Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Lakhmi Nrusinghadev Temple
ଲକ୍ଷ୍ମୀ ନୃସିଂହଦେବ ମନ୍ଦିର ବିଷୟରେ
लखमी नरसिंहदेव मंदिर के बारे में
Lakhmi Nrusinghadev Temple, Kalyanapur, Khordha
ଲକ୍ଷ୍ମୀ ନୃସିଂହଦେବ ମନ୍ଦିର, କଲ୍ୟାଣପୁର, ଖୋର୍ଦ୍ଧା
लखमी नृसिंहदेव मंदिर, कल्याणपुर, खोरधा
Lakshmi Nrusinghadev temple situated at kalyanapur Sasan of Khurda district. The temple is a State Protected Monument located in Khurda district, Odisha. The temple belongs to the 19th century CE and is protected by the Government of Odisha. The presideing deity is Lord Nrusingha (Narasimha), the man-lion incarnation of Lord Vishnu, worshipped with Goddess Lakshmi. The temple belongs to the later phase of Odishan temple architecture and is representative of the regional Kalingan tradition. Like many Vaishnavite shrines of the period, it is dedicated to the worship of Lakshmi-Nrusingha, a form revered as the protector of devotees and destroyer of evil. The temple forms part of the cultural and religious heritage of the region. Festivals associated with Narasimha worship, particularly Narasimha Jayanti (Nrusingha Chaturdasi), are traditionally important in such shrines.
ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୁର ଶାସନରେ ଅବସ୍ଥିତ ଲକ୍ଷ୍ମୀ ନୃସିଂହଦେବ ମନ୍ଦିର। ଏହି ମନ୍ଦିର ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ଏକ ରାଜ୍ୟ ସଂରକ୍ଷିତ ସ୍ମାରକୀ। ଏହି ମନ୍ଦିର ୧୯ଶ ଶତାବ୍ଦୀର ଏବଂ ଓଡ଼ିଶା ସରକାରଙ୍କ ଦ୍ୱାରା ସୁରକ୍ଷିତ। ଏଠାରେ ଭଗବାନ ନୃସିଂହ (ନରସିଂହ), ଭଗବାନ ବିଷ୍ଣୁଙ୍କ ମନୁଷ୍ୟ-ସିଂହ ଅବତାର, ଯାହାଙ୍କୁ ଦେବୀ ଲକ୍ଷ୍ମୀଙ୍କ ସହିତ ପୂଜା କରାଯାଏ। ଏହି ମନ୍ଦିର ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ପରବର୍ତ୍ତୀ ପର୍ଯ୍ୟାୟର ଏବଂ ଏହା ଆଞ୍ଚଳିକ କଳିଙ୍ଗ ପରମ୍ପରାର ପ୍ରତିନିଧିତ୍ୱ କରେ। ସେ ସମୟର ଅନେକ ବୈଷ୍ଣବ ମନ୍ଦିର ପରି, ଏହା ଲକ୍ଷ୍ମୀ-ନୃସିଂହଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, ଯାହା ଭକ୍ତଙ୍କ ରକ୍ଷାକର୍ତ୍ତା ଏବଂ ଦୁଷ୍ଟର ବିନାଶକ ଭାବରେ ପୂଜିତ। ମନ୍ଦିରଟି ଅଞ୍ଚଳର ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟର ଏକ ଅଂଶ। ନରସିଂହଙ୍କ ପୂଜା ସହିତ ଜଡିତ ପର୍ବପର୍ବାଣୀ, ବିଶେଷକରି ନରସିଂହ ଜୟନ୍ତୀ (ନୃସିଂହ ଚତୁର୍ଦ୍ଦଶୀ), ପାରମ୍ପରିକ ଭାବରେ ଏହି ମନ୍ଦିରରେ ଅତି ଆଡ଼ମ୍ବରରେ ପାଳନ କରାଯାଏ ।
खुर्दा जिले के कल्याणपुर सासन में लक्ष्मी नृसिंहदेव मंदिर स्थित है। यह मंदिर ओडिशा के खुर्दा जिले में स्थित एक राज्य संरक्षित स्मारक है। यह मंदिर 19वीं शताब्दी ईस्वी का है और ओडिशा सरकार द्वारा संरक्षित है। यहां के मुख्य देवता भगवान विष्णु के नरसिंह अवतार भगवान नृसिंह हैं, जिनकी पूजा देवी लक्ष्मी के साथ की जाती है। यह मंदिर ओडिशा की मंदिर वास्तुकला के उत्तरकालीन चरण का है और क्षेत्रीय कलिंग परंपरा का प्रतिनिधित्व करता है। उस काल के कई वैष्णव मंदिरों की तरह, यह मंदिर लक्ष्मी-नृसिंह की पूजा के लिए समर्पित है, जिन्हें भक्तों के रक्षक और बुराई के नाशकर्ता के रूप में पूजा जाता है। यह मंदिर क्षेत्र की सांस्कृतिक और धार्मिक विरासत का अभिन्न अंग है। नरसिंह पूजा से जुड़े त्योहार, विशेष रूप से नरसिंह जयंती (नृसिंह चतुर्दशी), ऐसे मंदिरों में पारंपरिक रूप से महत्वपूर्ण हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th April 2009

9th April 2009

9th April 2009

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Kalyanapur

କଲ୍ୟାଣପୁର

कल्याणपुर

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE