Welcome to Odisha State Archaeology
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱକୁ ସ୍ୱାଗତ
ओडिशा राज्य पुरातत्व में आपका स्वागत है
About Kunjabihari Temple
କୁଞ୍ଜବିହାରୀ ମନ୍ଦିର ବିଷୟରେ
कुंजाबिहारी मंदिर के बारे में
Kunjabihari Temple, Bolgarh, Khordha
କୁଞ୍ଜବିହାରୀ ମନ୍ଦିର, ବୋଲଗଡ଼, ଖୋର୍ଦ୍ଧା
कुंजाबिहारी मंदिर, बोलगढ़, खोरधा
The Kunjabihari Temple in Khordha, Odisha, located near Bolgarh (often mentioned as Khurda Garh), is a historic site related to Lord Vishnu in the form of Kunja Vihari, a blend of history, architecture, and devotion. This temple is a testament to the deep connection between the Jagannath cult and local rulers, with Kunjabihari serving as a protective deity and a focal point for worship today.
ଖୋର୍ଦ୍ଧା ଜିଲ୍ଲାର କୁଞ୍ଜବିହାରୀ ମନ୍ଦିର, ବୋଲଗଡ଼ ନିକଟରେ ଅବସ୍ଥିତ, ଏକ ଐତିହାସିକ ସ୍ଥଳ, ଏଠାରେ କୁଞ୍ଜ ବିହାରୀ ରୂପରେ ପ୍ରଭୁ ବିଷ୍ଣୁଙ୍କୁ ପୂଜା ପାଇଥାନ୍ତି, ଯାହା ଇତିହାସ, ସ୍ଥାପତ୍ୟ ଏବଂ ଭକ୍ତିର ମିଶ୍ରଣ। ଏହି ମନ୍ଦିର ଜଗନ୍ନାଥ ସଂସ୍କୃତି ଏବଂ ସ୍ଥାନୀୟ ଶାସକଙ୍କ ମଧ୍ୟରେ ଗଭୀର ସମ୍ପର୍କର ଏକ ପ୍ରମାଣ, କୁଞ୍ଜବିହାରୀ ଦେବତା ପୂଜା ପାଉଛନ୍ତି । ଏହି ମନ୍ଦିରରେ ଅନେକ ପର୍ବ ପର୍ବାଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ମନ୍ଦିର ଓଡ଼ିଶାର ରାଜ୍ୟ-ସଂରକ୍ଷିତ ସ୍ମାରକୀ ମଧ୍ୟରେ ତାଲିକାଭୁକ୍ତ, ଯାହା ସୂଚିତ କରେ ଯେ, ଏହି ମନ୍ଦିରର ଐତିହାସିକ ଗୁରୁତ୍ୱ ଅନେକ ରହିଛି ।
ओडिशा के खुर्दा में बोलगढ़ (जिसे अक्सर खुर्दा गढ़ भी कहा जाता है) के पास स्थित कुंजाबिहारी मंदिर, भगवान विष्णु को समर्पित एक ऐतिहासिक स्थल है, जो कुंजा विहारी के रूप में विराजमान है और इतिहास, वास्तुकला और भक्ति का अनूठा संगम है। यह मंदिर जगन्नाथ संप्रदाय और स्थानीय शासकों के बीच गहरे संबंध का प्रमाण है, जहां कुंजाबिहारी एक संरक्षक देवता और आज पूजा का केंद्र बिंदु हैं।
Visitor Facilities
ପରିଦର୍ଶକ ସୁବିଧା
आगंतुक सुविधाएँ
Ensuring a Comfortable & Enriching Heritage Experience
ସୁନିଶ୍ଚିତ ହେଉଛି ଏକ ମନୋରମ ଏବଂ ସମୃଦ୍ଧ ଐତିହ୍ୟ ଅନୁଭବ
एक आरामदायक और समृद्ध विरासत अनुभव सुनिश्चित करना
🏛
Site Museum
ସାଇଟ୍ ସଂଗ୍ରହାଳୟ
साइट संग्रहालय

Explore rare Buddhist sculptures, seals, copper plates, and archaeological artifacts discovered during excavations.

ଖନନ ସମୟରେ ଆବିଷ୍କୃତ ବିରଳ ବୌଦ୍ଧ ମୂର୍ତ୍ତି, ମୋହର, ତମ୍ବା ପ୍ଲେଟ୍ ଏବଂ ବିଭିନ୍ନ ପ୍ରତ୍ନତାତ୍ତ୍ୱିକ କଳାକୃତିଗୁଡ଼ିକୁ ଦେଖନ୍ତୁ ।

खुदाई के दौरान मिली दुर्लभ बौद्ध मूर्तियों, मुहरों, तांबे की प्लेटों और आर्कियोलॉजिकल चीज़ों को देखें ।

🧭
Informational Signage
ସୂଚନାଦାୟୀ ଫଳକ
सूचनात्मक संकेत

Clear display boards and interpretive panels provide historical insights across the monument complex.

ସ୍ପଷ୍ଟ ପ୍ରଦର୍ଶନୀ ବୋର୍ଡ ଏବଂ ବ୍ୟାଖ୍ୟା ପ୍ୟାନେଲଗୁଡ଼ିକ ସ୍ମାରକୀ ସମ୍ପର୍କରେ ଐତିହାସିକ ବିବରଣୀ ପ୍ରଦାନ କରୁଛି ।

साफ़ डिस्प्ले बोर्ड और समझाने वाले पैनल पूरे स्मारक परिसर में ऐतिहासिक जानकारी देते हैं ।

🚶
Visitor Pathways
ପରିଦର୍ଶକ ପଥ
आगंतुक मार्ग

Designated walking paths allow safe and easy access to stupas, monasteries, and shrines.

ସ୍ତୂପ, ମଠ ଏବଂ ମନ୍ଦିରଗୁଡ଼ିକୁ ସୁବିଧାରେ ଏବଂ ନିରାପଦ ଭାବେ ପ୍ରବେଶ ପାଇଁ ନିର୍ଦ୍ଦିଷ୍ଟ ହୋଇଛି ସୁନ୍ଦର ପଦଯାତ୍ରୀ ପଥ ।

पैदल चलने के लिए बने रास्ते स्तूपों, मठों और पवित्र जगहों तक सुरक्षित और आसान पहुँच देते हैं ।

🚻
Basic Amenities
ମୌଳିକ ସୁବିଧା
साधारण सुविधाएं

Drinking water facilities, resting areas, and public conveniences are available for visitors.

ପରିଦର୍ଶକଙ୍କ ପାଇଁ ପାନୀୟ ଜଳ, ବିଶ୍ରାମ ସ୍ଥାନ ପରି ବିଭିନ୍ନ ସାର୍ବଜନୀନ ସୁବିଧା ଉପଲବ୍ଧ ।

विज़िटर्स के लिए पीने के पानी की सुविधा, आराम करने की जगह और पब्लिक सुविधाएं मौजूद हैं ।

🚗
Parking Facility
ପାର୍କିଂ ସୁବିଧା
पार्किंग सुविधा

Designated parking space is available near the entrance for private vehicles and tourist buses.

ଘରୋଇ ଯାନବାହନ ଏବଂ ପର୍ଯ୍ୟଟକ ବସ୍ ପାଇଁ ପ୍ରବେଶ ଦ୍ୱାର ନିକଟରେ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଉପଲବ୍ଧ ।

प्राइवेट गाड़ियों और टूरिस्ट बसों के लिए एंट्रेंस के पास तय पार्किंग की जगह मौजूद है ।

🛡
Protected Monument
ସଂରକ୍ଷିତ ସ୍ମାରକୀ
संरक्षित स्मारक

Maintained and preserved under national heritage protection for future generations.

ଭବିଷ୍ୟତ ପିଢ଼ି ପାଇଁ 'ଜାତୀୟ ଐତିହ୍ୟ ସୁରକ୍ଷା' ଅଧୀନରେ ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ ସୁନିଶ୍ଚିତ ହେଉଛି ।

आने वाली पीढ़ियों के लिए नेशनल हेरिटेज प्रोटेक्शन के तहत मेंटेन और सुरक्षित रखा गया।

We request all visitors to help preserve this historic treasure by maintaining cleanliness and respecting the monument.

ଆମେ ସମସ୍ତ ପରିଦର୍ଶକଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ସ୍ୱଚ୍ଛତା ବଜାୟ ରଖି ଏବଂ ସ୍ମାରକୀକୁ ସମ୍ମାନ ଜଣାଇ ଏହି ଐତିହ୍ୟ ସମ୍ପତ୍ତିର ସଂରକ୍ଷଣରେ ସହଯୋଗ କରନ୍ତୁ ।

हम सभी विज़िटर्स से रिक्वेस्ट करते हैं कि वे साफ़-सफ़ाई बनाए रखकर और स्मारक का सम्मान करके इस ऐतिहासिक खजाने को बचाने में मदद करें ।

Monument Details & Location
ସ୍ମାରକୀ ବିବରଣୀ ଏବଂ ସ୍ଥାନ
स्मारक का विवरण और स्थान
Experience Odisha’s sacred heritage at its heart
ହୃଦୟରେ ଅନୁଭବ କରନ୍ତୁ ଓଡ଼ିଶାର ପବିତ୍ର ଐତିହ୍ୟ
ओडिशा की पवित्र विरासत का अनुभव करें
Type of Monument
ସ୍ମାରକୀର ପ୍ରକାର
स्मारक का प्रकार

Hindu monuments/sites

ହିନ୍ଦୁ ସ୍ମାରକୀ/ସ୍ଥଳ

हिंदू स्मारक/स्थल

Notification & Date
ବିଜ୍ଞପ୍ତି ଓ ତାରିଖ
अधिसूचना एवं दिनांक

9th April 2003

9th April 2003

9th April 2003

Geo-Coordinates
ଭୌଗୋଳିକ ନିର୍ଦ୍ଦେଶାଙ୍କ
भौगोलिक निर्देशांक

Latitude:
Longitude:

ଅକ୍ଷାଂଶ:
ଦ୍ରାଘିମାଂଶ:

अक्षांश:
देशांतर:

Locality
ସ୍ଥାନ
स्थान

Bolgarh

ବୋଲଗଡ଼

बोलगढ़

District
ଜିଲ୍ଲା
जिला

Khordha

ଖୋର୍ଦ୍ଧା

खोरधा

Date / Period
ତାରିଖ / କାଳ
तिथि / काल

19th Century CE

19th Century CE

19th Century CE