଇତିହାସରେ ଏକ ଅତ୍ୟନ୍ତ ପବିତ୍ର ଓ ପ୍ରାଚୀନ ନାମ, ଯାହା ଆଦିବାସୀ ପରମ୍ପରା ଏବଂ ପ୍ରାରମ୍ଭିକ ବୈଷ୍ଣବ ଉପାସନା ସହ ନିବିଡ଼ ଭାବେ ଜଡ଼ିତ। ସେହିପରି ତ୍ରିବିକ୍ରମ ବିଷ୍ଣୁଙ୍କ ରୂପ ଭଗବାନ ବିଷ୍ଣୁଙ୍କ ସେହି ବିରାଟ ସ୍ୱରୂପକୁ ପ୍ରତିପାଦିତ କରେ, ଯେଉଁଥିରେ ସେ ତିନୋଟି ପଦକ୍ଷେପରେ ସମଗ୍ର ବ୍ରହ୍ମାଣ୍ଡକୁ ପରିମାପ କରିଥିଲେ। ଏହି ରୂପ ମଧ୍ୟଯୁଗୀୟ ବୈଷ୍ଣବ ମୂର୍ତ୍ତିକଳାରେ ଭଗବାନ ବିଷ୍ଣୁଙ୍କ ସର୍ବବ୍ୟାପୀ ଓ ସର୍ବୋଚ୍ଚ ସତ୍ତାର ଏକ ଲୋକପ୍ରିୟ ପ୍ରତୀକ ଭାବେ ପରିଚିତ।
कटक जिले के गोबिंदपुर क्षेत्र के ससनपाड़ा गांव से प्राप्त नीलमधव और त्रिविक्रम विष्णु की प्रतिमा 13वीं शताब्दी ईस्वी के दौरान तटीय ओडिशा में वैष्णव पूजा का एक महत्वपूर्ण मूर्तिकला प्रमाण प्रस्तुत करती है। यह प्रतिमा धार्मिक और कला-ऐतिहासिक दोनों दृष्टियों से महत्वपूर्ण है, जो पूर्वी गंगा काल से संबंधित ओडिशा की पत्थर मूर्तिकला के परिपक्व चरण को दर्शाती है। ऐतिहासिक और धार्मिक संदर्भ यह है कि 13वीं शताब्दी ओडिशा में वैष्णव धर्म के विकास का काल था, विशेष रूप से पूर्वी गंगा राजवंश के संरक्षण में, जब महानदी डेल्टा में जगन्नाथ संप्रदाय और विष्णु पूजा का व्यापक प्रसार हुआ। ओडिशा के धार्मिक इतिहास में नीलमधव का विशेष महत्व है, क्योंकि यह परंपरागत रूप से जनजातीय और प्रारंभिक शास्त्रीय पूजा से जुड़ा हुआ है। त्रिविक्रम विष्णु का चित्रण - विष्णु का वह रूप जिन्होंने तीन कदमों में ब्रह्मांड को नापा - विष्णु के सर्वोच्च, सर्वव्यापी स्वरूप पर बल देता है, जो मध्यकालीन वैष्णव मूर्तिकला में एक लोकप्रिय विषय रहा है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Sculptures

ମୂର୍ତ୍ତି

मूर्तियों

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

6th Dec 2021

6th Dec 2021

6th Dec 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Gobindapur

ଗୋବିନ୍ଦପୁର

गोविंदपुर

District
ଜିଲ୍ଲା
जिला

cuttack

କଟକ

कटक

Date / Period
ତାରିଖ / କାଳ
तिथि / काल

13th CE

13th CE

13th CE