Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Baladevjew and Hanuman Temple
ବଳଦେବ ଜୀୟୁ ଏବଂ ହନୁମାନ ମନ୍ଦିର ବିଷୟରେ
बलदेवजेव और हनुमान मंदिर के बारे में
Baladevjew and Hanuman Temple, Umar, cuttack
ବଳଦେବ ଜୀୟୁ ଏବଂ ହନୁମାନ ମନ୍ଦିର, ଉମର, କଟକ
बालादेवज्यू और हनुमान मंदिर, उमर, कटका
The temple is situated in Umar, Odisha in the Nischintakoili area of cuttack. The Baladev Jew and Hanuman Temple (also known as the Umar Hanuman or Baldev Jew Temple) is a famous shrine located in Umar, cuttack dedicated to Lord Hanuman, with Lord Baladev also worshipped there. It is located in the Mahanga area of cuttack district. The temple belongs to 9th Century AD. It is one of the earliest Hanuman temples of Odisha.
ଏହି ମନ୍ଦିରଟି କଟକ ଜିଲ୍ଲାର ଉମର ନିକଟସ୍ଥ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଅବସ୍ଥିତ। ବଳଦେବ ଜୀୟୁ ଏବଂ ହନୁମାନ ମନ୍ଦିର (ଏହାକୁ ଉମର ହନୁମାନ କିମ୍ବା ବଳଦେବ ଜୀୟୁ ମନ୍ଦିର ଭାବରେ ମଧ୍ୟ ଜଣାଶୁଣା) ହେଉଛି ଉମର, କଟକରେ ଅବସ୍ଥିତ ଏକ ପ୍ରସିଦ୍ଧ ମନ୍ଦିର ଯାହା ଭଗବାନ ହନୁମାନଙ୍କୁ ସମର୍ପିତ, ପ୍ରଭୁ ବଳଦେବ ମଧ୍ୟ ସେଠାରେ ପୂଜା ପାଉଛନ୍ତି । ଏହା କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳରେ ଅବସ୍ଥିତ। ଏହି ମନ୍ଦିରଟି ଖ୍ରୀଷ୍ଟାବ୍ଦ ୯ମ ଶତାବ୍ଦୀର। ଏହା ଓଡ଼ିଶାର ପ୍ରାଚୀନ ହନୁମାନ ମନ୍ଦିର ମଧ୍ୟରୁ ଗୋଟିଏ। ଏହି ମନ୍ଦିରରେ ହନୁମାନ ଜୟନ୍ତୀ ସମୟରେ ଅଧିକ ମାତ୍ରାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ ।
यह मंदिर ओडिशा के उमर जिले में, कटका के निश्चिंतकोइली क्षेत्र में स्थित है। बलदेव ज्यू और हनुमान मंदिर (जिसे उमर हनुमान या बलदेव ज्यू मंदिर के नाम से भी जाना जाता है) कटका के उमर में स्थित एक प्रसिद्ध तीर्थस्थल है, जो भगवान हनुमान को समर्पित है, और यहाँ भगवान बलदेव की भी पूजा की जाती है। यह कटका जिले के महांगा क्षेत्र में स्थित है। यह मंदिर 9वीं शताब्दी ईस्वी का है। यह ओडिशा के सबसे प्राचीन हनुमान मंदिरों में से एक है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hanuman Temple and Vaishnavite religious Center

ହନୁମାନ ମନ୍ଦିର ଏବଂ ବୈଷ୍ଣବ ଧାର୍ମିକ କେନ୍ଦ୍ର

हनुमान मंदिर और वैष्णव धार्मिक केंद्र

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

12th Jan 2021

12th Jan 2021

12th Jan 2021

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Umar, cuttack

ଉମର, କଟକ

उमर, कटका

District
ଜିଲ୍ଲା
जिला

cuttack

କଟକ

कटका

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE