Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Narasimha Temple
ନରସିଂହ ମନ୍ଦିର ବିଷୟରେ
नरसिम्हा मंदिर के बारे में
Narasimha Temple, Kenduli, Khordha
ନରସିଂହ ମନ୍ଦିର, କେନ୍ଦୁଲି, ଖୋର୍ଦ୍ଧା
नरसिम्हा मंदिर, केंदुली, खोरधा
The Narasimha Temple in Kenduli, Khordha, Odisha, is a historic Kalinga-style temple dedicated to Lord Narasimha, the man-lion avatar of Vishnu, known for protecting devotees, featuring intricate stonework and architecture typical of the 14th-15th centuries, and is maintained by locals with support from archaeology departments for its upkeep as a significant religious site within the region. The sanctum houses a four-armed Narasimha image, often with Gajalaxmi on the doorjamb. A place of worship, showcasing the rich history and devotional traditions of Odisha.
ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର କେନ୍ଦୁଲିରେ ଥିବା ନରସିଂହ ମନ୍ଦିର ହେଉଛି ଏକ ଐତିହାସିକ କଳିଙ୍ଗ ଶୈଳୀର ମନ୍ଦିର, ଯାହା ଭଗବାନ ନରସିଂହଙ୍କୁ ଉତ୍ସର୍ଗୀକୃତ, ବିଷ୍ଣୁଙ୍କ ଏକ ଅବତାର, ଯାହାକି ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ଜଣାଶୁଣା, ୧୪ଶ-୧୫ଶ ଶତାବ୍ଦୀର ଜଟିଳ ପଥରକାର୍ଯ୍ୟ ଏବଂ ସ୍ଥାପତ୍ୟକୁ ଦର୍ଶାଇଥାଏ , ଏବଂ ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ଭାବରେ ପରିଚିତ । ଏହାର ରକ୍ଷଣାବେକ୍ଷଣ ପ୍ରତ୍ନତତ୍ତ୍ୱ ବିଭାଗର ସହାୟତାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା କରାଯାଏ। ଗର୍ଭଗୃହରେ ଏକ ଚାରି ହାତ ବିଶିଷ୍ଟ ନରସିଂହ ପ୍ରତିମା ରହିଛି, ଦ୍ୱାରବନ୍ଧରେ ଗଜଲକ୍ଷ୍ମୀ ଅବସ୍ଥାନ କରନ୍ତି । ଏହା ଏକ ଏଭଳି ମନ୍ଦିର, ଯାହା ଓଡ଼ିଶାର ସମୃଦ୍ଧ ଇତିହାସ ଏବଂ ଭକ୍ତି ପରମ୍ପରାକୁ ପ୍ରଦର୍ଶନ କରେ।
ओडिशा के खुर्दा जिले के केंडुली में स्थित नरसिम्हा मंदिर, भगवान नरसिम्हा को समर्पित एक ऐतिहासिक कलिंग शैली का मंदिर है। नरसिम्हा विष्णु के नर-सिंह अवतार हैं, जो भक्तों की रक्षा करने के लिए जाने जाते हैं। इस मंदिर में 14वीं-15वीं शताब्दी की विशिष्ट जटिल पत्थर की नक्काशी और वास्तुकला देखने को मिलती है। इस क्षेत्र के एक महत्वपूर्ण धार्मिक स्थल के रूप में, पुरातत्व विभाग के सहयोग से स्थानीय लोग इसका रखरखाव करते हैं। गर्भगृह में चार भुजाओं वाली नरसिम्हा प्रतिमा स्थापित है, जिसके द्वार पर अक्सर गजलक्ष्मी की आकृति बनी होती है। यह पूजा स्थल ओडिशा के समृद्ध इतिहास और भक्ति परंपराओं को दर्शाता है।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

3rd Feb 2003

3rd Feb 2003

3rd Feb 2003

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kenduli

କେନ୍ଦୁଲି

केंदुली

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

18th-19th Century CE

18th-19th Century CE

18th-19th Century CE